-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||     

HOME   ଜିଲ୍ଲା

ମାଲକାନଗିରି ଜିଲ୍ଲାରେ ପଥପ୍ରାନ୍ତରେ ବୋତଲରେ ପେଟ୍ରୋଲ ବିକ୍ରି 

23-Jul-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ବାଲେଶ୍ବର ଫକୀର ମୋହନ କଲେଜରେ ପେଟ୍ରୋଲ ଢ଼ାଳି ଜଣେ ଛାତ୍ରୀର ଆତ୍ମଦାହ ପରେ ସମଗ୍ର ରାଜ୍ୟରେ ଖୋଲାଖୋଲି ଭାବେ ପେଟ୍ରୋଲ କୌଣସି ପ୍ଲାଷ୍ଟିକ ବୋତଲରେ ବିକ୍ରୟକୁ ବାରଣ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଅବାଧରେ ପେଟ୍ରୋଲ ସମଗ୍ର ପଥପ୍ରାନ୍ତରେ ଥିବା ଦୋକାନ ଗୁଡିକରେ ପ୍ଲାଷ୍ଟିକ ବୋତଲରେ ବିକ୍ରି କରାଯାଉଛି। ଯଦିଓ ପୋଟ୍ରୋଲ ଖୋଲା ଖୋଲି ଭାବରେ କୌଣସି ତେଜରାତି ଓ ପାନ ଦୋକାନରେ ବିକ୍ରି କରିବା ଉପରେ କଟକଣା ରହିଛି, ତଥାପି ମାଲକାନଗିରି ଜିଲ୍ଲାରେ ଏହି କଟକଣାକୁ କିଏ ପାଳନ
କରୁନଥିବା ଜଣା ପଡ଼ିଛି। ଏହାର ଏକମାତ୍ର କାରଣ ଜିଲ୍ଲା ଖାଉଟି ବିଭାଗର  ଉଦାସୀନତା ଏବଂ ପେଟ୍ରୋଲ ପମ୍ପ ମାଲିକ ମାନଙ୍କ ବ୍ୟବସାୟୀକ ଲାଭଖୋର ମନୋବୃତ୍ତି ଏହାର
ମୁଖ୍ୟ କାରଣ। ଅନ୍ୟ ପକ୍ଷରେ ପଥ ପ୍ରାନ୍ତ ଦୋକାନ ଗୁଡିକରେ 
ମାଳ ମାଳ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଲିଟର ପିଛା ୧୦୨
ଟଙ୍କାରେ କିଣି ୧୨୦ ଟଙ୍କାରେ ବିକ୍ରିୟ ଯୋଗୁଁ ପ୍ରତି ଲିଟର  ପିଛା ସିଧାସଳଖ ୧୮ ଟଙ୍କା ଲାଭ। ଏଣୁ ବସିଥାଇପଥପ୍ରାନ୍ତରେ
ଗଢିଉଠିଥିବା ଦୋକାନୀମାନେ ଏହି ବ୍ୟବସାୟକୁ ବର୍ଷ ବର୍ଷ ଆପଣେଇ ନେଇ ପେଟ୍ରୋଲ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରିବାର ଏହା ଏକ ସହଜ ଓ ସରଳ ରାସ୍ତା ।
ମାଲକାନଗିରି ଜିଲ୍ଲାରେ ସର୍ବମୋଟ ୨୫ ଗୋଟି ପେଟ୍ରୋଲ ଟାଙ୍କି ରହିଛି। ମାଲକାନଗିରି ସଦର ମହକୁମାରେ ୫ଟି, ମାଲକାନଗିରି ବ୍ଲକରେ ୪ଟି, କାଲିମେଳା ବ୍ଲକରେ ୮ଟି, ମାଥିଲି ବ୍ଲକରେ ୩ଟି, ବାଲିମେଳା ଏନଏସି ରେ ୨ଟି, କୋରୁକୋଣ୍ଡା ବ୍ଲକ, ଚିତ୍ରକୋଣ୍ଡା ବ୍ଲକ ଓ କୁଡୁମୁଲଗୁମ୍ମାରେ
ଗୋଟାଏ ଲେଖାଏଁ ପେଟ୍ରୋଲ ପମ୍ପ ରହିଛି।
ମାଲକାନଗିରି ସଦର ମହକୁମାରେ ପେଟ୍ରୋଲ ପମ୍ପ ଥିଲେ ମଧ୍ୟ ଏଠାରେ ବିଭିନ୍ନ ତେଜରାତି ଦୋକାନ ଗୁଡିକରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ରଖାଯାଇ ଖୋଲାଖୋଲି ଅବାଧ ବିକ୍ରି 
କରାଯାଉଛି। ଏହା ବ୍ୟତିତ ମାଲକାନଗିରି ସଦର ମହକୁମାରୁ
ପାଣ୍ଡ୍ରିପାଣି,ପାଙ୍ଗାମ, ମାଥିଲି, ଗୋବିନ୍ଦ ପଲ୍ଲୀ ଛକ, ଗୋବିନ୍ଦ ପଲ୍ଲୀ, ଖଇରପୁଟ,କୁଡୁମୁଲଗୁମା, ବାଲିମେଳା ଛକ, ବାଲିମେଳା ଏନଏସି,କୋରୁକୋଣ୍ଡା, ତାର୍ଲାକୋଟାପୋଟ୍ରେଲ ଛକ, ଏମଭି -୧୧ ଆଦି ପଥପ୍ରାନ୍ତରେ ପେଟ୍ରୋଲ ଖୋଲାଖୋଲି ଭାବେ ବିକ୍ରୟ ହେଉଛି। ସେହିପରି ମାଲକାନଗିରି ସଦରମହକୁମା ଠାରୁ ଏମଭି -୭, ଏମଭି -୧୩,ଏମଭି-୧୮,ଏମଭି-୧୭, ଶିଖ ପଲ୍ଲୀ,ଏମଭି-୧୯ ,ପଟେରୁ,କାଙ୍ଗୁରକୋଣ୍ଡା,ଏମଭି-୬୪, ଏମଭି -୧୦ଏମଭି-୨୩, ଏମଭି -୬୬ , କାଲିମେଳା ଆଦି ପଥପ୍ରାନ୍ତରେ ପେଟ୍ରୋଲ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ସେହିପରି କାଲିମେଳା ଠାରୁ ଏମଭି-୭୨, ଏମଭି -୭୯ ଏବଂ ମୋଟୁ ଆଦି 
ସ୍ଥାନ ଗୁଡିକରେ ଖୋଲାଖଲି ବୋତଲରେ ପେଟ୍ରୋଲ ବିକ୍ରି ହେଉଛି। ସେହି ପରି ପଡ଼ିଆ ବ୍ଲକରେ ପେଟ୍ରୋଲ ଟାଙ୍କି ନଥିବାରୁ କାଲିମେଳା ଠାରୁ ପଡିଆ ରାସ୍ତାରେ ଥିବା ସମସ୍ତ 
ଦୋକାନ ଗୁଡିକରେ ଅବାଧରେ ପେଟ୍ରୋଲ ବିକ୍ରି ହେଉଛି । ଅନ୍ୟ ପକ୍ଷରେ ପଡିଆ ଠାରୁ ଭାୟା ଇରାଲଗୁଣ୍ଡି, ମାଟାପକଖ ଏବଂ ଶିଖ ପଲ୍ଲୀ ଆଦି ରାସ୍ତାରେ ଥିବା ସମସ୍ତ ପଥପ୍ରାନ୍ତ ଗାଁ 
ଦୋକାନ ଗୁଡିକରେ ପେଟ୍ରୋଲ ଏକ ଲାଭଜନକ ବ୍ୟବସାୟ ରେ ପରିଣତ ହୋଇଛି। ତେବେ ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଅବାଧରେ ସର୍ବତ୍ର ଓ ସର୍ବାଧିକ ପେଟ୍ରୋଲ ବିଭିନ୍ନ ତେଜରାତି ଏବଂ ପାନ ଦୋକାନ ରେ ବିକ୍ରି ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିରବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026

You Might Also Like