-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ସୋନପୁର ପ୍ରିମିଅର ଲିଗ ୩ ର ଷଷ୍ଠ ଦିବସ ପ୍ରଥମ ମ୍ୟାଚ ରେ ବିଜୟ ଫାଇଟର ୭ ୱିକେଟ ଓ ଦ୍ଵିତୀୟ ମ୍ୟାଚ୍ ରେ ଟିମ୍ ଡୋମିନେଶନ ତରଭା ଦଳ ୫ ୱିକେଟ ରେ ବିଜୟୀ

06-Jun-2025



- ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ପ୍ରିମିୟର୍ ଲିଗ୍ ୩ ୟ ସଂସ୍କରଣ ର ଷଷ୍ଠ ଦିବସ ର  ପ୍ରଥମ ମ୍ୟାଚ ରେ ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ବିଜୟ ଫାଇଟର ଓ ସୁପର୍ ଜାଏଣ୍ଟସ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଛି l ଅତିଥି ଭାବରେ ଧବଳେଶ୍ୱର ସିଂହ ସରପଞ୍ଚ ଗୁନ୍ଦୁଲିଆ ପଞ୍ଚାୟତ (ବୌଦ୍ଧ) , ରମେଶ ପ୍ରଧାନ ଡାଇରେକ୍ଟର ନାଇସେଟ କମ୍ପ୍ୟୁଟର ସୋନପୁର, ଓ କାଉନସିଲର ପି. ରାଜ କିଶୋର ରାଓ ଯୋଗ ଦେଇ ମ୍ୟାଚ୍ କୁ ଉଦଘାଟନ କରିଥିଲେ l  ଟସ୍ ଜିଣି ବିଜୟ ଫାଇଟର ଦଳ ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା l ୨୦  ଓଭର ବିଶିଷ୍ଟ ମ୍ୟାଚ୍ ରେ ସୁପର୍ ଜାଏଣ୍ଟସ ଦଳ ୧୮.୦୨ ଓଭର ୧୨୪ ରନ୍ କରି ଅଲ୍ ଆଉଟ୍ ହୋଇଥିଲା l ଦଳ ପକ୍ଷରୁ ଗୌରାଙ୍ଗ ମହା ନନ୍ଦିଆ ୩୮ ରନ୍ ଓ କାଳୀ ଚରଣ ଦାସ ୩୪ ରନ୍ କରିଥିବା ବେଳେ ବିଜୟ ଫାଇଟର ଦଳ ପକ୍ଷରୁ ଶଙ୍କର ଘଡ଼ିଆ ୩ ଟି ୱିକେଟ, ରୋହିତ ବାଗ ୨ ଟି ଓ ଗଣେଶ, ଶୁଭମ, ବିଶାଳ, ଶିକନ, ସୁରେଶ ୧ ଟି ଲେଖାଏଁ ୱିକେଟ ହାସଲ କରି ଥିଲେ l ପ୍ରତି ଉତ୍ତର ରେ ବିଜୟ ଫାଇଟର ଦଳ ୧୫ ଓଭର ରେ ମାତ୍ର ୩ ୱିକେଟ ବିନିମୟରେ ୧୨୭ ରନ କରି ଥିଲେ l ଦଳ ପକ୍ଷରୁ ଶୁଭମ୍ ବିଷ୍ଟ ୪୨ ବଲ ରେ ଅପରାଜିତ ୭୯ ରନ୍, ଆକାଶ ଦୁବେ ୨୦ ରନ୍ ଓ ବିଶାଳ ତରିଆ ୧୧ ରନ୍ କରି ଥିଲେ l ସୁପର୍ ଜାଏଣ୍ଟ୍ସ ଦଳ ପକ୍ଷରୁ ଧ୍ରୁବ ପାହାରୀ ଓ ସୁବାସ ମେହେର ଗୋଟାଏ ଲେଖାଏଁ ୱିକେଟ ହାସଲ କରି ଥିଲେ l ଆଜି ର ପ୍ରଥମ ମ୍ୟାଚ୍ ବିଜୟ ଫାଈଟର ଦଳ ୭ ୱିକେଟ ରେ ବିଜୟୀ ହୋଇଛି l ଫାଇଟର ଦଳ ର ଶୁଭମ୍ ବିଷ୍ଟ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରା ଯାଇଛି l  ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ  ବି.ଏସ.ରାଓ ପ୍ରଦାନ କରିଥିବା ବେଳେ ଶ୍ରିବନ୍ତ ନାୟକ ଓ ସୁରେଶ ବିଶି ମ୍ୟାଚ୍ ପରିଚାଳନା କରିଥିଲେ l ଦିନେଶ ଘିବିଲା ଓ ବିଶ୍ଵନାଥ ନାୟକ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିଲେ l ଜିଲ୍ଲା କ୍ରିକେଟ ସଂଘ  କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର, ସଭ୍ୟ ପ୍ରଦୀପ୍ତ ସେଠୀ,  ଏସ ପି ଏଲ୍ ଅଧ୍ୟକ୍ଷ ବି . ସତ୍ୟ ନାରାୟଣ ରାଓ, ସଂପାଦକ ନବ ପ୍ରକାଶ ମିଶ୍ର, କୋଷାଧ୍ୟକ୍ଷ ବି . ପୁରୁଷୋତ୍ତମ ପାତ୍ର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ସେହିପରି ଆଜିର ଦ୍ଵିତୀୟ ମ୍ୟାଚ୍ ମା ମାହେଶ୍ଵରୀ ସ୍ପୋଟିଂ ଓ ଟିମ୍ ଡୋମିନେଶନ ତରଭା ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଟିମ୍ ଡୋମିନେଶନ ଦଳ ଟସ ଜିଣି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା l ମା ମାହେଶ୍ଵରୀ ଦଳ ୨୦ ଓଭର ରେ ୧୬.୦୨ ବଲ ରେ ଅଲ୍ ଆଉଟ୍ ହୋଇ ୮୨ ରନ୍ ସଂଗ୍ରଜ କରିଥିଲା l ଦଳ ପକ୍ଷରୁ ବିକି କହଁର ୧୯ ରନ, ରାଜନ୍ ବେହେରା ୧୪ ରନ୍, ବିକାଶ ଜଗଦଲା ୧୧ ରନ୍ କରିଥିଲେ l ଟିମ୍ ଡୋମିନେଶନ 
ଦଳ ପକ୍ଷରୁ ପ୍ରତାପ ସାହୁ ୪ ଟି ଓ ତବ ରେଜ ଖlନ୍ ୨ ଟି ୱିକେଟ ହାସଲ କରି ଥିଲେ l ଓ ନବାବ ଖlନ୍, ରାକେଶ, ରାଜେଶ ସାହୁ, ମହମ୍ମଦ ଦିଲାଲ ଓ ବିଶ୍ୱ ରଞ୍ଜନ ସାଗର ଗୋଟାଏ ଲେଖାଏଁ ୱିକେଟ ନେଇଥିଲେ l ପ୍ରତି ଉତ୍ତର ରେ ଟିମ୍ ଡୋମିନେଶନ ଦଳ ୧୫.୦୨ ବଲ ରେ ୫ ୱିକେଟ୍ ବିନିମୟରେ ୮୭ ରନ୍ କରିଥିଲେ l ଦଳ ପକ୍ଷରୁ ମହମ୍ମଦ ବିଲାଲ ଅପରାଜିତ ୪୨ ରନ, ରାକେଶ ସାହୁ ଅପରାଜିତ ୧୫ ରନ୍, ପ୍ରଶାନ୍ତ ବିଶି ୧୩ ରନ୍ କରିଥିଲେ l ମା ମାହେଶ୍ଵରୀ ଦଳ ପକ୍ଷରୁ ରାଜନ୍ ବେହେରା ଓ ସ୍ମୁତି ରଞ୍ଜନ ୨ ଟି ଲେଖାଏଁ ୱିକେଟ, ସତ୍ୟମ ସୁନା ଗୋଟାଏ ୱିକେଟ ହାସଲ କରି ଥିଲେ l ଆଜିର ଦ୍ଵୀତୀୟ ମ୍ୟାଚ୍ ଟିମ୍ ଡୋମିନେଶନ  ଳ ୫ ୱିକେଟ ରେ ବିଜୟୀ ହୋଇଛି l ଟିମ୍ ଡୋମିନେଶନ ଦଳ ର ମହମ୍ମଦ ବିଲାଲ୍ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ଅତିଥି ଭାବରେ ମା ଜଗଦମ୍ବା ଏନ୍ ଏକ୍ସ ର ପ୍ରୋପାଇଟର ଶ୍ରୀ ଠାକୁର ମେହେର ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ଶ୍ରିବାନ୍ତ ନାୟକ ଓ ସୁରେଶ୍ ବିଶି ଖେଳ ପରିଚାଳନା କରିଥିଲେ l ବି ଏସ ରାଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ସଭାରେ ଏସ୍ପିଏଲ କମିଟି ର ଅଧ୍ୟକ୍ଷ  ,  ପିଚ୍ କ୍ୟୁରୋଟର ବି. ସୁଦର୍ଶନ ପାତ୍ର ଙ୍କ ସମେତ ସମସ୍ତ୍ ସଦସ୍ୟ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like