-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||     

HOME   ଜିଲ୍ଲା

ସୋମବାର ରାତିରେ ଡ୍ରାମା; ମଙ୍ଗଲବାର ସିଏସଓ ଅଫିସରେ ହାଇଡ୍ରାମା,କଷ୍ଟମ ମିଲିଂ ବିଲ ନପାଇ ମିଲର୍ସଙ୍କ ଆତ୍ମହତ୍ୟାଉଦ୍ୟମ

22-Jul-2025



ବଲାଙ୍ଗିର(ପ୍ରେରଣା ଖବର): ସୋମବାର ରାତି ପ୍ରାୟ ୮.୩୦ । ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ଜଣେ ରାଇସ୍ ମିଲ୍ ମାଲିକଙ୍କ ହାଇଡ୍ରାମା ଆଲୋଚନାର ବିଷୟ ହୋଇଛି। ବେଲପଡ଼ାସ୍ଥିତ ଅନନ୍ତ ପେଡି ପ୍ରଡକ୍ଟ ଓସ୍ନାପ୍ ପେଡି ପ୍ରୋସେସିଂ ରାଇସ୍ ମିଲ୍ ମାଲିକ ଶଙ୍କର ଜୈନ୍ ସଂଧ୍ୟାରେ ଜିଲାପାଳ କାର୍ଯ୍ୟାଳୟକୁ ଆସିଥିଲେ । ୨୦୨୩-୨୪ର ଯୋଗାଣ ବିଭାଗ ପାଖରେ ଥ‌ିବା ବକେୟା ବିଲ୍ ବାବଦକୁ ୬୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଖପ୍ରାଖୋଲରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଜନଶୁଣାଣି ଶିବିର ଥିବାରୁ ଜିଲାପାଳ ସଂଧ୍ୟାରେ କାର୍ଯ୍ୟାଳୟକୁ ନଆସି ଆବାସିକ କାର୍ଯ୍ୟାଳୟରେ ଥିଲେ। ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ବକେୟା ବିଲ୍ ନଦେଇ ୪ ମାସ ହେଲା ଦିନ ଗଡ଼ାଇ ଚାଲିଥିବାରୁ ଆଜି ବିଲ୍ ନମିଳିଲେ ଆତ୍ମହତ୍ୟା କରିବାକୁ ଶ୍ରୀ ଜୈନ୍ ଧମକ ଦେଇଥିଲେ । ସେ ଆତ୍ମହତ୍ୟା କରିବାକୁ ବଲାଙ୍ଗିର ରେଳଷ୍ଟେସନ ଅଭିମୁଖେ ଯାଉଛନ୍ତି ବୋଲି କହି ଶ୍ରୀ ଜୈନ୍ ଜିଲାପାଳ କାର୍ଯ୍ୟାଳୟରୁ ବାହାରି ଆସିଥିଲେ। ଏନେଇ ଶ୍ରୀ ଜୈନ୍‌ଙ୍କ ଜିଲାପାଳଙ୍କ ଷ୍ଟେନୋ ଜୟବିହାରୀ ଗୁରୁଙ୍କୁ ଫୋନ୍ କରି ସୂଚନା ଦେଇଥିଲେ । ଷ୍ଟେନୋ ଶଙ୍କର ଜୈନ୍‌ଙ୍କୁ ଫୋନ୍ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଆସିବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରାଯିବ ବୋଲି କହିବା ପରେ ଶ୍ରୀ ଜୈନ୍‌ ଫେରିଥିଲେ। ଆଜି ପୁଣି ଆଉ ୧୦ଜଣ ରାଇସମିଲ ମାଲିକ ଶଙ୍କର ଜୈନଙ୍କ ସହ ସିଏସଓ ଅଫିସ ଆସିଥିଲେ। କାନ୍ଦିକାନ୍ଦି ବକେୟା ବିଲ ମାଗିଛନ୍ତି। ଶ୍ରୀ ଜୈନ୍‌ଙ୍କ ବେଲପଡ଼ାସ୍ଥିତ ଅନନ୍ତ ପେଡି ପ୍ରଡକ୍ଟ ଓ ସ୍ନାପ୍ ପେଡି ପ୍ରୋସେସିଂର ଧାନପେସା, ପରିବହନ ଆଦି ବାବଦକୁ ୬୦ ଲକ୍ଷ ଟଙ୍କା ବିଲ୍ ଯୋଗାଣ ବିଭାଗ ପାଖରେ ବକେୟା ରହିଛି । ୪ ମାସ ହେଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା ଦିନ ଗଡ଼ାଇ ଚାଲିଥିବା ଶ୍ରୀ ଜୈନ୍ ଅଭିଯୋଗ କରିଛନ୍ତି। ସେପଟେ ସବୁ ରାଇସମିଲ ମାଲିକଙ୍କ ପେମେଣ୍ଟ ହେଉଛି ବାକି ଲୋକଙ୍କ ବି ହେବ। ଡ୍ରାମା କରିଦେଲେ ଶୀଘ୍ର ଦେଇଦେବେ ବୋଲି ସେମିତି କରିଛନ୍ତି। ପର୍ଯ୍ୟାୟକ୍ରମେ ପେମେଣ୍ଟ ଦିଆଯିବ ବୋଲି କହିଛନ୍ତି ଯୋଗାଣ ବିଭାଗର ଆକାଉଣ୍ଟାଣ୍ଟ ଗିରିଜାଶଙ୍କର ବେହେରା। ତେବେ ବଲାଙ୍ଗିର ଜିଲ୍ଲାର ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା ଯୋଗଦେବା ପରଠାରୁ ବିବାଦରେ ରହିଛନ୍ତି l ବଲାଙ୍ଗିର ଜିଲ୍ଲାରେ ରାଜନୈତିକ ଚାପ ଅଧିକ ରହୁଥିବା କାରଣରୁ କାମ କରିବାରେ ଅସୁବିଧା ହେଉଥିବା କହି ଆସୁଛନ୍ତି l ତେଣୁ ଜିଲ୍ଲାରେ ମିଲର୍ସ ଓ ଅନ୍ୟମାନେ କାମ କରାଇବାରେ ଅସୁବିଧା ହେଉଛି ବୋଲି ଅଭିଯୋଗ ହେଉଛି l ଗତକାଲିର ଏହି ଘଟଣାପରେ ରାତିରେ ଜିଲ୍ଲାପାଳଙ୍କ ଆବସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ବୈଠକ କରାଯାଇ ମିଲର୍ସ ଶଙ୍କରଜୈନଙ୍କ ବାକିଆ ବିଲ କରି ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପଠାଇଥିବା ଜଣାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026

You Might Also Like