-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ସମାପନ

06-Sep-2025



ନୂଆଦିଲ୍ଲୀ(ପ୍ରେରଣା ଖବର): ଏଠାକାର ପଶ୍ଚିମ ଦିଲ୍ଲୀସ୍ଥିତ  ବିକାଶ ପୁରୀ ଠାରେ ୨୫ତମ ବାର୍ଷିକ ଗଣେଶ ମହୋତ୍ସବ ମହା ସମାରୋହରେ ସମାପନ ହୋଇଯାଇଥିବା ଜଣାଯାଇଛି। ଗଜାନନଙ୍କ ପୂଜା ଉପଲକ୍ଷେ ଆରାଧନା ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ ସୁନ୍ଦର ଏବଂ ଆକର୍ଷକ ଭାବରେ  ସଜ୍ଜା ଯାଇ ଥିବାର ଦେଖାଯାଇଥିଲା।ଭକ୍ତିପୂତ ଓ ଆଧ୍ୟାତ୍ମିକ  ପରିବେଶ ମଧ୍ଯରେ ଅପରାହ୍ନରେ ମଙ୍ଗଳ ମୁର୍ତ୍ତିଙ୍କର ପ୍ରତିଷ୍ଠା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ  ଦ୍ବାରା ସମ୍ପନ୍ନ କରାଯାଇଥିଲା।ଦିନ ଅଢ଼େଇ ଟା ସମୟରେ  ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ  ଓଡିଆ ଓ ଅଣଓଡ଼ିଆ ଭକ୍ତଗଣ ସେମାନଙ୍କର ପରିବାର ଓ ପରିଜନଙ୍କ ସହିତ ବୁଦ୍ଧିଦାତାଙ୍କର କରକମଳରେ ପୁଷ୍ପାଞ୍ଜଳି  ଅର୍ପଣ  କରିଥିଲେ।ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଚଳିତ ବର୍ଷର ଉତ୍ସବକୁ କେନ୍ଦ୍ରକରି ଆୟୋଜନ କମିଟିର ସଦସ୍ଯ, ସ୍ବେଚ୍ଛାସେବୀ ଏବଂ ସାଧାରଣ  ଦର୍ଶକ ମାନଙ୍କ ମଧ୍ଯରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ପରିଲ୍ଲକ୍ଷିତ କରାଯାଇଥିଲା।
                                      ମହୋତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଆର୍ଯ୍ୟା ହସ୍ପିଟାଲର ଅଧ୍ୟକ୍ଷ ଡଃ ମନିସ୍ ସିଂହ  ବିକାଶ ପୁରୀ ଠାରେ ଓଡିଆ ସମ୍ପ୍ରଦାୟ ଦ୍ବାରା ନିୟମିତ ଭାବରେ ଆୟୋଜନ କରାଯାଉଥିବା ବାର୍ଷିକ ଗଣେଶ ପୂଜା

ବର୍ତ୍ତମାନ ଏକ ଗଣପର୍ବର ସ୍ବରୁପ ଧାରଣ କରିଥିବାରୁ, ଆୟୋଜକ ଶ୍ରୀଗଣେଶ ପୂଜା କମିଟିକୁ ଏଥିପାଇଁ ସାଧୁବାଦ ଜଣାଇ, ଏହି ମହାନ  ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ନୋଏଡାର ସେକ୍ଟର ୧୨୧ ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଡ଼ଃ ମନୋରଞ୍ଜନ ମହାନ୍ତି, କଳିଙ୍ଗ ବୀର ସେବା ସଂଘର  ସଭାପତି ମନୋଜ ସାହୁ ଓ ଜୀବନଜ୍ବୋତି ଡାକ୍ତର ଖାନାର ମୁଖ୍ଯ  ଡାକ୍ତର ବିନାୟକ ପ୍ରସାଦ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ସାମିଲ୍ ହୋଇ ଏହି  ଉତ୍ସବ ଆୟୋଜନର ଭୁରି ଭୁରି ପ୍ରଶଂସା କରିଥିଲେ।

ଏହି ଅବସରରେ ଏକ ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସଂଧ୍ୟାର ପ୍ରସ୍ତୁତି ଗୁଡିକ ମଧ୍ୟରେ ସୁର୍ ମହ୍ଲାର ଗୃପ୍ ଦ୍ବାରା ପରିବେଷିତ ଲୋକ ଓ ଲଘୁସଙ୍ଗୀତ ଏବଂ ରବି ମହାକାଳଙ୍କ ଟ୍ରୁପ ଦ୍ବାରା ପ୍ରସ୍ତୁତ ପୌରାଣିକ ନୃତ୍ଯ ଅତ୍ୟନ୍ତ ମନୋରଂଜକ ଥିଲା।     ରୁଚିସ୍ମିତାଙ୍କ ଦ୍ୱାରା ମଞ୍ଚସ୍ଥ ଏକକ ଶାସ୍ତ୍ରୀୟ ନୃତ୍ଯ ତଥା ପ୍ରାଚୀ,ବର୍ଷା ଏବଂ ପ୍ରଜ୍ଞା ପରିମିତାଙ୍କ ଦ୍ବାରା ପ୍ରସ୍ତୁତ ସମ୍ବଲପୁରୀ ଲୋକନୃତ୍ୟ ଖୁବ୍ ଉଚ୍ଚକୋଟୀର ଥିଲା ଏବଂ ଦର୍ଶକ ମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଗଠନର ସଂସ୍ଥାପିକା ତଥା ମହାକାଂକ୍ଷା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ବେଶ୍ ସୁଚାରୁ ରୁପେ ସଂଯୋଜନା ଓ ସଂଚାଳନା କରିଥିଲେ।                                                                ଉପସ୍ଥିତ ମାନ୍ଯଗଣ୍ଯ ବ୍ଯକ୍ତିମାନଙ୍କ ମଧ୍ଯରେ ଡାକ୍ରର ରଜନୀ ରଂଜନ ମହାନ୍ତି, ଅନୀଲ ଜେନା,ସୁରେନ୍ଦ୍ର ମାଣିକ, ସୁଧାଂଶୁ ସାହୁ,ପ୍ରତାପ ସାହୁ, ସୁମନ୍ତ ବିଶ୍ବାଳ, ସନ୍ତୋଷ ରାଉତ,ମଧୁ ଦାସ , ରଞ୍ଜିତା ଦାସ,ମନୋଜ ଦାସ, ପ୍ରଶାନ୍ତ ବେହେରା ଓ ପ୍ରମୋଦ ଭଳ  ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ସମଗ୍ର  ମହୋତ୍ସବକୁ ସକ୍ଷମତାର ସହିତ ଆୟୋଜନ  ଓ ସଫଳତାର ସହିତ ସମାପନ କରିବାରେ ଶ୍ରୀଗଣେଶ ପୂଜା କମିଟିର ପ୍ରତିଷ୍ଠାତା ସଭାପତି ବିମଳ ଭଳ ମୁଖ୍ଯ ଭୂମିକା ନିର୍ବାହ କରିଥିଲେ।ପରଦିନ ଅପରାହ୍ନରେ ଶ୍ରୀଗଣେଶଙ୍କର ପ୍ରତିମାକୁ ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଦ୍ବାରା ଡି.ଜେ ବାଦ୍ୟ ବାଜଣା ସହିତ ଖୁବ୍ ଜାକଜମକ ମଧ୍ଯରେ ରୋଷଣୀ କରି ଓ୍ବାଜିରାବାଦସ୍ଥିତ ଯମୂନା ନଦୀ କୂଳକୁ ନିଆଯାଇ ସେଠାରେ ବିଧିମୁତାବକ ବିଗ୍ରହର ବିସର୍ଜନ ପର୍ବ

ସମ୍ପନ୍ନ କରାଯାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ। 
                                           ଶ୍ରାଗଣେଶ ଉତ୍ସବ ପରିଚାଳନା କରିବାରେ ସକ୍ରୀୟ ସହଯୋଗ ପ୍ରଦାନ କରିଥିବା ପୂଜା କମିଟିର ଅନ୍ଯାନ୍ଯ ପ୍ରମୁଖ ସଦସ୍ୟମାନଙ୍କ ମଧ୍ଯରେ ଅଜୟ ସାହୁ,ଅଜିତ ସ୍ବାଇଁ, ଅଜିତ ବିଶ୍ବାଳ, ଅନୁପ ସ୍ବାଇଁ,ବଙ୍କିମ ପରିଡ଼ା,ବିଧାନ ପରିଡ଼ା,ବିକ୍ରମ ଭୂୟାଁ, ଧନେଶ୍ୱର ପରିଡା, ଗଗନ ସାମଲ, ଗଙ୍ଗାଧର ସାମଲ,ଘନଶ୍ୟାମ ମହାନ୍ତି,ଜୀବନ ନାୟକ, କିରଣ ଧଳ,କିଶୋର ରାୟ,ମନୋଜ ଜେନା,ମନୋଜ ବିଶ୍ବାଳ, ନାରାୟଣ ବିଶ୍ବାଳ, ପ୍ରସନ୍ନ ସ୍ବାଇଁ,ନିହାର ମହାନ୍ତି,ନିରଞ୍ଜନ ପରିଡ଼ା,ନିଶିକାନ୍ତ ମଣ୍ଡଳ, ପ୍ରବୀର ମଲ୍ଲ, ପ୍ରଦୀପ ସ୍ବାଇଁ,ପ୍ରଦୀପ ନାୟକ, ପ୍ରଦ୍ୟୁମ୍ନ ପ୍ରଧାନ, ପ୍ରକାଶ ସାହୁ,ରାଜକିଶୋର ସାହୁ, ଶ୍ରୀ ରାହୁଲ୍, ରମେଶ ସାହୁ ,ରମେଶ ରାଉତ, ରଞ୍ଜନ ଧଳ, ରଞ୍ଜିତ ପ୍ରଧାନ, ରବୀନ୍ଦ୍ର ସୁତାର, ରବୀନ୍ଦ୍ର ଜେନା,ସନାତନ ରାଉତ, ସଞ୍ଜୟ ରାଉତ, ଶଶିକାନ୍ତ ସାମଲ, ସରୋଜ ବିଶ୍ବାଳ, ସତ୍ୟବାନ ଭୁୟାଁ, ଶିଶିର ପ୍ରଧାନ, ଶ୍ରୀଧର ସ୍ବାଇଁ,ସୁଦାମ ନାୟକ, ସୁନାକର ସାମଲ, ସୁରେଶ ନାୟକ, ସୁରେଶ ରାଉତ, ସ୍ବରୂପ ସ୍ବାଇଁ,ତ୍ରିଲୋଚନ ବାରିକ, ଉମେଶ  ସାହୁ, ଶ୍ରୀ ବିଶାଲ,ଖୋକନ ସାହୁ,ସୁନିଲ ୟାଦବ ,ସୋମନାଥ ପ୍ରଧାନ ଏବଂ କେଦାର ବେହୁରା  ପ୍ରମୁଖ ଅନ୍ଯତମ ଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like