-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ବଲାଙ୍ଗୀର(ପ୍ରେରଣା ଖବର) : ଟ୍ରାକ୍ଟର ଏବଂ ବାଇକ୍ ରାଲି କରିବେ ବଲଙ୍ଗୀର ଜିଲ୍ଳାର ଚାଷୀ। କୃଷି ଆଇନ୍ ବିରୋଧରେ ଆସନ୍ତାକାଲି ନିଆରା ଢ଼ଙ୍ଗରେ ଆନ୍ଦୋଳନ କରିବା ବଲାଙ୍ଗୀର ଚାଷୀ। ସଦର ଥାନା ଚୁଡ଼ାପାଲିରୁ ରାଲି ବାହାରିବ। ଶତାଧିକ ଚାଷୀ ଏହି ରାଲିରେ ସାମିଲ ହେବେ। ବଲାଙ୍ଗିରର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ସମାବେଶ ହେବ ବୋଲି ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଜୟ କିଶାନ ଆନ୍ଦୋଳନର ଆବାହକ ସତ୍ୟ ବନଛୋର।