-+91-9937148622 |

prerana_bgr@rediffmail.com |

  Friday 11th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||     

HOME   ଜିଲ୍ଲା

କେନ୍ଦୁପତ୍ର ସଂଗ୍ରହରେ ସରକାରୀ କଳ ପଛରେ

01-Jun-2025



କୋଟି କୋଟି ଟଙ୍କାରକେନ୍ଦୁପତ୍ର ସଂଗ୍ରହରେ ସରକାରୀ କଳ ପଛରେ

 ମାଲକାନଗିରି।: 
ମାଲକାନଗିରି ଜିଲ୍ଲାର ସବୁଜ ହୀରା ଭାବେ ସୁପରିଚିତ କେନ୍ଦୁପତ୍ର ଆଦିବାସୀଙ୍କ ଆର୍ଥିକ ବିକାଶର ଏକ ମୂଳଦୁଆ। ଯେଉଁଠି ଗ୍ରୀଷ୍ମ ଋତୁରେ କୌଣସି କାମ ନଥିଲା ବେଳେ କେନ୍ଦୁପତ୍ର ତୋଳାଳୀଙ୍କୁ ଦେଇଥାଏ ରୋଜଗାର।
ମାଲକାନଗିରି ଜିଲ୍ଲାରେ ସରକାରୀ ଏବଂ ବେସରକାରୀ ଏଜେନ୍ସିମାନଙ୍କ ଦ୍ବାରା କେନ୍ଦୁପତ୍ର ତୋଳାଳୀଙ୍କ ଠାରୁ କେନ୍ଦୁପତ୍ର ବିଡା କ୍ରୟ କରାଯାଇଥିଲା। ପ୍ରାଇଭେଟ୍ ପାର୍ଟିକୁ କେନ୍ଦୁପତ୍ର କ୍ରୟ ଲାଗି ବାରଣ କରାଯାଇଥିଲେ ମଧ୍ୟ ଚଳିତ ବର୍ଷ ପଞ୍ଚାୟତ ଗୁଡିକରେ କିଛି ଆର୍ଥିକ ସହାୟତା ଦେଇ ବହୁ କେନ୍ଦୁପତ୍ର କ୍ରୟ କରାଯାଇଥିଲା। ଫଳରେ ସରକାରୀ ସ୍ତରରେ କ୍ରୟ କରାଯାଉଥିବା କେନ୍ଦୁପତ୍ର ଟାର୍ଗେଟ ପୂରଣ ହୋଇ ପାରିନଥିବାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇଥିବା ଜଣାପଡ଼ିଛି। ତେବେ କେନ୍ଦୁ ପତ୍ର ତୋଳିବା ନୀତି ନିୟମରେ ସଂଶୋଧନ ନଥିବାରୁ ଘରୋଇ ସଂସ୍ଥାଗୁଡିକର ଅବାଧ ପ୍ରବେଶ ଦେଖିକୁ ମିଳିଛି।
ମାଲକାନଗିରି ଜିଲ୍ଲାରେ ୬ ଗୋଟିଏ କେନ୍ଦୁପତ୍ର ରେଞ୍ଜ ଥିବା ବେଳେ ଚଳିତ ବର୍ଷ ୭ କୋଟି ୭୬ ଲକ୍ଷ ୨୫ ହଜାର କେନ୍ଦୁପତ୍ର ବିଡାର କ୍ରୟ କରିବା ପାଇଁ ଟାର୍ଗେଟ ପ୍ରଦାନ କରାଯାଇଥିଲା। ମାତ୍ର ଏହି ଟାର୍ଗେଟ ପୂରଣ ହେବାରେ କେନ୍ଦୁପତ୍ର ରେଞ୍ଜ ଗୁଡ଼ିକ ବିଫଳ ହୋଇଥିଲେ। ଚଳିତ ବର୍ଷ ମାତ୍ର ୬ କୋଟି ୯୯ ଲକ୍ଷ ୮ ୬ ହଜାର ୬୦୬ ବିଡା କ୍ରୟ କରାଯାଇଛି। ବାକି ୯୬ ଲକ୍ଷ ୩୮ ହଜାର ୩୯୪ କେନ୍ଦୁପତ୍ର ବାଡା ଅର୍ଥାତ ପାଖାପାଖି କୋଟିଏ ସଂଖ୍ୟକ କେନ୍ଦୁପତ୍ର ବିଡା କ୍ରୟ କରାଯାଇ ପାରି ନଥିଲା ।
ସରକାରୀ ତଥ୍ଯ ଅନୁସାରେ ମାଲକାନଗିରି ରେଞ୍ଜରେ ୮୨୬୪  କେନ୍ଦୁପତ୍ର ତୋଳାଳୀ ରହିଥିଲା ବେଳେ ୧୫୭୦୭୬୬୪ କେନ୍ଦୁପତ୍ର ବିଡା ସଂଗ୍ରହ କରାଯାଇଛି। ବାଲିମେଳା ରେଞ୍ଜରେ ୬୩୧୯ କେନ୍ଦୁପତ୍ର ତୋଳାଳୀ ରହିଥିବା ବେଳେ ସେମାନଙ୍କ ଠାରୁ ୯୨୫୬୮୫୦ କେନ୍ଦୁପତ୍ର ବିଡା ସଂଗ୍ରହ କରାଯାଇଛି। ବାଲିମେଳା ରେଞ୍ଜରେ ୬୦୧୩ ଜଣ କେନ୍ଦୁପତ୍ର ତୋଳାଳୀ ରହିଥିଲା ବେଳେ ସେମାନଙ୍କ ଠାରୁ ୧୦୨୫୨୮୧୫ ବିଡା କେନ୍ଦୁପତ୍ର ବିଡା ସଂଗ୍ରହ କରାଯାଇଛି। ଏମଭି-୭୯ ରେଞ୍ଜରେ 
୫୮୩୮ ଜଣ କେନ୍ଦୁପତ୍ର ତୋଳାଳୀ ରହିଥିଲା ବେଳେ ସେମାନଙ୍କ ଠାରୁ ୯୬୧୩୦୬ ବିଡା କେନ୍ଦୁପତ୍ର ସଂଗ୍ରହ କରାଇଛି। ମାଥିଲି ରେଞ୍ଜରେ ୮୮୦୬ କେନ୍ଦୁପତ୍ର ତୋଳାଳୀ ରହିଥିଲା ବେଳେ ୧୨୪୫୨୫୩୫ ବିଡା କେନ୍ଦୁପତ୍ର ସଂଗ୍ରହ କରାଯାଇଛି । କତାମେଟା ରେଞ୍ଜରେ ୯୧୩୩ କେନ୍ଦୁପତ୍ର ତୋଳାଳୀ ରହିଥିଲା ବେଳେ ୧୨୬୯୮୪୬୦ ବିଡା କେନ୍ଦୁପତ୍ର ସଂଗ୍ରହ କରାଯାଇଛି। ଅତଏବ ମାଲକାନଗିରି ଜିଲ୍ଲାରେ ୪୪ ହଜାର ୧୭୩ ଜଣ କେନ୍ଦୁପତ୍ର ତୋଳାଳୀ ଚଳିତ ବର୍ଷ ସରକାରୀ ଭାବେ କେନ୍ଦୁପତ୍ର ବିକ୍ରି କରିଥିବା ଜଣାପଡିଛି। ସରକାରୀ ଭାବେ କେନ୍ଦୁପତ୍ର ବିଡା ପ୍ରତି ୩ ଟଙ୍କା ୨୦ ପଇସା 
ରହିଥିଲା ବେଳେ ବେସରକାରୀ ସଂସ୍ଥା କେନ୍ଦୁପତ୍ର ବିଡା ପ୍ରତି ୪ ଟଙ୍କା ରୁ ଆରମ୍ଭ କରି ୫ ଟଙ୍କା ୫୦ ପଇସାରେ କ୍ରୟ କରୁଥିବା
ଜଣା ପଡ଼ିଛି। ବେସରକାରୀ କେନ୍ଦୁପତ୍ର ଏଜେନ୍ସିମାନେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ନଗଦ ଟଙ୍କା ଦେଉଥିବାରୁ ଆର୍ଥିକ ଦୁର୍ବଳ ଥିବା ତୋଳାଳୀମାନେ ସରକାରୀ ସଂସ୍ଥାକୁ କେନ୍ଦୁପତ୍ର ବିକ୍ରି କରିଥିବାକୁ ଇଛା ପ୍ରକାଶ କରିନଥାନ୍ତି। ସରକାରୀ ଭାବେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ରଥଯାତ୍ରା ପର୍ଯ୍ୟନ୍ତ ଅନ୍ ଲାଇନ୍
ରେ ସେମାନଙ୍କ କେନ୍ଦୁପତ୍ର ପାଉଣା ସିଧାସଳଖ ବ୍ୟାଙ୍କ ଖାତାରେ ଡିପୋଜିଟ ହେବ। ସରକାରୀ ଟଙ୍କା ପାଇବା ପାଇଁ ବିଳମ୍ବ ହେତୁ ଘରୋଇ ସଂସ୍ଥାଗୁଡିକୁ କେନ୍ଦୁପତ୍ର ତୋଳାଳୀମାନେ ବିଡା ଦେଇ ନଗଦ ଟଙ୍କା ପାଇଥାନ୍ତି। ଏଣୁ ଚଳିତ ବର୍ଷ ସରକାରୀ ସ୍ତରରେ ଏକ କୋଟି କେନ୍ଦୁପତ୍ର ବିଡା କ୍ରୟ ହୋଇ ନଥିବା ଜଣାପଡିଛି।
କିନ୍ତୁ ଯେଉଁ କେନ୍ଦୁପତ୍ର ତୋଳାଳୀମାନେ ସରକାରୀ ଭାବେ କେନ୍ଦୁପତ୍ର ବିକ୍ରୟ କଲେ, ସେମାନଙ୍କୁ ରାଜ୍ୟ ସରକାରୀ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଇଥାନ୍ତି। ଯଦି କେନ୍ଦୁପତ୍ର ତୋଳାଳୀ ଏକ ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରେ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ସେହିପରି ପ୍ରତି ୨ ବର୍ଷରେ ଚପଲ ବାବଦକୁ ୧୬୦ ଟଙ୍କା, ପାଣି ବୋତଲ ବାବଦକୁ ୨୦୦ ଟଙ୍କା,ଟୋପି ବାଦକୁ ୧୦୦ ଟଙ୍କା,କ୍ଯାରୀ ବ୍ଯାଗ ବାବଦକୁ ୨୦୦ ଟଙ୍କା ଯୋଗାବା ସହ କେନ୍ଦୁପତ୍ର ତୋଳାଳୀ ଲାଭାଂଶ ବାବଦକୁ ବୋନସ୍ ମଧ୍ୟ ସିଧାସଳଖ ପ୍ରଦାନ କରାଯାଇଥାଏ । ଗତ ୨୦୨୪ ଆର୍ଥିକ ବର୍ଷରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ୨୫ ପ୍ରତିଶତ ବୋନସ ପ୍ରଦାନ କରାଯାଇଥିଲା। ମାତ୍ର ଯେଉଁ କେନ୍ଦୁପତ୍ର ତୋଳାଳୀମାନେ ପ୍ରାଇଭେଟ୍ ସଂସ୍ଥାକୁ କେନ୍ଦୁପତ୍ର ବିକ୍ରୟ କରନ୍ତି ଏ ସବୁ ସରକାରୀ ସହାୟତାରୁ ବଞ୍ଚିତ ହୁଅନ୍ତି ବୋଲି ମାଲକାନଗିରି କେନ୍ଦୁପତ୍ର ରେଞ୍ଜ ଅଫିସର ରଜନୀ କାନ୍ତ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।
 ରିପୋର୍ଟ: କେଶବ ଚନ୍ଦ୍ର ନାୟକ, ମାଲକାନଗିରି


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   10-Sep-2026
  ଜିଲ୍ଲା  
ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   10-Sep-2026
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026

You Might Also Like