-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
16-Jun-2025
*
ନବରଙ୍ଗପୁର :(ମିହିର ଶଙ୍କର ପାତ୍ର)
-ଆଜି ଓଡିଶା ସରକାରଙ୍କ ଦ୍ବାରା ସ୍ଥିରୀକୃତ ବିକାଶ ବାହନ ଯାତ୍ରା ର ଶୁଭାରମ୍ଭ ଆଜି ଅପରାହ୍ନ 2ଘଣ୍ଟା ସମୟରେ ଘଡ଼ାଖୁଣ୍ଟ ପଞ୍ଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତା ୨୧ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଚଚରାଗୁଡାରେ ସମାପନ ହେବ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଧମସିଂ ଭତ୍ରା, ଡାବୁଗାଁ ବ୍ଲକ ଜିପିଓ ପଦ୍ମନାବ ଭାଳା,ଡବ୍ଲୁଓ, ଏମଆଇ, ଏପିଓ, ଘଡାଖୁଣ୍ଟା ଆର ଆଇ ଗଙ୍ଗା ମାହାଙ୍କୁଡ, ଡାବୁଗାଁ ବ୍ଲକ ପେସା ସଂଯଜାକ ଶୁଭଶ୍ରୀ ମାହାଙ୍କୁଡ ସମେତ ଅନେକ ସ୍ଥାନୀୟ ଜନପ୍ରତିନିଧି ଏବଂ ପଞ୍ଚାୟତ ବାସି ଉପସ୍ଥିତି ଥିଲେ। ସରକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ବିକାଶ ବାହନ ଯାତ୍ରା ର ଶୁଭାରମ୍ଭ କରା ଯାଇଛି।