-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
07-Nov-2025
ଡ୍ରାଇଭର କୁ ଚାପିଦେଲା ଟ୍ରାକ୍ଟର। ବଙ୍ଗୋମୁଣ୍ଡା ଥାନା ଖଇରା ଗ୍ରାମରେ ଡ୍ରାଇଭର କୁ ଟ୍ରାକ୍ଟର ଚାପି ଦେବାରୁ ମୃତ୍ୟୁ ଘଟିଛି। ଖଇରା ଗ୍ରାମର ଏକ ଚାଷ ଜମିକୁ ଧାନ ଆଣିବାକୁ ଯାଇଥିବା ଟ୍ରାକ୍ଟର ଓଲଟି ପଡିବାରୁ ଡ୍ରାଇଭର କୁ ଚାପିଦେଲା ଟ୍ରାକ୍ଟର ।ଟ୍ରାକ୍ଟର ଚାପା ରେ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଛି।ଡ୍ରାଇଭର ଜଣକ ପାଟିମାଲ ଗ୍ରାମର ସରୋଜ କଟା ବୋଲି ଜଣାପଡିଛି। ଖଇରା ଗ୍ରାମର ନିଜ ଭିଣୋଇ ଘରେ ରହି ଟ୍ରାକ୍ଟର ଚଲାଉଥିଲେ।