-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

*ଗୋ ସୁରକ୍ଷା ପାଇଁ ଟ୍ରଷ୍ଟ ପକ୍ଷରୁ ଗୋଶାଳା ଆରମ୍ଭ ହେଲା* - *ପ୍ରଶାସନ ର ଅସହଯୋଗ ପଦା ରେ ପଡ଼ିଲା* -

11-Jul-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସହର ରେ ବୁଲା ଗାଈ ଗୋରୁ, କୁକୁର ଙ୍କ ପ୍ରାଦୁର୍ଭାବ ରୁ ଲୋକ ଙ୍କୁ ସୁରକ୍ଷା ଦେବାକୁ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ଯନ୍ତ୍ର ପାତି  ଗାଡ଼ି ସାହାଯ୍ୟରେ  ଗାଈ କୁକୁର ଧରିବାକୁ ପ୍ରାଣୀ ସୁରକ୍ଷା  ଅଭିଯାନ କାର୍ଯ୍ୟକ୍ରମ  ଏ ବିଭାଗ ର ପ୍ରଥମ କର୍ତ୍ତବ୍ୟ ଅଟେ l କିନ୍ତୁ ସୋନପୁର ସହର ରେ ଏହାର ପୁରା ବ୍ୟତିକ୍ରମ ଦେଖି ବାକୁ ମିଳିଛି l ଯା ଫଳରେ କି ବିଚ୍ ରାସ୍ତାରେ ବୁଲା ଷଣ୍ଢ ଓ କୁକୁର ଙ୍କ ଉତ୍ପାତ ଯୋଗୁଁ ଲୋକେ ଅନେକ ଦୁର୍ଘଟଣା ର ଶିକାର ହୋଇ ଧନ ଜୀବନ ନଷ୍ଟ ହେବା ଅନେକ ନଜିର୍ ମଧ୍ୟ ଅଛି l ପଟାଭାଡ଼ି କୋଲ ପଡ଼ା ଠାରେ ଗତ ମେ ମାସ ରେ ଗୋପାଲ୍ଜୀ ଗୋ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୁଲା ଗାଇ ଗୋରୁ ଙ୍କ ସୁରକ୍ଷା  ପାଇଁ ଏକ ଗୋଶାଳା ର ଉଦଘାଟନ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଏହାକୁ ଉଦଘାଟନ କରି ଗୋ ସୁରକ୍ଷା ଓ ଏହାର ଲାଳନ ପାଳନ ପ୍ରତ୍ୟେକ ନାଗରିକ ଙ୍କ ଦାୟିତ୍ବ କର୍ତ୍ତବ୍ୟ ବୋଲି କହି ଏହାର ଭିତ୍ତି ଭୂମି ଓ ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ର ସମସ୍ତ ସହଯୋଗ ରହିବ ବୋଲି ଦୃଢ଼ ପ୍ରତିଶୁତି ଦେଇ କେୟାର ଟେକର ଚେରି ଟେବୁଲ୍ ଟ୍ରଷ୍ଟ ସଦସ୍ୟ ଙ୍କୁ  ଉତ୍ସାହିତ କରିଥିଲେ l ହେଲେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଓ ପ୍ରତିଶୁତି କୁ ପାଳନ କରିବାରେ ସୋନପୁର ପୌର ପରିଷଦ ବେଖାତିର କରିଥିବା ଜଣା ଯାଇଛି l  ସାମାନ୍ୟ ଲାଇଟ୍ ସମସ୍ୟା ସମାଧାନ ତ ଦୂର କଥା ଏହି ଗୋଶାଳା କୁ ଯାତାୟତ କରିବାକୁ ରାସ୍ତା ଟିକିଏ ମରାମତି ହୋଇ ପାରିନି l ଲଗାତାର ବର୍ଷା ରେ ଆଣ୍ଠୁଏ ପାଣି ସହ କାଦୁଅ ଯୋଗୁଁ ପ୍ରଶାସନ ପବ୍ଲିକ ତ ଦୂର ର କଥା ଦାୟିତ୍ବ ରେ ଥିବା ଖୋଦ୍ ଏହାର କେୟାର  ଟେକର ଓ ସହଯୋଗୀ ମାନେ ମଧ୍ୟ ଯିବା ଆସିବା କଷ୍ଟକର ହୋଇ ପଡ଼ୁଛି l

ଏପରିକି ଏହାର ଉଦଘାଟନ ବେଳେ ଖୋଦ୍ ଜିଲ୍ଲାପାଳ ଙ୍କ ଗାଡ଼ି ମଧ୍ୟ ଏହି ରାସ୍ତା ରେ କଷ୍ଟ ରେ ପହଞ୍ଚି ଥିଲା l ସହର ର ବୁଲା ଷଣ୍ଢ ଓ ଗାଇ ଗୋରୁ ଙ୍କୁ ଧରିବା କୁ ପୌର ପରିଷଦ ପକ୍ଷରୁ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣା ପଡ଼ିଛି l କାରଣ ଏଥିରେ ନା ଟେଣ୍ଡର ନା ପିସି l ପ୍ରାକ୍ତନ ଜିଲ୍ଲାପାଳ ଅବୋଲି ନର୍ଭଣେ ଙ୍କ ସମୟ ରେ ଦୁଇ  ବର୍ଷ ପୂର୍ବରୁ ପୌର ପରିଷଦ କୁ ଆସିଥିବା ତିନି ଲକ୍ଷ ରୁ ଉର୍ଦ୍ଧ୍ଵ ମୂଲ୍ୟ ର ଏକ ନୂଆଁ କାଓ କେଚର୍ ଗାଡ଼ି ମାତ୍ର ସପ୍ତାହେ  ବ୍ୟବହାର ପରେ ତାହା ଅଫିସ କ୍ୟାମ୍ପସ ରେ ଖତ ଖାଉଛି l ପବ୍ଲିକ ଓ ପୌର ପରିଷଦ ର ଅସହଯୋଗ ଯୋଗୁଁ ସେ ସମୟରେ ପ୍ରଥମେ ଆରମ୍ଭ ହୋଇ ଥିବା ଏହି ଗୋଶାଳା ବା ଗୋ ସୁରକ୍ଷା ଯୋଜନା ଫେଲ୍ ମାରିଥିଲା l ଖୁବ୍ ଶୀଘ୍ର କାଓ କେଚର ଗାଡ଼ି ଦ୍ୱାରା ଗୋ ସୁରକ୍ଷା ଅଭିଯାନ ଆରମ୍ଭ କରି ଲୋକ ଙ୍କୁ ସୁରକ୍ଷା ଦେବା ଓ ଏ ଗୋଶାଳା ର ରାସ୍ତା ଆଲୋକିକରଣ ସହ ଏହାର ଆନୁସଙ୍ଗିକ ବ୍ୟବସ୍ଥା  କରିବାକୁ ସହର ର ବୁଦ୍ଧିଜୀବୀ ଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ଦାବୀ ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like