-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
20-Jul-2025
ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚେରୁପାଲିର ଜଣେ ମହିଳା ଗତ ରାତିର ବଜ୍ରପାତରେ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ, ଗ୍ରାମର ଲୋକେ ଶ୍ଵରୀ ପଧାନ(୫୦) ଘର କାର୍ଯ୍ୟ କରୁଥିବା ବେଳେ ସନ୍ଧ୍ୟାରେ ବଜ୍ରପାତରେ ଆହତ ହୋଇଥିଲୋ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲୋ ଚିକିତ୍ସା ପରେ ସେ ସୁସ୍ଥ ଥିବା ପ୍ରକାଶା