-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର    (25-Jun-2026)       ||      ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||      ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      କଣ୍ଟାମାଳ ଶ୍ରୀଲକ୍ଷ୍ମୀ ମୋବାଇଲ ଦୋକାନ କାନ୍ଥ ଭାଙ୍ଗି କଳାକନା ବୁଲାଇଦେଲେ ଦୁର୍ବୃତ୍ତ ♦️ସିସିଟିଭି ଆଧାରରେ ପୋଲିସର ତନାଘନା ଜାରି    (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର   (24-Jun-2026)       ||      ୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||     

HOME   ଜିଲ୍ଲା

ଡାବୁଗାଁ ଠାରେ ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ।

29-May-2025



ନବରଙ୍ଗପୁର:-( ମିହିର ଶଙ୍କର ପାତ୍ର)
ଡାବୁଗାଁ ସଦର ମହକୁମା ସ୍ଥିତ ନୂଆଗୁଡା ଠାରେ ମାଁ ମଙ୍ଗଳା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ବ ହେଲା ଏହି ବସର ଦିନ 1ଘଣ୍ଟା ସମୟରେ ଡାବୁଗାଁ ଅଙ୍ଗୀନଦୀ ତଟରୁ ପୂଜାର୍ଚନା କରି 108 କଳସରେ ମାଙ୍କ ପୂଜା ପାଇଁ ଜଳ ଅଭିଷେକ କରି ମାଁଙ୍କ ମନ୍ଦିର ପ୍ରତିଷ୍ଠା ହେବା ସ୍ଥାନକୁ ଆଣିଲେ ସ୍ଥାନୀୟ ଅଂଚଳର ମାଁ ଭଉଣୀ ମାନେ।ଏହି ବସରରେ ଶତାଧିକ ମଙ୍ଗଳା ମାଁଙ୍କ ଭକ୍ତ  ଏବଂ ଗ୍ରାମ ବସି ଉପସ୍ଥିତି ଥିଲେ। ଆଜି ଠାରୁ ମାଁ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହେଲା। ଏହା ଚାରିଦିନ ପର୍ଯ୍ୟନ୍ତ ଏଭଳି ପୂଜାର୍ଚନା ଚାଲିବ ଏବଂ ଆସନ୍ତା ରବିବାର ଦିନ ସମାପନ ହେବ। ଚାରିଦିନ ପର୍ଯ୍ୟନ୍ତ ମାଁଙ୍କ ମନ୍ଦିର ନିକଟରେ ପ୍ରସାଦ ସେବନର ବ୍ୟବସ୍ଥା ମା ମଙ୍ଗଳା ପୂଜା କମେଟି ତରଫରୁ କରାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର   25-Jun-2026
  ଜିଲ୍ଲା  
ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026
  ଜିଲ୍ଲା  
ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   24-Jun-2026
  ଜିଲ୍ଲା  
ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ   24-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   24-Jun-2026
  ରାଜ୍ୟ  
ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   24-Jun-2026
  ଜିଲ୍ଲା  
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   24-Jun-2026
  ଜିଲ୍ଲା  
ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   24-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   24-Jun-2026
  ରାଜ୍ୟ  
ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   24-Jun-2026
  ଜିଲ୍ଲା  
ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   24-Jun-2026

You Might Also Like