-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ରାଜ୍ୟ ସ୍ତରୀୟ ନୋଡାଲ ଅଧିକାରୀଙ୍କ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ

16-Jul-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ)
ଶିଳ୍ପ ନିର୍ଦ୍ଦେଶକ ଓଡ଼ିଶା ଶ୍ରୀ ପ୍ରଶାନ୍ତ କୁମାର ରେଡ୍ଡୀ ମାଲକାନଗିରି ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟ ରେ ବଡପଦା educational complex ପରିଦର୍ଶନ କରି ଶିକ୍ଷାକେନ୍ଦ୍ର ର ସ୍ଥିତି, ଶିକ୍ଷା ବ୍ୟବସ୍ଥା ବିଷୟରେ ସିଧାସଳଖ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷକ ମାନଙ୍କୁ ଛାତ୍ର ଛାତ୍ରୀ କିଭଳି ଭଲ ପାଠ ପଢ଼ାଇ ଦଶମ ରେ ଏ୧ ଗ୍ରେଡ୍ ରେ ଅଧିକ ପିଲା ଉତ୍ତୀର୍ଣ୍ଣ ହେବ ସେ ବିଷୟରେ ପ୍ରାଧାନ୍ୟ ଦେଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶ୍ରୀନିବାସ ଆଚାରି ଙ୍କୁ ଏଥିପ୍ରତି ତଦାରଖ କରିବାକୁ କହିଥିଲେ।
ଜନ୍ତପାଇ ଓ ଲାଉଗୁଡ଼ା ଠାରେ ଥିବା ଦ୍ରଗାନ ଫଳଚାଷ ପ୍ରକଳ୍ପକୁ ପରିଦର୍ଶନ କରିଥିଲେ। ପ୍ରକଳ୍ପ ରେ ଥିବା ହିତାଧିକାରୀ ମାନଙ୍କ ସହ ଡ୍ରାଗନ୍ ଫଳ ଚାଷରୁ ମିଳୁଥିବା ଲାଭ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ପ୍ରକଳ୍ପର ତିନୋଟି ପାଚ୍ ରେ ୨୫ ଏକର ଜମିରେ ଡ୍ରଗନ୍ ଚର ରୋପଣ କରାଯାଉଛି। ଜିଲ୍ଲାପାଳ ମାଲକାନଗିରି ଶ୍ରୀ ଆଶିଷ ଇଶ୍ଵର ପାଟିଲ ଉକ୍ତ ଫଳ ଚାଷ ରେ ଆଇଟିଡିଏ ମାଲକାନଗିରିରୁ ଦିଆଯାଉଥିବା ସହାୟତାର ଫାଇଦା  ଉଠାଇବା ନିମନ୍ତେ ହିତାଧିକାରୀଙ୍କୁ ବୁଝାଇଥିଲେ। ଆଲୋଚନା ସମୟରେ ଘେନୁ କିର୍ଶନି, ନାରାୟଣ କିଂଚାଇ, ଗୋବର୍ଦ୍ଧନ ଖିଲ, ଦାମ ଖିଲ ଇତ୍ୟାଦି ହିତାଧିକାରୀ ଙ୍କ  ଜଙ୍ଗଲ ଜମି ପଟ୍ଟା ମିଳିଥିବା ଜମିରେ  ଦ୍ରଗନ୍ ଫଳ ଚାଷ କରାଯାଇଥିବା କହିଥିଲେ। ଆଇଟିଡିଏ ମାଲକାନଗିରି ତରଫରୁ ତାଲିମ, ପରିଦର୍ଶନ ବ୍ୟବସ୍ଥା, ତତ୍ ସହିତ ମାଗଣାରେ ଚାରା, ଜାଲି ବାଡ଼, ଦ୍ରାଗନ୍ ପିଲାର ପାଣି ବ୍ୟବସ୍ଥା, ବୁନ୍ଦା ଜଳସେଚନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଆୟ ର ଅଭିବୃଦ୍ଧି ନିମନ୍ତେ ଉକ୍ତ ପ୍ରକଳ୍ପ ଭିତରେ ଅନ୍ତ ଚାଷ କରିବା ନିମନ୍ତେ ଶିଳ୍ପ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ। ଉତ୍ପାଦନ ହେଉଥିବା ଦ୍ରବ୍ୟ କିଭଳି ସଠିକ୍ ଦରରେ ବିକ୍ରୟ ହୋଇପାରିବ ସେଥିନିମନ୍ତେ କୃଷକ ଉତ୍ପାଦକ ସଂଘ ମାଧ୍ୟମରେ ବିକ୍ରିବଟା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। କୃଷି ଉତ୍ପାଦନ କ୍ଲାଷ୍ଟର କାର୍ଯକ୍ରମ ସେତୁ ଯୋଜନା ମାଧ୍ୟମରେ ବିଭିନ୍ନ ବିଭାଗ ସହ ସମନ୍ୱୟ ରଖି କରିବା ନିମନ୍ତେ ମତ ଦେଇଥିଲେ। ପ୍ରକଳ୍ପ ପ୍ରଶାସକ ଶ୍ରୀ ହଳଧର ଶବର ଉଦ୍ୟାନ ବିଭାଗ ସମନ୍ଵୟ ରେ ବୈଜ୍ଞାନିକ ପଦ୍ଧତିରେ ବୁନ୍ଦା ଜଳସେଚନ ଓ ଆଛଦନ କରାଇ ଦ୍ରଗନ ଚାଷ ଓ ଅନ୍ତ ଚାଷ କରାଯିବ ବୋଲି କହିଥିଲେ। ଲାଉଗୁଡ଼ ଗ୍ରାମ୍ୟ ରାସ୍ତା କୁ କଂକ୍ରିଟ ରାସ୍ତା ର ସମ୍ପ୍ରସାରଣ କରିବା ନିମନ୍ତେ ଜିଲ୍ଲାପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ପ୍ରୀତି କୁମାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ ପରିଚାଳକ ଆଇଟିଡିଏ ମାଲକାନଗିରି ଶ୍ରୀ ବିଶ୍ଵନାଥ ମିଶ୍ର କାର୍ଯକ୍ରମ ପରିଚାଳନା କରିଥିଲେ।
ଚିତ୍ରକୋଣ୍ଡା ଠାରେ ଥିବା ବହୁମୁଖି ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଙ୍କୁ ହଳଦୀ ପ୍ରକ୍ରିୟା କରଣ ଓ ବିକ୍ରି ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ହଳଦୀ କୁ ସମସ୍ତ ମଙ୍ଗଳ ବିଭାଗର ହଷ୍ଟେଲ ଓ ବିଭିନ୍ନ ସରକାରୀ ସଂସ୍ଥା ସହ ପ୍ରାଥମିକ ପର୍ଯ୍ୟାୟ ରେ ବିକ୍ରିବଟା ବ୍ୟବସ୍ଥା କରାଯିବାର ଯୋଜନା କରାଯାଇଥିବା ପ୍ରକଳ୍ପ ପ୍ରଶାସକ କହିଥିଲେ। ଜିଲ୍ଲା ରେ ପ୍ରଥମ କରି ଆଇଟିଡିଏ ସହାୟତାରେ ପଣସ ଚିପ୍ସ ଉତ୍ପାଦନ ଓ ବିକ୍ରି ବଟା କରାଯାଉଥିବା ଦେଖି ନିର୍ଦ୍ଦେଶକ ଓ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ସମସ୍ତ ପ୍ରକ୍ରିୟାକରଣ କେନ୍ଦ୍ର କୁ ସଠିକ୍ ପ୍ରକାରେ ବିକ୍ରି ବଟା ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବଡପଦର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ଙ୍କୁ ତାଙ୍କ ପାଠ ପଢା ବିଷୟରେ ପଚାରି ବୁଝିଥିଲେ। ଗାଜିଆଗୁଡ଼ା ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ପିଲା ମାନଙ୍କ ସହ କିଛି ସମୟ କଟାଇଥିଲେ। ଉକ୍ତ ପରିଦର୍ଶନ ସମୟରେ ବିଷୟ ବସ୍ତୁ ବିଶେଷଜ୍ଞ ପ୍ରଗତି ପାଣିଗ୍ରାହୀ ଓ ଜଗନ୍ନାଥ ଖିଲ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like