-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରୁ ଦୁବେଇ ଯାତ୍ରା ତ୍ରିଶା ଠାକୁର

10-Sep-2025



ବଲାଙ୍ଗୀର (ପ୍ରେରଣା ଖବର):  ବଲାଙ୍ଗୀର କଳା ସାହିତ୍ୟ ସଂସ୍କୃତି କୁ ନେଇ ଏ ଜିଲ୍ଲା ବେଶ ପରିଚିତ ରହିଥିବା ବେଳେ ଏଠିକାର ଲୋକପ୍ରୀୟତା ଏବେ ଢେର୍ ଗୁଣା ରେ ବଢ଼ିବାକୁ ଲାଗିଛି। ଚର୍ଚ୍ଚା ରେ ରହି ଆସୁଛନ୍ତି ଯୁବ କୁନି କୁନି କଳାକାର।ଯାହା ପାଇଁ ପ୍ରାୟତଃ ଚର୍ଚ୍ଚାରେ ବଲାଙ୍ଗୀର ର କୁନି ପ୍ରତିଭା ସହ ବଲାଙ୍ଗୀର ଜିଲ୍ଲା। ପୂର୍ବରୁ ଏ ମାଁ ମାଟି ପାଇଁ ଅନେକ ସୁଯୋଗ୍ୟ ସନ୍ତାନ ସୁନାମ ସହ ଏ ମାଟି ପାଇଁ ଗର୍ବ ଓ ଗୌରବ ଆଣି ସାରିଥିବା ବେଳେ ଏବେ କୁନି କୁନି କଳାକାର  ତଥା କୁନି ପ୍ରତିଭା ଛୋଟ ଦିନରୁ ହିଁ ନିଜ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଫଳରେ ବିଦେଶ ଯାତ୍ରା ପାଇଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି।ଆମେ କହୁଛୁ ବଲାଙ୍ଗୀର ସହର ରୁଗୁଡ଼ି ପଡ଼ା ର କୁନି ପ୍ରତିଭା ତ୍ରିଶା ଠାକୁର ଙ୍କ କଥା। ସ୍ଥାନୀୟ ରୁଗୁଡ଼ିପଡା ରହିଥିବା ରଞ୍ଜନ କୁମାର ଠାକୁର ଏବଂ ଶ୍ରୀମତୀ ରୀତା ଠାକୁର ଙ୍କ ଅଲିଅଳ ଝିଅ ତ୍ରିଶା ଠାକୁର ଙ୍କ କଥା। ଏମାନଙ୍କ ଦୁଇ ପୁଅଝିଅ ରହିଥିବା ବେଳେ ବଡ ଝିଅ ତ୍ରୀଶା ଠାକୁର ଓଡ଼ିଶୀ ନୃତ୍ୟ ରେ ପାରଦର୍ଶିତା ବଜାୟ ରଖି ଏବେ ବଲାଙ୍ଗୀର ଠୁଁ ବିଦେଶ ଦୁବେଇ ଯାତ୍ରା ଆରମ୍ଭ କରିଛନ୍ତି।ତାଙ୍କ ସହ ସାକ୍ଷାତ ସମୟ ରେ ଭାବ ବିହ୍ୱଳ ହୋଇ ତ୍ରୀଶା କୁହନ୍ତି ସମସ୍ତ ଶ୍ରେୟ ବାପା ମାଁ ଙ୍କ । ବଲାଙ୍ଗୀର ରୁ ଦୁବେଇ ଯାତ୍ରା କେବଳ ମାଁ ବାପା ଙ୍କ ଅବଦାନ।ଆଜିର ଏହି  ଧାଁଦୌଡ଼  ଭଳି ଜୀବନରେ ଅନେକ ଜଳାଞ୍ଜଳି ଦେଇଛନ୍ତି ମୋ ବାପା।କହିବାକୁ ଗଲେ ମୁଁ କେବେ ସ୍ଵପ୍ନ ରେ ମଧ୍ୟ ଭାବି ନ ଥିଲି ଏଭଳି ଉଚ୍ଚକୋଟୀର ପ୍ଲାଟଫର୍ମ ଏବଂ ଯାତ୍ରା ପାଇଁ ସୁଯୋଗ ପାଇବି।କିନ୍ତୁ ମୋ ମଧ୍ୟରେ ଅନେକ ସ୍ଵପ୍ନ ଆଶା ଆକାଂକ୍ଷା ରହିଥିଲା ଏବଂ ରହିଛି ମଧ୍ୟ।ଯାହା ଆଜି ଏ ବିଦେଶ ଯାତ୍ରା ରୁ ଆରମ୍ଭ ହୋଇଛି।ମୁଁ ବାଲ୍ୟବସ୍ଥାରୁ ନାଚ ଗୀତ ପ୍ରତି ଆକୃଷ୍ଟ ହୋଇଆସିଛି।ଯେତେବେଳେ ମୁଁ ୪ ବର୍ଷ ର କୁନି ଝିଅ ଥିଲି ମାଁ ବାପା ମୋର ନୃତ୍ୟ ରୁଚି ଦେଖି ମୋତେ ପ୍ରୋତ୍ସାହନ କରିଥିଲେ। ଲିଟିଲ୍ ଫ୍ଲାୱାର ନର୍ସରୀ ସ୍କୁଲ ରେ ଅଧ୍ୟୟନ ସହ ୪ବର୍ଷ ବୟସରୁ ମୁଁ ନାଚ ପ୍ରତି ବିଶେଷ ପ୍ରଭାବିତ ହୋଇଥିଲି। ବାଲ୍ୟାବସ୍ଥା ରେ ଅନେକ ସାଂସ୍କୃତିକ ସହ ଦେଶତ୍ମବୋଧକ ସଙ୍ଗୀତ ନୃତ୍ୟ ସହ ମୋର ନୃତ୍ୟ ଜୀବନ ଯାତ୍ରା ଆରମ୍ଭ ହୋଇଛି।ସେହିପରି ୭ ବର୍ଷ ବୟସରୁ ପ୍ରଥମେ ଷ୍ଟେଜ ପର୍ଫର୍ମେନ୍ସ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଜାରି ରହିଛି।ଏବେ ମୁଁ ଯୁକ୍ତ ଦୁଇ ପାଠ ଅଧ୍ୟୟନ କରୁଛି।ପାଠ ପଢ଼ା ସହ କଳା କ୍ଷେତ୍ରରେ ମୋତେ ସବୁବେଳେ ପରିବାର ର ସମର୍ଥନ ରହିଆସିଛି। ଯେଉଁଥିରେ ନୃତ୍ୟ ଏକାଡେମୀ ପ୍ରଥମ୍ ଗୁରୁ ଭାବେ ବଲାଙ୍ଗୀର ସ୍ୱରଝଙ୍କାର ସର୍ବେଶ୍ଵର ସାହୁ ରହିଥିବା ବେଳେ ଭୁନେଶ୍ବର ସ୍ଥିତ ତ୍ରିଧାରା ଅନୁଷ୍ଠାନ ର ଡ଼ ଗଜେନ୍ଦ୍ର ପଣ୍ଡା ମୋ ଗୁରୁ ରହିଛନ୍ତି।ଉଚ୍ଚ କୋଟୀର ନୃତ୍ୟ ପ୍ରଶିକ୍ଷଣ ଏବଂ ତାଲିମ ଫଳରେ ଆଜି ମୋ ଜୀବନ ଯାତ୍ରା ର ପ୍ରଥମ ପାହାଚ କୁ ପହଞ୍ଚିବା ପାଇଁ ଉଦ୍ୟମ ଜାରି ରଖିଛି।ଏବଂ ନିଜର ନୃତ୍ୟ ସଙ୍ଗୀତ ଜୀବନୀ ର ପ୍ରଥମ ବଲାଙ୍ଗୀର ଠୁଁ ଦୁବାଇ ଯାତ୍ରା ଆରମ୍ଭ କରୁଛି। ଆସନ୍ତା ସେପ୍ଟେମ୍ବର ୧୨  ସକାଳ ୯ ଟା ରୁ ପ୍ରତିଯୋଗିତା ଆରମ୍ଭ ଏବଂ ଅପରାହ୍ନ ୪ ଟା ରେ ଫେଷ୍ଟିଭାଲ ଅଲ୍ ଅଝଲ ହଲ ଚିଲ୍ଡରେନ୍ ସିଟି ଦୁବାଇ ରେ ଆରମ୍ଭ ହେବା ନେଇ ସୂଚନା ରହିଛି।ତେବେ ଅଲ୍ ଇଣ୍ଡିଆ ପ୍ରତିଯୋଗିତାରେ ହଜାର ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ମନୋନୀତ ହୋଇ ଭାଗ ନେଇଥିବା ବେଳେ ଓଡ଼ିଶୀ ନୃତ୍ୟ ପାଇଁ ବଲାଙ୍ଗୀର ରୁ ୬ଜଣ ପ୍ରତିଯୋଗୀ ନୃତ୍ୟ ପରିଶେଷଣ ପାଇଁ ମନୋନୀତ ହୋଇଛନ୍ତି।ଯାହା ଏ ଜିଲ୍ଲା ମାଁ ମାଟି ପାଇଁ ଗର୍ବ ଓ ଗୌରବର ବିଷୟ।ଇତି ମଧ୍ୟରେ ଅନେକ ସଂଘର୍ଷ ପୂର୍ଣ୍ଣ ତଥା ଅନେକ ଝଡଜଞ୍ଜାଳ ସହ ଅନେକ ବାଧା ବିଗ୍ନ ଦେଇ ଗତି କରି ଆଜି ସୁଯୋଗ ପାଇଥିବା ତ୍ରିଶା ଠାକୁର ସାକ୍ଷାତ୍ ସମୟରେ କୁହନ୍ତି।ସତ୍ ରେ ବଲାଙ୍ଗୀର ରୁ ଦୁବାଇ ବିଦେଶ ଯାତ୍ରା କୌଣସି ମାଇଲ ଖୁଣ୍ଟ ଠୁଁ କମ ନୂହେଁ l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like