-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
19-Jun-2025
ରାୟଗଡା(ସୁପ୍ରିୟା ଷଡଙ୍ଗୀ): ରାୟଗଡା ଜିଲ୍ଲା କତପେଟା ପଞ୍ଚୟତ ଅନ୍ତଗତ ସିଲିଟିଗୁଡା ଗ୍ରାମସ୍ଥିତ ଶ୍ରୀ ଧାନହନୁମାନ ମନ୍ଦର ପ୍ରାଙ୍ଗଣରେ ପୂଜ୍ୟ ଯୋଗୀ ଶ୍ରୀ ଚୈତନ୍ଯରାମଜୀଙ୍କ ତତ୍ଵବଧାନରେ ଶାନ୍ତି ଯଜ୍ଞ ତର୍ପଣ ଦିସହ ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସକଳ ୧୦ଘଣ୍ଟିକ ରେ କାଯ୍ୟକ୍ରମ ଆରମ୍ଭ ହୋଇ ଅପରହ୍ନ ୧ଘଟିକା ପଯ୍ୟନ୍ତ ଅନ୍ତନ୍ତ ଶ୍ରଦ୍ଧା ସହ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାଯ୍ୟକ୍ରମରେ ପି.ରମେଶବାବୁ, ଆଲୁଶଙ୍କରଙ୍କ ଦମ୍ପତି ସ୍ଥିତ, ଚିନାମନାଇଡୁ, ପୂର୍ବତନ ଜିଲ୍ଲା ପରିଷଦ ପି. ଗୌରୀ ବାବୁ,କୁମେୟା ହିମେରିକା, ଉପେନ୍ଦ୍ର ହିମେରିକା, କେ.ରାମ ବାବୁପ୍ରମୂଖ ଯୋଗଦେଇଥିଲେ l ପୂଜା ଅର୍ଚନା ହୋମଯଜ୍ଞ ପଣ୍ଡିତ ହୀରଧର ନାୟକ ସମ୍ପାଦନା କରି ଥିଲେ l ମନ୍ଦିର କମିଟି ମାତୃମଣ୍ଡଳୀ କାଯ୍ୟକ୍ରମ ପରିଚଳନା କରିଥିବା ସହ ଯୋଗ ଦାନ କରିଥିଲେ l