-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
30-May-2025
ଆଗଲପୁର, (ପ୍ରେରଣା ଖବର) ବ୍ରଜାଘାତ ରେ ଜଣେ ଯୁବକ ଙ୍କ ମୃତ୍ୟୁ l ସୂଚନା ରୁ ପ୍ରକାଶ ଯେ ଆଗଲପୁର ଥାନା ଅନ୍ତର୍ଗତ ଡୁଡୁକା ଗ୍ରାମର ସଂଜିତ ନାଏକ (23) ପି. ଆଦିତ୍ୟ ନାଏକ ଗତକାଲି ସନ୍ଧ୍ୟା ସମୟରେ ବ୍ରଜଘାତ ର ଶିକାର ହୋଇଥିବା ଜାଣିବାକୁ ମିଳିଛି l ଆଗଲପୁର ପୋଲିସ ଖବର ପାଇ ଶବ କୁ ଜବତ କରିବା ସହ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ବ୍ୟବଛେଦ ପରେ ଶବ କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l