-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||     

HOME   ଜିଲ୍ଲା

ଆଠଗଡ ବନ ଖଣ୍ଡରେ ଉଚପଦସ୍ଥ ଅଧିକାରୀ ନଥିବାରୁ ବେଧଡକ ଚାଲିଛି ଖଣିଜ ପଦାର୍ଥ ଲୁଟ।

09-Sep-2025



ଆଠଗଡ - (କେଶବ ଚନ୍ଦ୍ର ନାଏକ)
ଆଠଗଡ ବନ ଖଣ୍ଡ ଅଧିକାରୀ ଓ ବନଞ୍ଚଳ ଅଧିକାରୀ ଙ୍କ ଅନ୍ୟତ୍ର ବଦଳି ହୋଇଛି।ଏବେ ଆଠ ଗଡ ସହକାରୀ ବନ ସଂରକ୍ଷକ ଡକ୍ଟର ଚିଚିଲିଚି ବିଶ୍ବାଳ ଉଭୟ ପଦ ର ଦାୟିତ୍ୱରେ ଅଛନ୍ତି।କିନ୍ତୁ ସେ କୌଣସି କାରଣ ରୁ ଦୀର୍ଘ ଦିନ ହେଲା ଛୁଟିରେ ଅଛନ୍ତି।ଯଦ୍ୱାରା ଆଠଗଡ ବନଖଣ୍ଡ ଏବେ ମୂରବୀ ଶୁନ୍ୟ ହୋଇପଡିଛି।ଚୋରା ଖଣି ବେପାରୀ ,କାଠ ବେପାରୀ ଓ ପଶୁ ଶିକାରୀ ମାନଙ୍କ ଏବେ ପୁଷମାସ। ସଂରକ୍ଷିତ ଜଙ୍ଗଲ ରୁ ମୂଲ୍ୟବାନ କାଠ, ଲଘୁ ଖଣିଜ ଦ୍ରବ୍ୟ ବେଧଡକ ଲୁଟ ଚାଲିବା ସହ ବନ୍ୟଜନ୍ତୁ ମାନଙ୍କ ଶିକାର ବଢ଼ିଚାଲିଛି। ସମଗ୍ର ବନଖଣ୍ଡ ଏବେ  ଜଙ୍ଗଲ ମାଫିଆଙ୍କ କବ୍ଜାରେ।  ଦୈନଦିନ ଜଙ୍ଗଲ ସମ୍ପଦ ଲୁଟ ଚାଲିଛି ଓ ନିରୀହ ବନ୍ୟଜନ୍ତୁଙ୍କୁ ପୋକମାଛି ଭଳି ଶିକାର କରାଯାଉଛି। ରବିବାର ସନ୍ଧ୍ୟାରେ ୪ ଗୋଟି ହାଇବା  ଟ୍ରକ ଯୋଗେ କୁଆପଥର ପରିବହନ  କରାଯାଉଥିବା ବେଳେ ଆଠଗଡ ବନ ବିଭାଗ କର୍ମଚାରୀ ଓ ରାତି ଜଗୁଆଳି ଆଠଗଡ ବିରକିଶୋରପୁର ପାରିଜାତ ହୋଟେଲ ନିକଟରେ ଜବତ କରିଥିଲେ। ଜବତ ଗାଡିକୁ ପ୍ରଥମେ ଆଠଗଡ ବନଖଣ୍ଡ କାର୍ଯ୍ୟାଳୟ ସମୃକ୍ତ ବନ କର୍ମଚାରୀ ଆଣି ରଖିଥିଲେ। କିନ୍ତୁ ସାଧାରଣ ଲୋକେ ଜାଣିବା ପୂର୍ବରୁ ବୌଦା ବନଖଣ୍ଡି କେନ୍ଦ୍ରୀୟ ନର୍ସରୀକୁ ଟ୍ରକ ଗୁଡ଼ିକୁ ନେଇଯାଇଥିଲେ। ଶୁଣିବାକୁ ମିଳେ ଜବତ୍ ଚାରୋଟି ଗାଡ଼ିରୁ ଦୁଇଟି ଜବତ କରି ଆଣିଥିବା ବେଳେ ଅନ୍ୟ ଦୁଇଟି ଜବତ ଗାଡି ଦର୍ଶା ଗଲାନାହିଁ। ତେବେ ବ୍ୟାପକ ଲାଞ୍ଚ ନେଇ ସଂପୃକ୍ତ ବନ କର୍ମଚାରୀ ଟ୍ରକ ଦୁଇଟିକୁ ଛାଡ଼ିଦେଇଥିବା ସାଧାରଣ ରେ ଶୁଣିବାକୁ ମିଳୁଛି। ଏ ସମ୍ବନ୍ଧ ରେ  ଆଠଗଡ ଡିଏଫଓ ଦାଇତ୍ୱ ଥିବା ଅଧିକାରିଣୀ ବିଶ୍ୱାଳ ମାଡାମ ଙ୍କୁ ପଚାରିବାରେ ମୁଁ ଛୁଟିରେ ଅଛି ବନପାଳ ଙ୍କୁ ପଚାରି ବୁଝିବାକୁ କହିଥିଲେ।ତେବେ ସଂପୃକ୍ତ ବନପାଳଙ୍କ ସହ ଯୋଗାଯୋଗ ହୋଇପାରି ନ ଥିଲା ବେଳେ ଅନୁଗୁଳ  ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ସୋମବାର  ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯିବ  ବୋଲି ପ୍ରକାଶ କରିଥିଲେ।ଆଠଗଡ ଜଙ୍ଗଲ ମାଫିଆଙ୍କୁ ଆଠଗଡ ସ୍ଥାନୀୟ ଅଂଚଳର ଥିବା ଅସାଧୁ ବନ କର୍ମଚାରୀମାନେ ବ୍ୟାପକ ଉତ୍କୋଚ ନେଇ ମାଫିଆ ମାନଙ୍କ ପ୍ରତି କୋହଳ ମନୋଭାବ ରଖୁଥିବାରୁ  ବନ୍ୟସମ୍ପଦ ଲୁଟ ଚାଲିଛି। ଜବତ କରାଯାଇଥିବା  ଗାଡିର ନମ୍ବର ଓଡ଼ି ୦୫ ବିୟୁ ୩୪୫୯ ଓ  ଓଡି ୨୧ ଆର ୩୪୫୯ କୁ ବୌଦା ବନଖାଣ୍ଡି ନର୍ସରୀ ରେ ରଖାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026

You Might Also Like