-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
16-Oct-2025
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଜିତେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିକୁ ଅଟକାଇ ଯେରା କରି ତାଠାରୁ ୧୬ କିଲୋ ୭୦୦ ଗ୍ରାମ ସହ ପ୍ରେସ୍ ଲେଖା ଯାଇଥିବା ଏକ ମୋଟରସାଇକେଲ କୁ ଜବତ କରିଛନ୍ତି। ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ବାସୁଦେବ ନଗର ର ଜିତେନ୍ଦ୍ର ନିଜକୁ ସାମ୍ବାଦିକ ଭାବେ ପରିଚୟ ଦେଇ ଜିତେନ୍ଦ୍ର ଦୀର୍ଘ ଦିନ ହେଲା ଗଞେଇ ଚାଲାଣ କରୁଥିବା ପୋଲିସ କହିଛି। ଆଜି ତାକୁ ଅଟକାଇ ଯାଞ୍ଚ କରି ଗାଡ଼ି ଓ ଗଞେଇ ଜବତ କରି ଗାଡ଼ି ଓ ଗଞେଇ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।