-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||     

HOME   ଜିଲ୍ଲା

ଟିଟିଲାଗଡ: ରେଳଷ୍ଟେସନରେ ଖୋଲାଖୋଲି ଚାଲିଛି ବେଆଇନ ଟିକଟ ଦଲାଲି,ଯାତ୍ରୀ ଶୋଷଣର ଶିକାର

30-Jan-2021



ବଲାଙ୍ଗୀର, (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳ ଷ୍ଟେସନରେ ଦୀର୍ଘ ଦିନ ଧରି ବେଆଇନ ଟିକଟ କାରବାର ଚଳେଇ ଯାତ୍ରୀଙ୍କୁ ଶୋଷଣ କରାଯିବା ନେଇ ଜନସେବା ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ପ୍ରକାଶ ଯେ,ଓଡିଶା ତଥା ଭାରତ ର ସମସ୍ତ ଅଞ୍ଚଳକୁ ଏହି  ଟିଟିଲାଗଡ ରେଳଷ୍ଟେସନରୁ ଯିବାର ବ୍ୟବସ୍ଥା ରହିଛି । ଏଣୁ ଦୂରଦୁରାନ୍ତ ରୁ  ଟିଟିଲାଗଡ ରେଳ ଜଙ୍କସନକୁ ଆସି ପ୍ରତିଦିନ ବିଭିନ୍ନ ଦୂର,ଦୁରାନ୍ତକୁ ଯାତ୍ରୀ ଯିବା ଆସିବା କରିଥାନ୍ତି । ହେଲେ ଏଠାକାର ଷ୍ଟେସନ ରେ ଦାଇତ୍ୱ ରତ କେତେକ କର୍ମଚାରୀ କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ଟିକଟ ମାନ ଚଢା ଦରରେ ବିକ୍ରି କରି ନିଜେ ମାଲେମାଲ ହୋଇ ଅର୍ଥ ରୋଜଗାର କରିବା ଦେଖା ଯାଇଛି l

   ପ୍ରକାଶ ଯେ,  ବୁକିଂ କାଉଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ଦଲାଲ ମିଶି ବୁକିଂ କାଉଣ୍ଟରରେ ନାମକୁ ମାତ୍ର  କିଛି ଯାତ୍ରୀଙ୍କୁ ଟିକଟ ଦେଇ ଅନ୍ୟ ଯାତ୍ରୀଙ୍କୁ ସବୁ ବୁକିଂ ସରିଛି କହି ଫେରାଇ ଦେଇ କାଉଣ୍ଟର ବନ୍ଦ କରିଦେଇଥାନ୍ତି । ଉକ୍ତ ନିରାଶ ହୋଇ ଥିବା ଯାତ୍ରୀଙ୍କୁ ଉକ୍ତ ଷ୍ଟେସନ ରୁ ଅନ୍ୟତ୍ର ନେଇଯାଇ ନିଜ ମନଇଚ୍ଛା ଦରରେ ଟଙ୍କା ନେଇ ରିଜର୍ଭବେଶନ ଟିକଟ ପ୍ରଦାନ କରିଥାନ୍ତି । ଗୋଟିଏ ଟିକଟ ମୁଳ ଦେୟ ଯେତେ ତାର ତିନିଗୁଣ ରୁ ଚାରିଗୁଣା ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ,ଟିଟିଲାଗଡ ରୁ ଭୁବନେଶ୍ୱର କୁ ଟିକଟ ମୂଲ୍ୟ ଯଦି ୩୫୦ ଟଙ୍କା ହୋଇଥାଏ  ତେବେ ୯୦o  ରୁ୧୧୦୦ ଟଙ୍କା ଦରରେ ବିକ୍ରି କରିବା ଦେଖାଯାଉଛି ।  ମୂଲ୍ୟବୃଦ୍ଧି କରି ଷ୍ଟେସନ ଯାତ୍ରୀଙ୍କୁ ବହୁଳ ଭାବରେ ଶୋଷଣ କରାଯାଉଛି ।  ଜାଣିବାକୁ ମିଳିଛି ଯେ ବୁକିଂ କାଉଣ୍ଟରରେ ବସିଥିବା କର୍ମଚାରୀ ଏବଂ ତାଙ୍କ ବରିଷ୍ଠ ଉଚ୍ଚ ପଦାଧିକାରୀ ସିଆଇ ଟିକେଟ୍ ପିଛା ଦୁଇ ଶହ ଟଙ୍କା ନେଉଛନ୍ତି ଏବଂ ଦଲାଲ କିମ୍ବା ଏଜେଣ୍ଟଙ୍କ ମାଧ୍ୟମରେ ବିକ୍ରୟ କରି ଯାତ୍ରୀଙ୍କଠାରୁ ଟଙ୍କା ଆଦାୟ କରାଯାଉଥିବା ନେଇ ବିଗତ ଛଅ ମାସ ତଳେ ମଧ୍ୟ ଲିଖିତ ଅଭିଯୋଗ ବିଭାଗୀୟ ଅଧିକାରୀ ଙ୍କୁ କରିବା ଯୋଗୁଁ ଏହି କାରବାର କିଛି ମାତ୍ରାରେ ପ୍ରଭାବିତ ହୋଇ ଥିଲା । ହେଲେ ଏବେ ଏହି ଟିକଟ କାରବାର ମାତ୍ରାଧିକ ଭାବରେ ବୃଦ୍ଧି ପାଇଛି 

 ଯାତ୍ରୀମାନଙ୍କୁ ଖୋଲାଖୋଲି ଶୋଷଣ କରୁଥିବା ଏହି ଅଧିକାରୀ ଏବଂ ଅନ୍ୟ ସମସ୍ତ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସେବା ସଂଘ ଦାବି କରି ସମ୍ବଲପୁର ଡି ଆର ଏମ ତଥା ବିଭିନ୍ନ ଉଚ୍ଚ ବରିଷ୍ଠ ଅଧିକାରୀଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରିଛି ।

ସୂଚନାଯୋଗ୍ୟ ଯେ କାଉଣ୍ଟରର ଜଣେ ବିହାରୀ ଅଧିକାରୀ ଏବଂ ତାଙ୍କର ଉଚ୍ଚ ପଦାଧିକାରୀ ବା ସି, ଆଇ (CI) ଶ୍ରୀ ପିନାକି ଦାସ ପ୍ରାୟ ୧୦ ବର୍ଷ ଧରି ଏହି ବେଆଇନ ଟିକଟ କାରବାର ରେ ଜଡିତ ରହିଛନ୍ତି । ସେହିପରି ଏହି ଅଧିକାରୀ ଙ୍କୁ ବିଗତ ଛଅ ମାସ ତଳେ ଏହି କାରବାର ଯୋଗୁଁ ତାଙ୍କୁ ସମ୍ବଲପୁର ରେଳ ଡିଭିଜନ ଡି ଆର ଏମ ନୋଟିସ ଜାରୀ କରି ତାଗିଦ କରିଥିଲେ ।  ହେଲେ ଏବି ସେ ପୁନଃ ଏହି ଟିକଟ କାରବାର ଆରମ୍ଭ କରି ଥିବା ଜନସେବା ସଂଘ ସଭାପତି ଲମ୍ବୁଧର ଛତ୍ରୀଆ ସୂଚନା ଦେଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଥିବା ଜଣାଇଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026

You Might Also Like