-+91-9937148622 |

prerana_bgr@rediffmail.com |

  Friday 3rd July 2026 |

| | | |

R.N.I. Regd No. ODIODI/2010/46693

Breaking News

କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   (03-Jul-2026)       ||      ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି    (03-Jul-2026)       ||      ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   (03-Jul-2026)       ||      ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   (03-Jul-2026)       ||      ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ    (02-Jul-2026)       ||      ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   (02-Jul-2026)       ||      ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   (02-Jul-2026)       ||      *ସୋନପୁର ଠାରେ ଆନ୍ଧ୍ର ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତର କାର୍ଯ୍ଯ କ୍ରମ ର ଶୁଭାରମ୍ଭ*-   (02-Jul-2026)       ||      ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି   (02-Jul-2026)       ||      ଶୁଭାରମ୍ଭ ହେଲା ବିକଶିତ ଭାରତ - ଜୀ ରାମ ଜୀ   (02-Jul-2026)       ||      ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା   (02-Jul-2026)       ||      ପୋଲିସ ପକ୍ଷରୁ ମାଦକ ଦ୍ରବ୍ୟ ନିଷ୍କାସନ ତଥା ମାଦକ ଦ୍ରବ୍ୟ ବିରୋଧୀ ସାମୁହିକ ସଂକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ "ନିଶାମୁକ୍ତ ଓଡ଼ିଶା ଅଭିଯାନ   (02-Jul-2026)       ||      କେବେ ସରିବ ଆଗଲପୁର ବ୍ଲକ ଚାଷୀଙ୍କ ଦୁଃଖ   (02-Jul-2026)       ||      ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ    (01-Jul-2026)       ||      ୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   (01-Jul-2026)       ||      *ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   (01-Jul-2026)       ||      ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   (01-Jul-2026)       ||      ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା    (01-Jul-2026)       ||      ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   (01-Jul-2026)       ||      ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା    (01-Jul-2026)       ||     

HOME   ଜିଲ୍ଲା

ପୂର୍ବ ଘଟିଥିବା ଘଟଣା ଭୁଲି ସମାଜର ଉତ୍ତୋରତର ଉନ୍ନତି ପାଇଁ ଆହ୍ବାନ,ନୃସିଂହନାଥ ପୀଠରେ ରାଜ୍ୟ କୋଶଲିଆ ମାଳି ସମାଜର ଏକତ୍ରିକରଣ ବୈଠକ

22-Jun-2025



ବରଗଡ/ପାଇକମାଳ: ହରିଶଙ୍କର ବାବା ସମ୍ମନମୟ କମିଟି ତରଫରୁ ଆଜି ରବିବାର ପଶ୍ଚିମ ଓଡ଼ିଶାର ପବିତ୍ର ପୀଠ ବାବା ନୃସିଂହନାଥ ପୀଠରେ ଓଡ଼ିଶା ରାଜ୍ୟ କୋଶଳେଶ୍ୱର ମାଳି ସମାଜର ଏକତ୍ରୀକରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ସମାଜର ବିଶିଷ୍ଟ ବ୍ୟକ୍ତି ବିଶେଷ ନିଜ ନିଜର ମତ ଉପସ୍ଥାପନ କରି ପୂର୍ବ ଘଟିଥିବା ଘଟଣାକୁ ଭୁଲି ଯାଇ ସମାଜର ହିତ ଓ ତାର ଉତ୍ତରୋତ୍ତର ଉନ୍ନତି ବିକାଶ ଦିଗରେ ସମସ୍ତେ ଏକଜୁଟ ହୋଇ ଲକ୍ଷ ହାସଲ କରିବାକୁ କହିଥିଲେ ।ସୂଚନା ଯୋଗ୍ୟ ଯେ ନିଜ ନିଜ ମଧ୍ୟରେ ମତାନ୍ତର ଯୋଗୁଁ ରାଜ୍ୟ କୋଶଳେଶ୍ୱର ମାଳି ସମାଜ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଦେଖୁ ଦେଖୁ ୩ବର୍ଷ ବିତିଗଲା

ହେଲେ କୌଣସି କମିଟି ବି ତାର ଲକ୍ଷ ପଥରେ ଉନ୍ନତି ଆଣି ପାରିଲା ନାହିଁ ।ବରଂ କ୍ଷତି ଘଟିଲା । ସମାଜ ଜାତି ଭାଇଙ୍କ ମଧ୍ୟରେ ଏକତାର ଭାବ ରହିଲା ନାହିଁ ।ସମାଜ ଉନ୍ନତିରେ ଅଗ୍ରଗତି,ବିକାଶ,ସୁସମ୍ପର୍କ ସ୍ଥାପନ ଆଦି ଅନେକ ସମସ୍ୟାର ଅଧୋଗତି ଦିନକୁ ଦିନ ବଢୁଥିବା ବେଳେ ଏହାକୁ କିପରି ରୋକା ଯାଇ ପାରିବ ଏବଂ ଖଣ୍ଡବିଖଣ୍ଡିତ ସମାଜକୁ କିପରି ଏକତ୍ରୀକରଣ କରାଯିବ ସେ ଉଦ୍ଦେଶ୍ୟ ନେଇ ବଲାଙ୍ଗିର ଜିଲ୍ଲା କୋଶଳେଶ୍ୱର ମାଳି ସମାଜ ସଭାପତି କାର୍ତ୍ତିକ ପଟେଲ ଓ ବରଗଡ଼ ସଭାପତି ଭିଷ୍ମଦେବ ପଟେଲଙ୍କ ଆବାହକତ୍ୱରେ ଚଳିତ ମାସ ୧୩ତାରିଖରେ ଡୁଡ଼ିକିପଥର ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା,ସମାଜ ସହିତ ସଂପୃକ୍ତ ବିଶିଷ୍ଟ ବ୍ୟକ୍ତି ଓ ଦୁଇ ରାଜ୍ୟ କମିଟି ସଦସ୍ୟ ଯୋଗଦେଇ ଥିଲେ। ବୈଠକରେ  ରାଜ୍ୟ ବିଭକ୍ତି ନେଇ ଆଲୋଚନା ହୋଇଥିଲା ସମସ୍ତଙ୍କ ନିଷ୍ପତି ପରେ ରାଜ୍ୟ ଏକତ୍ରିକରଣ ଅର୍ଥାତ ଏକ ରାଜ୍ୟ କମିଟି ଗଠନ ନେଇ ୧୧ଜଣିଆ ସମ୍ନନମୟ କମିଟି ଗଡା ଯାଇ ଦାୟିତ୍ଵ ଦିଆଯାଇଥିଲା।  ସମ୍ମନମୟ କମିଟିର ନିଷ୍ପତି ଓ ଅନୁରୋଧ କ୍ରମେ ଆଜି ରବିବାର ରାଜ୍ୟର ୧୧ଜିଲ୍ଲାରୁ ଜିଲ୍ଲା ସଭାପତି,ସମ୍ପାଦକ,ଅଞ୍ଚଳ କମିଟି ସଦସ୍ୟ ତଥା ସମାଜର ବିଶିଷ୍ଟ ବ୍ୟକ୍ତି ପବିତ୍ର ନୃସିଂହନାଥ ପୀଠରେ ଉପସ୍ଥିତ ରହି ସମାଜର ହିତ ଉଦ୍ଦେଶ୍ୟ ନେଇ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ।ସଭାକୁ କମିଟି ଆବାହକ ତପିମଣୀ ପୁଟେଲ ସଂଯୋଜନା କରିଥିଲେ ।  ପରେ ଉପସ୍ଥିତ ସମାଜ ପ୍ରେମୀ  ଦୁଇ ଭାଗରେ ବିଭକ୍ତ ରାଜ୍ୟ କୋଶଳେଶ୍ୱର ମାଳି ସମାଜ କମିଟିକୁ ସମ୍ପୂର୍ଣ୍ଣ ଏକତ୍ରିତ କରିବା ନହେଲେ ଉଭୟ କମିଟିକୁ ଭାଙ୍ଗି ଦିଆଯାଇ ନୂଆଁ ଭାବେ ନୂତନ ରାଜ୍ୟ କମିଟି ଗଠନ ସକାଶେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା ସଭାରେ କୌଣସି ଚୂଡ଼ାନ୍ତ ରାୟ ନ ବାହାରିବା ପରେ ଉକ୍ତ ପ୍ରସଙ୍ଗ ନେଇ ୧୧ଜିଲ୍ଲାର ଜିଲ୍ଲା ସଭାପତି ଓ ୧୭ଜଣିଆ ସମନ୍ମୟ କମିଟି ସଦସ୍ୟ ପ୍ରଭୁ ନୃସିଂହନାଥ ପୀଠକୁ ଯାଇ ଗୁପ୍ତ ଭାବେ ଆଲୋଚନା କରାଯାଇ ଚୂଡାନ୍ତ ନିଷ୍ପତି ନିଆଯାଇ ବୈଠକରେ 

ଉପସ୍ଥାପନା କରାଯାଇଥିଲା l ନିଷ୍ପତ୍ତି ଅନୁଯାୟୀ ପୁନର୍ବାର ଉଭୟ ରାଜ୍ୟ କମିଟି ମିଳିମିଶି କାର୍ଯ୍ୟ କରିବେ।ବୀରମହାରାଜପୁର କମିଟି କରିଥିବା ଏକ ରାଜ୍ୟ ଏକ ପରିଚୟ ପ୍ରଚଳନ,ଜିଲ୍ଲା ମାନଙ୍କରେ ରହିଥିବା ବିଭିନ୍ନ ସମସ୍ୟାକୁ ଉଭୟ ରାଜ୍ୟ କମିଟି ସମାଧାନ ଦିଗରେ ପଦକ୍ଷେପ ନେବେ,ବଲାଙ୍ଗିର ଓ ବରଗଡ଼ ଜିଲ୍ଲା ସଭାପତିଙ୍କ ପରାମର୍ଶରେ ଉଭୟ ରାଜ୍ୟ କମିଟି ସଭାପତି ନୋଟିସ କିମ୍ବା ଚିଠି କରି ପାରିବେ। କମିଟି କାର୍ଯ୍ୟକାଳ ସରିବାକୁ ଦେଢବର୍ଷ ଥିବାରୁ ଏହି ଉଭୟ ରାଜ୍ୟ କମିଟି ସେ ପର୍ଯ୍ୟନ୍ତ କାର୍ଯ୍ୟକୁ ସୁଚାରୁ ରୂପେ ନିର୍ବାହ କରିବେ ଆଦି ପ୍ରସ୍ତାବ ଆଗତ ହୋଇ ଥିଲା ।

(ହିମାଂଶୁ ଶେଖର ପୁଟେଲଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   03-Jul-2026
  ଜିଲ୍ଲା  
ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି   03-Jul-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   03-Jul-2026
  ଜିଲ୍ଲା  
ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   03-Jul-2026
  ଜିଲ୍ଲା  
ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ   02-Jul-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   02-Jul-2026
  ଜିଲ୍ଲା  
ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   02-Jul-2026
  ଜିଲ୍ଲା  
*ସୋନପୁର ଠାରେ ଆନ୍ଧ୍ର ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତର କାର୍ଯ୍ଯ କ୍ରମ ର ଶୁଭାରମ୍ଭ*-   02-Jul-2026
  ରାଜ୍ୟ  
ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି   02-Jul-2026
  ଜିଲ୍ଲା  
ଶୁଭାରମ୍ଭ ହେଲା ବିକଶିତ ଭାରତ - ଜୀ ରାମ ଜୀ   02-Jul-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା   02-Jul-2026
  ଜିଲ୍ଲା  
ପୋଲିସ ପକ୍ଷରୁ ମାଦକ ଦ୍ରବ୍ୟ ନିଷ୍କାସନ ତଥା ମାଦକ ଦ୍ରବ୍ୟ ବିରୋଧୀ ସାମୁହିକ ସଂକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ "ନିଶାମୁକ୍ତ ଓଡ଼ିଶା ଅଭିଯାନ   02-Jul-2026

You Might Also Like