-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
27-May-2025
ବରୀ (ରଞ୍ଜିତ ମହାନ୍ତି): ବରୀ କିଛି ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ
ପ୍ରବକ୍ଷହ ରେ ବରୀ ର ଜନସାଧାରଣ ତାତି ରୁ ଆଉଟି
ପାଉଟି ହେକ୍ଷଇଥିବା ବେଳେ ଦୁଇ ଦିନ ହେବ କାଳବୈଶାଖୀ ଓ ପ୍ରାକ ମୌସୁମୀ ପ୍ରଭାବ ରେ ବର୍ଷା ଯୋଗୁ ଜନସାଧାରଣ ସାମାନ୍ୟ ଆଶ୍ୱସୀ ଲାଭ କରିଛନ୍ତି । ଏହି ବର୍ଷା ଯୋଗୁ ଗଛଲତା ପଶୁପକ୍ଷୀ ଙ୍କୁ ଟିକେ ଆଶ୍ବସୀ ସାଙ୍ଗକୁ ଚାଷଲାଗି ଚାଷୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଆଗକୁ ଚାଷବାସ ପାଇଁ ଚାଷୀ ମାନେ ଜମି ରେ ଚାଷ କରି ଧାନ ବୁଣିବେ ଆଶା ପ୍ରକଟ କରିଛନ୍ତି । ଚାଷ ପାଇଁ ପାଗ ଅନୁକୂଳ ହୋଇଥିବା ଜଣାଯାଇଛି।