-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||     

HOME   ଜିଲ୍ଲା

ବରୀ-ବିଦୃପା ରାସ୍ତା ରେ ଖାଲ ଧିରେ ଧିରେ ଚାଲ,ନିର୍ମାଣ ରେ ବିଳମ୍ବ

24-Jul-2025



ବରୀ(ରଞ୍ଜିତ ମହାନ୍ତି): ଯାଜପୁର ଜିଲ୍ଲା ବରୀ ବ୍ଲକର ମୁଖ୍ୟ ରାସ୍ତା  ହେଉଛି ବରୀ ବିଦୃପା ରାସ୍ତା।ଏହି ରାସ୍ତା ସାରା ଖାଲ ଗମା ରେ ଭରପୁର,ବର୍ଷା ପାଣି ଜମିରହିବା ସାଙ୍ଗକୁ  ଯୋଗୁଁ  ରାସ୍ତାର ଅବସ୍ତା ଅତି ଶୋଚନୀୟ ହୋଇ ପଡିଛି।ଯାତାୟତ ବେଳେ ଧୀରେ ଧୀରେ  ଯିବାକୁ  ସ୍ଥାନୀୟ ଲୋକେ ରାସ୍ତା ଉପରେ ଠିଆ ହୋଇ କହୁଥିବା ଦେଖିବାକୁ ମିଳିଛି।ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କହୁଥିବା ଲୋକଟି  ସାଧାରଣ ଲୋକଙ୍କ  ଠାରୁ  କିଛି ଆର୍ଥିକ  ସାହାଯ୍ଯ  ମାଗୁଥିବା  ଦେଖିବାକୁ ମିଳିଛି।କିଛି ଲୋକ  ଖୁସି ହୋଇ  ଅର୍ଥ ବି  ଦେଉଛନ୍ତି। ତେବେ  ସରକାରଙ୍କ  ଏଭଳି  ତ୍ରୁଟି ପାଇଁ  ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ଜଣାଯାଇଛି ଯେ ଏହି ରାସ୍ତାଟି ପୂର୍ତ୍ତ ଗୃହ ନିର୍ମାଣ ବିଭାଗ ଅଧିନରେ ରହିଛି। ଠିକାଦାର ଜରିଆରେ ମରାମତି ଉନ୍ନତିକରଣ କାର୍ଯ୍ୟ କରାଯାଉଥିଲା ବେଳେ ଏବେ ବର୍ଷା  ଯୋଗୁଁ ମରାମତି କାମ ଠପ ହୋଇଯାଇଛି । ଠିକାଦାର ରାସ୍ତା ଖୋଳି ଦେଇଛି  ।ଗୋଡି,ମେଣ୍ଟାଲ  ପକାଇନାହିଁ।ଏହି ସମୟରେ ବର୍ଷା ଆରମ୍ଭ ହୋଇ ଯାଇଛି। ଦୈନିକ ବର୍ଷା ହେଉଥିବାରୁ  ଠିକାଦାର  ବର୍ଷା  ଆଳରେ କାମ ବନ୍ଦ କରିଦେଇଛି ବୋଲି ଅଭିଯୋଗ ହୋଇଛି।୨୪କୋଟି ଟଙ୍କା ରୁ ଉର୍ଦ୍ଧ ବ୍ୟୟ ଅଟକଳରେ କାମ ଚାଲିଛି। କୌଣସି ସ୍ଥାନ ରେ ସୂଚନା ଫଳକ  ରହିନାହିଁ । ଏନେଇ ସାଧାରଣରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ଅଲିପୁର, ଅନ୍ଯାସିପୁର, କଳାମାଟିଆ, ବାଲିବିଲି,ରାମଚନ୍ଦ୍ରପୁର,ବରୀ ଆଦି ଗ୍ରାମ ର ଶତାଧିକ ଲୋକ  ବିଭାଗୀୟ ମନ୍ତ୍ରୀଙ୍କୁ  ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏହି ରାସ୍ତାର ନାମ ୧୯ ଏବିସି  ହୋଇଥିଲା ବେଳେ  ବ୍ଲକର  ଏହା ମୁଖ୍ୟ ରାସ୍ତା   ,ଏହି ରାସ୍ତା ଦେଇ ଦୈନିକ  ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ  ସ୍ଥାନୀୟ ନେତା ନେତ୍ରୀ  ଯାତାୟତ କରୁଥିଲେ  ବି  ଗୁରୁତ୍ୱ  ବୋଲି  କେହି ମନେକରୁନାହାଁନ୍ତି।  ତେବେ ଏନେଇ ଜନ ଆନ୍ଦୋଳନ  ହେବ ବୋଲି ସୂଚନାମିଳିଛି। ଠିକାଦାର, ଯନ୍ତ୍ରୀ,  ସ୍ଥାନୀୟ ନେତାଙ୍କ ସଲାସୁତୁରା ରେ ମରାମତି କାମ  ଚାଲିଛି  ବୋଲି ଅଭିଯୋଗ ହୋଇଛି। ତାହା ପୂଣି ଅତି ନିମ୍ନମାନର ହେଉଛି।ଯେଉଁଠାରେ ଗାଡ  Wal  କରାଯିବା କଥା କରାଯାଉନାହିଁ। କାମ ବେଳେ  ପାଣି ଛିଞ୍ଚନ କରାଯାଉନାହିଁ  ବୋଲି ଅଭିଯୋଗ  ହୋଇଛି। ତେବେ ବିଭାଗୀୟ  ଉଚ୍ଚ କର୍ତ୍ତୃପକ୍ଷ  ତଦନ୍ତ  କଲେ ସଠିକ  ବିବରଣୀ  ମିଳିପାରନ୍ତା ବୋଲି ମତପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026

You Might Also Like