-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||     

HOME   ଜିଲ୍ଲା

*ସ୍ମାର୍ଟ ପାର୍କ ଠାରେ ଗୁରୁପୂର୍ଣ୍ଣିମା ଉତ୍ସଵ ପାଳିତ*-

10-Jul-2025



ସୋନପୁର ( ମନୋରଞ୍ଜନ ତ୍ରିପାଠୀ)
ଆଷାଢ଼ ମାସ ରେ ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଭାବରେ ଓଡ଼ିଶା ର ପୁର ପଲ୍ଲୀରେ ସବୁଠି ପାଳିତ ହୋଇଥାଏ। ଏହା ବିଶେଷତଃ ହିନ୍ଦୁ, ବୌଦ୍ଧ ଓ ଜୈନ   ଧର୍ମାବଲମ୍ବୀ ମାନେ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥାନ୍ତି। ଆଧ୍ୟାତ୍ମିକ ଶିକ୍ଷା କୁ ଓ ଗୁରୁ ମାନଙ୍କୁ  ସମ୍ମାନ ଉଦ୍ଧେଶ୍ୟରେ ଏଇ ପରମ୍ପରା ଉତ୍ସର୍ଗୀକୃତ l ଏହାକୁ ପାଦ ପୂଜା ଉତ୍ସବ ବି କୁହାଯାଏ l ଏହି ପବିତ୍ର ଗୁରୁ ପୂର୍ଣ୍ଣିମା ଅବସର ରେ ସୁବର୍ଣ୍ଣପୁର ଜିଲ୍ଲାର ମୂଖ୍ୟ  ଆଧ୍ୟାତ୍ମିକ ସାମାଜିକ ସଂଗଠନ ଦିବ୍ୟ ଊର୍ଜ୍ଜ। ଯୋଗ ସେବା ସମିତି ପକ୍ଷରୁ ସ୍ଥାନୀୟ ସ୍ମାର୍ଟ ପାର୍କ ରେ ଏକ ବୈଦିକ ପରମ୍ପରା ରେ ହବନ୍ ଓ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଈ ଯାଉଛି l ଏହି କାର୍ଯ୍ୟକ୍ରମ ରେ ଯଜ୍ଞ ପୁରୋହିତ ଭାବରେ ବେଦ ପ୍ରଚାର ସମିତି ସଂଯୋଜକ ପଙ୍କଜ ମେହେର ଓ ମହାଜନ ଆର୍ଯ୍ୟ ଯଜ୍ଞ କାର୍ଯ୍ୟ କୁ ଗୀତ ମନ୍ତ୍ର ସହ ପରିଚାଳନା କରି ଗୁରୁ ଦ୍ରୋଣାଚାର୍ଯ୍ୟ ଓ ଶିଷ୍ୟ ଏକଲବ୍ୟ  ମଧ୍ୟରେ ଥିବା ଗୁରୁ ଶିଷ୍ୟ ସମ୍ପର୍କ ଉତ୍ସର୍ଗ ବିଷୟ ର ଉଦାହରଣ ଦେଇ ଥିଲେ । କୁମୁଦିନୀ ଦାଶ ଓ ବରିଷ୍ଟ ଯୋଗୀ ପୂର୍ଣ୍ଣଚନ୍ଦ୍ର ଦାସ ଯଜ୍ଞ କର୍ତ୍ତା ଭାବ ରେ କାର୍ଯ ତୁଲାଇ ଥିଲେ । ସେହିପରି ସଂଗଠନ ର ସଭାପତି ଗୋପାଳ ନେଗି ଓ ସଂପାଦକ ଶ୍ରିବନ୍ତ ମିଶ୍ର  , କୋଷାଧ୍ୟକ୍ଷ  ଦେବ ରଞ୍ଜନ ତ୍ରିପାଠି ପ୍ରମୁଖ ଅତିଥି ଙ୍କୁ ସମ୍ମାନ ସତ୍କାର କରିଥିଲେ । ଆଜି ସକାଳେ  ସମସ୍ତ ଯୋଗ ସାଧକ ଯୋଗ ମାଧ୍ୟମ ରେ ନିଜର ବହୁମୂଲ୍ୟ ଶରୀର ଯତ୍ନ ଓ ସୁରକ୍ଷା  ଓ ଆତ୍ମା ର ସୁଦ୍ଧତା ସକାଶେ ଯୋଗ ଆଜିର ବ୍ୟସ୍ତ ବହୁଳ ସମୟ ରେ ନିତାନ୍ତ ଜରୁରୀ ଅଟେ ବୋଲି ଯୋଗି ମାନେ ମତ ଦେଇଛନ୍ତି । ଜିଲ୍ଲାର ପ୍ରତି ଳୋକଙ୍କୁ ଯୋଗ ଶିକ୍ଷା ଦେବା ଜରୁରୀ ଅଟେ ବୋଲି ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ମତ ପ୍ରକାଶ କରିଥିଲେ  । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଯୋଗୀ ମାନେ ଉପସ୍ଥିତ ଥିଲେ । ଯୋଗ ସାଧକ ପୁରନ୍ଦର ଠେଲା ହେ ଗୁରୁ ତୁମେ ଆନନ୍ଦ ମୟ ଗୀତ ଗାନ କରି ଥିଲେ ଓ ସାଧକ ରବୀନ୍ଦ୍ର ସଭା ସଂଜୋଜନା କରିଥିଲେ। । ଶେଷ ରେ ସମସ୍ତ ଯୋଗୀ ଯୋଗ ଗୁରୁ ମନୋଜ୍ ପଣ୍ଡା ଙ୍କ ପାଦ ପୂଜା ସହ ନୂତନ ବସ୍ତ୍ର ପ୍ରଦାନ କରାଯାଇ ଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026

You Might Also Like