ମାଲକାନଗିରି(କେଶବ ଚନ୍ଦ୍ର ନାୟକ):ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ମାଲକାନଗିରି ମାଟିର ସୁପ୍ରସିଦ୍ଧ କବି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ରଚିତ ଭଜନ ସଂକଳନ ଦାରୁବ୍ରହ୍ମ ପୁସ୍ତର ଭଜନ " କି ସୁନ୍ଦର ସେ ଅଧର ମୋହନ ବଂଶୀ,ଅନା ରୂପସୀ" ମୁକ୍ତିଲାଭ କରିଛି।

ଏହି ଭଜନ କୁ କଣ୍ଠଦାନ କରିଛନ୍ତି ଶ୍ରୀମତୀ ବନଜା ମିଶ୍ର (ଭୁବନେଶ୍ୱର) ଏବଂ ସଂଗୀତ ସଂଯୋଜନା କରିଛନ୍ତି ଅଶୋକ କୁମାର ସାହୁ (ଭୁବନେଶ୍ୱର)। ଏହା ବ୍ୟତିତ ଏହି ଭଜନକୁ ପ୍ରଯୋଜକ ଭାବରେ ସୁଶାନ୍ତ କୁମାର ନାୟକ ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ଭଜନଟି ରାଜା ଏଣ୍ଟରଟେନ ଷ୍ଟୁଡିଓରେ ରେକର୍ଡ କରାଯାଇଛି। କବି କେଶବ ଚନ୍ଦ୍ର ନାୟକଙ୍କ ରଚିତ ଭଜନ "ଆଜି ତ  ବାହୁଡା ଯାତ ଲୋ ମିତଣୀ" ଗତ ଜୁନ୍ ୨୭ ତାରିଖ ପବିତ୍ର ରଥଯାତ୍ରା ଉପଲକ୍ଷେ ମୁକ୍ତିଲାଭ କରିଥିଲା। ସେହି ଭଜନକୁ ମଧ୍ୟ କଣ୍ଠଦାନ କରିଥିଲେ ଶ୍ରୀମତୀ ବନଜା ମିଶ୍ର। ବର୍ତ୍ତମାନ କବି କେଶବ ଚନ୍ଦ୍ର ନାୟକଙ୍କ ଭଜନ ସଂକଳନରୁ ୨ ଟି ଭଜନ ରେକର୍ଡ କରାଯାଇଥିବା ବେଳେ ଆଗକୁ ଅଉ ୪ ଗୋଟି ଭଜନ ମୁକ୍ତିଲାଭ କରିବ। ଶ୍ରୀ ନାୟକଙ୍କ ରଚିତ ଦାରୁ ବ୍ରହ୍ମ ଭଜନ ସଂକଳନରେ ୫୨ ଗୋଟି ଭକ୍ତି ଗୀତ ରହିଛି। ସେହି ପରି କବି କେଶବ ଚନ୍ଦ୍ର ନାୟକଙ୍କ ଅନ୍ୟତମ ଭଜନ ସଂକଳନ ପୁସ୍ତକ "ଦାରୁ ଦେବତା" ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ୬୧ ଗୋଟି ଭଜନ ସ୍ଥାନିତ ହୋଇଅଛି। ଏହି ଭଜନ ସଂକଳନରୁ ମଧ୍ୟ ଆଗାମୀ ଦିନରେ ଭଜନ ରେକର୍ଡ ହୋଇ ୟୁଟ୍ୟୁବରେ ପ୍ରସାରଣ ହେବାକୁ ଯାଉଛି।
କବି କେଶବ ଚନ୍ଦ୍ର ନାୟକ ଓଡ଼ିଶା ସାହିତ୍ୟ ଜଗତରେ ଜଣେ ଅମ୍ଳାନ ଜ୍ଯୋତିଷ୍କ।ସେ ଏକା ଧାରରେ ଜଣେ ଦକ୍ଷ ସାମ୍ବାଦିକ, କବି, ଗାଳ୍ପିକ, ସ୍ତମ୍ଭକାର, ପ୍ରାବନ୍ଧିକ, ନାଟ୍ୟକାର ଏବଂ ଔପନ୍ୟାସିକ ଅଟନ୍ତି। ତାଙ୍କର କବିତା, ଗଳ୍ପ ଓ ପ୍ରବନ୍ଧ ଓଡ଼ିଆ ବହୁ ପତ୍ର ପତ୍ରିକାରେ ପ୍ରକାଶିତ। ଶ୍ରୀ ନାୟକଙ୍କ ଦ୍ବାରା ରଚିତ ୮ ଗୋଟି ପୁସ୍ତକ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇଛି। ସେ ମାଲକାନଗିରି ଜିଲ୍ଲ ଭଳି ଏକ ଉପାନ୍ତ ଉପେକ୍ଷିତ ଏବଂ ଓଡ଼ିଆ ଭାଷାର ପ୍ରସାର ପ୍ରଚାର ଦିଗେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ଦୀର୍ଘ ୩୫ ବର୍ଷ ହେଲା ସାହିତ୍ୟ ସାଧନାରେ ଜଡ଼ିତ। ଉତ୍କଳ ସାହିତ୍ୟ ସଂସଦରର ସେ ସଭାପତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନଙ୍କରୁ ତିନି ଶହରୁ ଉର୍ଦ୍ଧ୍ବ ସମ୍ମାନରେ ଅଳଙ୍କୃତ। ଆଜି ତାଙ୍କ ଭଜନ ମୁକ୍ତିଲାଭ କଲା ପରେ ବହୁ ପ୍ରଶଂସିତ ଶୁଭେଚ୍ଛା ଜ୍ଞାପନ କରାଯାଇଛି l

"/>

-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

କବି କେଶବ ଚନ୍ଦ୍ର ନାୟକ ରଚିତ ଭଜନ ଗୀତ ମୁକ୍ତିଲାଭ 

17-Aug-2025

ମାଲକାନଗିରି(କେଶବ ଚନ୍ଦ୍ର ନାୟକ):ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ମାଲକାନଗିରି ମାଟିର ସୁପ୍ରସିଦ୍ଧ କବି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ରଚିତ ଭଜନ ସଂକଳନ ଦାରୁବ୍ରହ୍ମ ପୁସ୍ତର ଭଜନ " କି ସୁନ୍ଦର ସେ ଅଧର ମୋହନ ବଂଶୀ,ଅନା ରୂପସୀ" ମୁକ୍ତିଲାଭ କରିଛି।

ଏହି ଭଜନ କୁ କଣ୍ଠଦାନ କରିଛନ୍ତି ଶ୍ରୀମତୀ ବନଜା ମିଶ୍ର (ଭୁବନେଶ୍ୱର) ଏବଂ ସଂଗୀତ ସଂଯୋଜନା କରିଛନ୍ତି ଅଶୋକ କୁମାର ସାହୁ (ଭୁବନେଶ୍ୱର)। ଏହା ବ୍ୟତିତ ଏହି ଭଜନକୁ ପ୍ରଯୋଜକ ଭାବରେ ସୁଶାନ୍ତ କୁମାର ନାୟକ ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ଭଜନଟି ରାଜା ଏଣ୍ଟରଟେନ ଷ୍ଟୁଡିଓରେ ରେକର୍ଡ କରାଯାଇଛି। କବି କେଶବ ଚନ୍ଦ୍ର ନାୟକଙ୍କ ରଚିତ ଭଜନ "ଆଜି ତ  ବାହୁଡା ଯାତ ଲୋ ମିତଣୀ" ଗତ ଜୁନ୍ ୨୭ ତାରିଖ ପବିତ୍ର ରଥଯାତ୍ରା ଉପଲକ୍ଷେ ମୁକ୍ତିଲାଭ କରିଥିଲା। ସେହି ଭଜନକୁ ମଧ୍ୟ କଣ୍ଠଦାନ କରିଥିଲେ ଶ୍ରୀମତୀ ବନଜା ମିଶ୍ର। ବର୍ତ୍ତମାନ କବି କେଶବ ଚନ୍ଦ୍ର ନାୟକଙ୍କ ଭଜନ ସଂକଳନରୁ ୨ ଟି ଭଜନ ରେକର୍ଡ କରାଯାଇଥିବା ବେଳେ ଆଗକୁ ଅଉ ୪ ଗୋଟି ଭଜନ ମୁକ୍ତିଲାଭ କରିବ। ଶ୍ରୀ ନାୟକଙ୍କ ରଚିତ ଦାରୁ ବ୍ରହ୍ମ ଭଜନ ସଂକଳନରେ ୫୨ ଗୋଟି ଭକ୍ତି ଗୀତ ରହିଛି। ସେହି ପରି କବି କେଶବ ଚନ୍ଦ୍ର ନାୟକଙ୍କ ଅନ୍ୟତମ ଭଜନ ସଂକଳନ ପୁସ୍ତକ "ଦାରୁ ଦେବତା" ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ୬୧ ଗୋଟି ଭଜନ ସ୍ଥାନିତ ହୋଇଅଛି। ଏହି ଭଜନ ସଂକଳନରୁ ମଧ୍ୟ ଆଗାମୀ ଦିନରେ ଭଜନ ରେକର୍ଡ ହୋଇ ୟୁଟ୍ୟୁବରେ ପ୍ରସାରଣ ହେବାକୁ ଯାଉଛି।
କବି କେଶବ ଚନ୍ଦ୍ର ନାୟକ ଓଡ଼ିଶା ସାହିତ୍ୟ ଜଗତରେ ଜଣେ ଅମ୍ଳାନ ଜ୍ଯୋତିଷ୍କ।ସେ ଏକା ଧାରରେ ଜଣେ ଦକ୍ଷ ସାମ୍ବାଦିକ, କବି, ଗାଳ୍ପିକ, ସ୍ତମ୍ଭକାର, ପ୍ରାବନ୍ଧିକ, ନାଟ୍ୟକାର ଏବଂ ଔପନ୍ୟାସିକ ଅଟନ୍ତି। ତାଙ୍କର କବିତା, ଗଳ୍ପ ଓ ପ୍ରବନ୍ଧ ଓଡ଼ିଆ ବହୁ ପତ୍ର ପତ୍ରିକାରେ ପ୍ରକାଶିତ। ଶ୍ରୀ ନାୟକଙ୍କ ଦ୍ବାରା ରଚିତ ୮ ଗୋଟି ପୁସ୍ତକ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇଛି। ସେ ମାଲକାନଗିରି ଜିଲ୍ଲ ଭଳି ଏକ ଉପାନ୍ତ ଉପେକ୍ଷିତ ଏବଂ ଓଡ଼ିଆ ଭାଷାର ପ୍ରସାର ପ୍ରଚାର ଦିଗେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ଦୀର୍ଘ ୩୫ ବର୍ଷ ହେଲା ସାହିତ୍ୟ ସାଧନାରେ ଜଡ଼ିତ। ଉତ୍କଳ ସାହିତ୍ୟ ସଂସଦରର ସେ ସଭାପତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନଙ୍କରୁ ତିନି ଶହରୁ ଉର୍ଦ୍ଧ୍ବ ସମ୍ମାନରେ ଅଳଙ୍କୃତ। ଆଜି ତାଙ୍କ ଭଜନ ମୁକ୍ତିଲାଭ କଲା ପରେ ବହୁ ପ୍ରଶଂସିତ ଶୁଭେଚ୍ଛା ଜ୍ଞାପନ କରାଯାଇଛି l

News Comment

Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like