-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

କନ୍ଧବାହାଲ ଗାଁ ରେ ବିବାହର ପ୍ରତିଶୃତି ଦେଇ ପ୍ରତାରଣା:କଣ୍ଟାବାଞ୍ଜି ଥାନା ର ଦ୍ବାରସ୍ଥ ପିଡିତା ଯୁବତୀ । ନ୍ୟାୟ ନ ମିଳିଲେ ଆତ୍ମ ହତ୍ୟା କରିବା ଚେତାବନୀ

03-Jul-2025



କଣ୍ଟାବାଞ୍ଜି(ମୋହନ ସୁନା): ପ୍ରେମ କରି ବିହାର କରିବା ର ପ୍ରତିଶୃତି ଦେଇ ଯୁବତୀଙ୍କୁ ନେଇ ଯୁବକ ଜଣକ ଘରୁ ଫେରାର ହେଳେ ଦିର୍ଘ ଏକ ମାସ ଭଡା ଘରେ ରଖି ଯୁବତୀଙ୍କ ଶବ ବାରମ୍ବାର ଶାରୀରିକ ସଂପର୍କ ରଖିବା ପରେ ଯୁବକ ଗାଁ କୁ ଯାଇ ବିବାହ କରିବା କହି ଯୁବତୀଙ୍କୁ ଆଣି ଗାଁ ରେ ଛାଡି ଦେଇ ଯୁବକ ଫେରାର କଣ୍ଟାବାଞ୍ଜି ଥାନାର ଦ୍ବାରସ୍ଥ ପିଡିତା ଯୁବତୀ। ଏହିଭଲି ଅଭିଯୋଗ ସାମ୍ନାକୁ ଆସିଛି କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କନ୍ଧବାହାଲ ଗାଁ ରୁ ଏହି ଗାଁ କ୍ଷୀରୋଦ ନାମକ ଜଣେ ଯୁବକ ଗତ ୨୦୧୯ ମସିହାରେ ସେହି ଗାଁ ର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବତୀ ଜଣକ କ୍ଷୀରୋଦ ଙ୍କ ପ୍ରେମ କୁ ମଧ୍ଯ ଗ୍ରହଣ କରିଥିଲେ। ଉଭୟଙ୍କ ଭିତରେ ଗଢିଉଠିଥିଲା ନିବିଡ ପ୍ରେମ ସମ୍ପର୍କ। ଯୁବକ କ୍ଷୀରୋଦ ଯୁବତୀ ଙ୍କୁ ବିବାହ କରିବି କହି ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ। ଦିନେ ହଠାତ ଯୁବକ କ୍ଷୀରୋଦ ମୋ ଘରେ ବିବାହ କରିବାକୁ ସୁଇକାର କରୁନାହାଁନ୍ତି। ଚାଲ ଆମେ ଘରୁ ପଲାଇ ମନ୍ଦିର ରେ ବିବାହ କହି ଯୁବତୀଙ୍କୁ ନେଇ ଗତ ଜୁନ ୨ ତାରିଖ କନ୍ଧବାହାଲ ରୁ ଉଭୟେ ପଲାଇ ଆନ୍ଦାପ୍ରଦେଶ ର ସେକେନ୍ଦ୍ରାବାଦ ରେ ଗୋଟିଏ ଭଡା ଘରେ ଉଭୟ ରହୁଥିଲେ ଏବଂ ବାରମ୍ବାର ଯୁବତୀଙ୍କ ସହ ଯୁବକ ଶାରୀରିକ ସମ୍ପର୍କ ରଖୁଥିଲେ। ହଠାତ ଦିନେ ଯୁବକ କ୍ଷୀରୋଦ ପରିବାର ଲୋକେ ଫୋନ କରି ଗାଁ କୁ ଆସ ରେଜେଷ୍ଟ୍ରି ମେରେଜ କରି ଦେବା ନେଇ ଯୁବତୀଙ୍କୁ ପ୍ରଭୋଭବନ ଦେବା ପରେ ଉଭୟ ବୁଧବାର କନ୍ଧବାହାଲ ଗାଁ ରେ ଫେରିଥିଲେ। ହେଳେ ଗାଁ ରେ ଯୁବକ କ୍ଷୀରୋଦ ଯୁବତୀଙ୍କୁ ଛାଡି ଦେଇ ଫେରାର ମାରିଛି ଯୁବତୀ କ୍ଷୀରୋଦ ଙ୍କୁ ପଚାରିବାରୁ ପରିବାର ଲୋକେ କ୍ଷୀରୋଦ କେଉଁ ଆଡେ ଆମେ ଜାଣିନାହୁଁ କହୁଥିବା ଯୁବତୀ ଜଣକ କହିଛନ୍ତି। ଏନେଇ ପିଡିତା ଯୁବତୀ କଣ୍ଟାବାଞ୍ଜି ଥାନା ର ଦ୍ବାରସ୍ଥ ହୋଇ ବିବାହ ର ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ଖରି ଏବେ ଛାଡି ଦେଇଥିବା କନ୍ଧବାହାଲ ଗାଁ ଯୁବକ କ୍ଷୀରୋଦ ନାରେ ଲିଖିତ ଅଭିଯୋଗ କରିଛନ୍ତି। ମୋ ସହିତ ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖି ମୋ ଇଜତ ନେଇଛି ଯଦି ମୋତେ କ୍ଷୀରୋଦ ବିବାହ ନ କରିବ ତେବେ ମୁଁ ଆତ୍ମହତ୍ୟା କରିବି ବୋଲି ପିଡିତା ଯୁବତୀ ଗଣମାଧ୍ୟମ ସମ୍ମୁଖୀନ ରେ ଚେତାବନୀ ଦେଇଛନ୍ତି। ଏନେଇ କଣ୍ଟାବାଞ୍ଜି ପୋଲିସ ଯୁବତୀଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ବଲାଙ୍ଗୀର ଜିଲ୍ଲା ପୋଲିସ ପ୍ରଶାସନ ମୋତେ ନ୍ୟାୟ ଦିଅନତୁ ବୋଲି ପିଡିତା ଯୁବତୀ ନିବେଦନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like