-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ସି ବି ଆଇ ତଦନ୍ତ ଦାବି

09-Sep-2025



ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର):  ରାଜ୍ୟର ଆର ଏମସି ମଧ୍ୟରେ ଡୁଙ୍ଗୁରିପାଲି ଏକ ଧନଶାଳୀ ଆରଏମସି । ଉକ୍ତ ଆରଏମସି ରେ କୋଟି କୋଟି ଟଙ୍କାର ଚାଷୀଙ୍କ ପାଇଁ କାମ କରିଥାଏ। ବିଶେଷ କରି ଉକ୍ତ ସଂସ୍ଥା ଚାଷୀ ମାନଙ୍କ ସ୍ବାର୍ଥ ପାଇଁ କାମ କରିବା ବଦଳରେ ଅଧୁକାରୀମାନେ ନିଜର ସ୍ବାର୍ଥକୁ ଅଧିକ ଦେଖ୍ ଆସୁଥୁବା ମାଳମାଳ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଚଦନ୍ତ ଶୂନ । ଗତ ୩୧/୭/ ୨୦୨୪ରେ କେତେ ଜଣ ଚାଷୀ ବିଭାଗୀୟ ମନ୍ତ୍ରୀଙ୍କଠାରେ ଆରଏମସିରେ ଦୂର୍ନିତି ହୋଇଥିବା ଅଭିଯୋଗ କରିଥିଲେ I ମନ୍ତ୍ରୀଙ୍କ ଅଭିଯୋଗ କ୍ରମେ ବିଭାଗୀୟ ତଦନ୍ତ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସମସ୍ତ ତଦନ୍ତ ବାଟବଣା ହୋଇଥିବା ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉକ୍ତ ଆରଏମସିରେ ଅନାବଶ୍ୟକ ବଜାର ପ୍ରାଙ୍ଗଣ, ଉପବଜାର ପ୍ରାଙ୍ଗଣ ନିର୍ମାଣ କରାଯାଇଅଛି । ଯାହାକି ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଅଧୁକାଂଶ ମାର୍କେଟମ୍ୟାଜ ଗୁଡିକ ବନ୍ଦ ରହିଛି । ସେଠାରେ ଲାଗିଥିବା କବାଟ ଝରକା ଗୁଡିକରେ କଳଙ୍କି ଧରିଲାଣି । ଏହାକୁ ନେଇ ଆଜି ସହଲା ଗ୍ରାମର ଘନଶ୍ୟାମ ମେହେର ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀରେ ଗୁରୁଚର ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ ଗୁଡିକରେ ଦର୍ଶାଇଛନ୍ତି ଯେ, ଡୁଙ୍ଗୁରିପାଲି ଆରଏମସି ଚାଷୀଙ୍କ ଅପେକ୍ଷ ଅଧୁକାରୀମାନେ ନିଜର ସ୍ବାର୍ଥକୁ ବେଶି ଦେଖୁଛନ୍ତି । ଅଦରକାରୀ ଜିନିଷ ପତ୍ର କିଣା କିଣି କରିଛନ୍ତି । ପୂର୍ବରୁ ଅବ୍ୟବହୃତ ହୋଇ ପେଜି କ୍ଲିନର ସେମିନ ଖତ ଖାଉଛି । ସେଥୁରେ ଦିନେ ମଧ୍ଯ କୌଣସି କାମ ହୋଇ ନାହିଁ । ଯାହାକି ଆଜକୁ ୧୦ ବର୍ଷ ହେବ ସେମିତି ପଡ଼ି ରହିଥିବା ବେଳେ ଗତ ବର୍ଷ ଅନେକ ଗୁଡିଏକ ପେଡ଼ି କ୍ଲିନର ମେସିନ ବଜାର ଦରଠାରୁ ଢେର ଅଧିକ ଦରରେ କିଣା ଯାଇଛି । ଗୋଟିଏ ମେସିନର ଦାମ ବଜାର ଦରରେ ପ୍ରାୟ ୧୨ ଲକ୍ଷ ରହିଥ‌ିବା ବେଳେ ଏହାକୁ ପ୍ରାୟ ୨୦ରୁ ୨୮ ଲକ୍ଷବୋଲି ଆଲୋଚନା ହେଉଛି । ବର୍ତମାନ ଦୁଇ ବର୍ଷ ହେବ ନୁଆମେସିନ ଆରଏମସି ପରିସରରେ କିଣିବା ଦିନଠାରୁ ସେହି ଭଳି ଭାବରେ ପଡି ରହିଛି । ଯଦି ଆବଶ୍ୟକ ଥୁଲା କାହିଁକି କାମରେ ଆସୁ ନାହିଁ । ବିଭିନ୍ନ ପେକ୍ଟ ଗୁଡିକରେ ପ୍ରତି ଋତୁରେ ଚାରପୋଲିନ ଯୋଗାଇ ଦିଆଯାଇଛି। ଜଣେ ଚାଷୀ କି ସାଧାରଣ ଲୋକେ ଥରେ କିଣିଲେ ବର୍ଷ ବର୍ଷ ଧରି ବ୍ୟବହାର କରୁଥିବା ବେଳେ ଆରମଏସି ଯୋଗାଉଥିବା ତାରପୋଲିନ କିଭଳି ୬ମାସରେ ପୁଣି ଥରେ କିଣା ଯାଉଛି । ମାଷ୍ଟର ମେସିନ କିଣା, ମରାମତି ନାଁରେ ଆରମଏସିର କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ସୋନପୁରଠାରେ ସୁପର ମାର୍କେଟ ନାଁରେ ଅନେକ ଦୂର୍ନୀତି ହୋଇଥିବା ଅଭିଯୋଗରେ ଦର୍ଶା ଯାଇଛି । ଉକ୍ତ ଦୂର୍ନିତି ବିଶେଷ କରି ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ଅଧିକ ହୋଇଥିବା ଅଭିଯୋଗ ହୋଇଛି । ଏଣୁ ଏହି ସମୟ ମଧ୍ୟରେ ହୋଇଥ‌ିବା ବିଭିନ୍ନ ଦୂର୍ନିତିର ସିବିଆଇ ତଦନ୍ତ କରାଯିବାକୁ ଦାବି କରିଥିଲେ । ବିଶେଷ କରି ଆରଏମସି ପରିଚାଳନା ବୋର୍ଡର କାର୍ଯ୍ୟକାଳ ସମାପ୍ତ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୂତନ କମିଟୀ ଗଠନ କରାଯାଇ ନାହିଁ । ସସଟିଭି କ୍ୟାମେରା ଯୋଗାଣରେ ପ୍ରାୟ ୩୭ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗରେ ବର୍ଶାଇଛନ୍ତି । ଏଥିପାଇଁ ଟେଣ୍ଡର ପ୍ରକ୍ରୀୟାରେ ବ୍ୟାପକ ହେରଫେର ହୋଇଥିବା ସୂଚନା ଆଧାରରେ ମିଳିଥିବା କେତେକ ତଥ୍ୟରୁ ଜଣାଯାଏ । ବିଭିନ୍ନ ସମୟର ସୂଚନା ବା କୌଣସି ତଥ୍ୟ ମାଗିଲେ ମଧ୍ୟ ସଂପୂର୍ଣ୍ଣ ଭାବରେ ପ୍ରଦାନ କରାଯାଉ ନାହିଁ । ଆରଏମସିରେ ନିଯୁକ୍ତିରେ ମଧ୍ୟ ବ୍ୟାପକ ଦୂର୍ନିତି ହୋଇଥିବା ଜଣାଯାଏ । କେତେକ ପଦବୀ ସ୍ଥାନୀୟ ଯୁବକଙ୍କୁ ନ ଦେଇ ବାହାର ଜିଲ୍ଲାର ଯୁବକ ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଯେଉଁଥିରେ କି ଦୁର୍ନିତିର ଗନ୍ଧ ବାହାରୁଛି । ଆରଏମସିର ଅଧ୍ଯକ୍ଷ ଖୋବ ଜିଲ୍ଲାପାଳ ରହିଥ‌ିବାରୁ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କଲେ ମଧ୍ୟ କୌଣସି ତଦନ୍ତ ହେଉନାହିଁ। ଆହୁରି ମଧ୍ୟ ଭୁବନେଶ୍ଵର ମୁଖ୍ୟ କାର୍ଯ୍ୟାଳୟର ଜଣେ ମହିଳା ଅଧିକାରୀ ମଧ୍ଯ ତାଙ୍କୁ ଘଂଟ ଘୋଡାଇ ରଖୁଥୁବା ଚର୍ଚ୍ଚା ହେଉଛି। ଆରଏମସି ରାସ୍ତା ସମାନ୍ୟ ବର୍ଷାରେ ବୁଡି ଯାଉଥିବା ବେଳେ ମଦଭାଟିରୁ ଜାତୀୟ ରାଜପଥକୁ ସାଢେ୪କୋଟି ଟଙ୍କାରେ ରାସ୍ତା ନିର୍ମାଣ କେଉଁ ଚାଷୀର ସ୍ବାର୍ଥରେ ବୋଲି ଅଭିଯୋଗ କରାଯାଇଛି । ଆରଏମସିକୁ ଅଧିକାରୀମାନେ ଏକ ସୁନା ଅଣ୍ଡା ଦିଆ ବୁକୁଡା ଭାବରେ ବ୍ୟବହାର କରି ରାମ୍ପି ଖାଇଚାଲିଛନ୍ତି । ଏଣୁ ଏହାର ସିବିଆ ତଦନ୍ତ କରାଗଲେ ସବୁ ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ଅଭିଯୋଗକାରି ଅନୁରୋଧ କରିଛନ୍ତି ।ଏହା ଉପରେ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026

You Might Also Like