-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
06-Sep-2025
ଡାବୁଗାଁ -( ପ୍ରିୟଦର୍ଶିନୀ ପାତ୍ର,) ନବରଙ୍ଗପୁର ଜିଲ୍ଲା ଡାବୁଗାଁ କେନ୍ଦୁପତ୍ର ବନାଞ୍ଚଳ ତରଫରୁ ପୁଜାରୀ ଗୁଡା ଗ୍ରାମ ଠାରେ ଏକ ସ୍ଵାସ୍ଥ୍ୟ ଶିବିର ର ଅନୁଷ୍ଠିତହୋଇଯାଇଛି । ଉକ୍ତ ଶିବିର ରେ ୧୮୧ ଜଣ ରୋଗୀଙ୍କୁ ସ୍ଵାସ୍ଥ୍ୟ ଚିକିତ୍ସା ସହ ଔଷଧ ବଣ୍ଟନ କରାଯାଇଥିଲା।ଏହି ପୁଜାରୀ ଗୁଡା ରେ ଅନୁଷ୍ଠିତ ସ୍ଵାସ୍ଥ୍ୟ ଶିବିର ରେ କେନ୍ଦୁପତ୍ର ବନାଞ୍ଚଳଅଧିନ ସିସିଙ୍ଗ୍ ବଲାଙ୍ଗୀର ରଞ୍ଜିତ ମଲ୍ଲିକ , ନବରଙ୍ଗପୁର ଡିଏଫ୍ଓ କିରନ ବାଲ ସାମନ୍ତରାୟ, ମତିଆନ ଡିଏଫ୍ଓ ମାଧ ନିଲମ, ଜୟପୁର ଡିଏଫ୍ଓ ଉମା ମହେଶ, ବଦ୍ରି ପ୍ରସାଦ ନାୟକ ଓ ଅଶୋକ ବାରୀକ ଉପସ୍ଥିତ ରହି ସ୍ବାସ୍ଥ୍ୟସେବା ଯୋଗାଇ ଥିଲେ। ଏହି ଶିବିର ରେ ଡାବୁଗାଁ ରେଞ୍ଜର ସନ୍ତୋଷ
ସୁନାମୀ, ଫରେଷ୍ଟର ଅମିତ୍ ଅଧିକାରୀ, ମଧୁସ୍ମିତା ତୂରୁକ୍, ଓ ଡିସେମ୍ବର ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ।