-+91-9937148622 |

prerana_bgr@rediffmail.com |

  Friday 11th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||     

HOME   ଜିଲ୍ଲା

ଇଣ୍ଡସ୍ ଟାୱାର୍ସ ପକ୍ଷରୁ ଓଡ଼ିଶାରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍’ ର ଶୁଭାରମ୍ଭ

24-May-2025



ଓଡ଼ିଶାକୁ ଗଡ଼ିଲା ଭ୍ରାମ୍ୟମାଣ ଡିଜିଟାଲ୍ ଶିକ୍ଷା: 

ଇଣ୍ଡସ୍ ଟାୱାର୍ସ ପକ୍ଷରୁ ନୂଆପଡ଼ାରେ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍’   ଶୁଭାରମ୍ଭ
ନିଟ ଫାଉଣ୍ଡେସନ୍ ସହ ସହଯୋଗିତାରେ ଡିଜିଟାଲ୍ ସାକ୍ଷରତା ସହ ଗୋଷ୍ଠୀ ସଶକ୍ତୀକରଣ

କଣ୍ଟାବାଞ୍ଜି(ପ୍ରେରଣା ଖବର):  ଗ୍ରାମୀଣ ଭାରତରେ ଡିଜିଟାଲ୍ ବିଭେଦ ଦୂର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିଶ୍ୱର ଏକ ବୃହତମ ଟେଲିକମ୍ ଭିତିଭୂମି କମ୍ପାନି ଇଣ୍ଡସ୍ ଟାୱାର୍ସ ପକ୍ଷରୁ ନିଟ ଫାଉଣ୍ଡେସନ୍ ସହ ମିଶି ଓଡ଼ିଶାର ନୁଆପଡ଼ାରେ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍ (ଡିଭିଟି)ର ଶୁଭାରମ୍ଭ କରାଯାଇଛି । ଏହି ଉତ୍ସବରେ  ନୁଆପଡ଼ା ଜିଲ୍ଲା ଖରିଆର ର ମାନ୍ୟବର ବିଧାୟକ  ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ ଯାହା ଏହି ଅଂଚଳରେ ଡିଜିଟାଲ୍ ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।
ସୌର ଶକ୍ତି ଚାଳିତ ୨୧ ଆସନ ବିଶିଷ୍ଟ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନରେ ହାଇ-ସ୍ପିଡ୍ ଇଂଟରନେଟ୍, ଆଧୁନିକ କମ୍ପ୍ୟୁଟର, ପ୍ରିଟିଂ ଏବଂ ଇ-ଲର୍ନିଂ ଟୁଲ୍ ରହିଛି । ଏହା ଅନଗ୍ରସର ଗୋଷ୍ଠୀକୁ ମାଗଣା ଡିଜିଟାଲ୍ ଶିକ୍ଷା ଏବଂ ସର୍ବଜନୀନ ସେବା ଯୋଗାଇବା ପାଇଁ ପ୍ରସ୍ତୁତ କରାଯାଇଛି । ଆଗାମୀ ମାସଗୁଡ଼ିକରେ ଡିଭିଟି ନୂଆପଡ଼ା ଏବଂ ପାଶ୍ୱବର୍ତୀ ଜିଲ୍ଲାଗୁଡ଼ିକରେ ବିଭିନ୍ନ ସ୍ଥାନରେ ଯାଇ ୧୨ରୁ ଅଧିକ ବୟସର ପିଲା, ଯୁବକ, ମହିଳା ଏବଂ ବୟସ୍କ ନାଗରିକଙ୍କୁ ତାଲିମ୍ ପ୍ରଦାନ କରିବ । 
ଏହି ଉଦ୍ୟମ ଇଣ୍ଡସ୍ ଟାୱାର୍ସର ପ୍ରମୁଖ ସିଏସଆର କାର୍ଯ୍ୟକ୍ରମ ‘ସକ୍ଷମ’ର ଏକ ଅଂଶ ଏବଂ ମୌଳିକ ଆଇଟି ଶିକ୍ଷା, ସାଇବର ସୁରକ୍ଷା, ଇଂଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି) ଏବଂ ଆର୍ଥôକ ସାକ୍ଷରତାରେ ସାର୍ଟିଫାଏଡ ତାଲିମ ପ୍ରଦାନ କରିବା ଲକ୍ଷ୍ୟରେ ଗଠନ କରାଯାଇଛି ।
ଇଣ୍ଡସ୍ ଟାୱାର୍ସର ଡିଟିଭି ଏକ ମୋବାଇଲ୍ ହବ୍ ଭାବରେ ମଧ୍ୟ କାର୍ଯ୍ୟ କରୁଛି ଯାହା ଡିଜିଟାଲ୍ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଆବର୍ଜନା ପରିଚାଳନା ଭଳି ଗୋଷ୍ଠୀ ସଚେତନତା ଅଧିବେଶନ ପାଇଁ ବ୍ୟବହୃତ ହେଉଛି । ସମସ୍ତ ଅଧିବେଶନ ନିଟ୍ ଫାଉଣ୍ଡେସନର ବିଶେଷଜ୍ଞ ତାଲିମ ଦ୍ୱାରା ପରିଚାଳିତ ଯାହା ପ୍ରଶିକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ସହାୟତା ନିଶ୍ଚିତ କରୁଛି ।
    ଏହି ଶୁଭାରମ୍ଭ ଅବସରରେ ମାନ୍ୟବର ଅତିଥି ଅଧିରାଜ ମୋହନ ପାଣିଗ୍ରାହୀ କହିଛନ୍ତି ଯେ, “ନୁଆପଡ଼ା ପାଇଁ ଏହି ପରିବର୍ତନଶୀଳ ଯାତ୍ରାର ଏକ ଅଂଶ ହେବା ଏକ ଗର୍ବର ବିଷୟ । ଇଣ୍ଡସ୍ ଟାୱାର୍ସ ଏବଂ ନିଟ ଫାଉଣ୍ଡେସନକୁ ଆମ ଘର ପାଖରେ ଏଭଳି ଏକ ଶକ୍ତିଶାଳୀ ଉଦ୍ୟମ ଆଣିବା ପାଇଁ ଧନ୍ୟବାଦ । ଏହି ଭ୍ୟାନ୍ କେବଳ ଶିକ୍ଷା ଦେବ ନାହିଁ ବରଂ ଆମର ଲୋକଙ୍କୁ ବିଶେଷକରି ଯୁବକ ଏବଂ ମହିଳାଙ୍କୁ ଏକ ଡିଜିଟାଲ୍ ଦୁନିଆରେ ଉନ୍ନତି କରିବା ପାଇଁ ସଶକ୍ତ କରିବ ।” 
ଇଣ୍ଡସ୍ ଟାୱାର୍ସ ଲିମିଟେଡର ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସର୍କଲ୍ ସିଇଓ , ଶ୍ରୀମତୀ ଅମୃତା ସିଂହ କହିଛନ୍ତି ଯେ, “ଇଣ୍ଡସ୍ ଟାୱାର୍ସରେ ଆମେ ଜୀବନକୁ ଉନ୍ନତ କରିବାରେ ପ୍ରଯୁକ୍ତିର ଶକ୍ତିରେ ବିଶ୍ୱାସ କରୁଛୁ । ଓଡ଼ିଶାରେ ଡିଟିଭିର ଶୁଭାରମ୍ଭ ସହିତ ଆମେ କେବଳ ଶିକ୍ଷା ପ୍ରଦାନ କରୁନାହୁଁ, ଆମେ ଆଶା, ସୁଯୋଗ ଏବଂ ସଶକ୍ତିକରଣ ପ୍ରଦାନ କରୁଛୁ । ଏହି ଉଦ୍ୟମ ଏକ ଡିଜିଟାଲ୍ ଅନ୍ତର୍ଭୁକ୍ତ ଭାରତ ଆଡ଼କୁ ଏକ ପଦକ୍ଷେପ ।” 
ନିଟ ଫାଉଣ୍ଡେସନର କାଉଟିଂ ଡାଇରେକ୍ଟର ଶ୍ରୀମତୀ ଚାରୁ କାପୁର କହିଛନ୍ତି ଯେ, “ଇଣ୍ଡସ୍ ଟାୱାର୍ସ ସହିତ ଆମର ଭାଗୀଦାରୀ ଭାରତ ବ୍ୟାପୀ ହଜାର ହଜାର ଲୋକଙ୍କ ପାଖରେ ପହଂଚିବା ସକ୍ଷମ କରିଛି । ଓଡ଼ିଶାରେ ଏହି ଶୁଭାରମ୍ଭ ସହିତ ଆମେ ଅଧିକ ଲୋକଙ୍କୁ ଡିଜିଟାଲ୍, ଆର୍ଥôକ ଏବଂ ଜୀବନ ଦକ୍ଷତା ତାଲିମ ପ୍ରଦାନ କରିବା ପାଇଁ ଉତ୍ସାହିତ ଯାହା ସେମାନଙ୍କୁ ସଶକ୍ତ ଜୀବନ ଯାପନ କରିବାରେ ସାହାଯ୍ୟ କରିବ ।” 
୨୦୧୮ରେ ଏହାର ଆରମ୍ଭ ହେବା ପରଠାରୁ ଡିଟିଭି ଉଦ୍ୟମ ଦିଲ୍ଲୀ, ଉତରାଖଣ୍ଡ, ମଧ୍ୟପ୍ରଦେଶ, ଲାତୁର, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ସଫଳତାର ସହିତ ଗୋଷ୍ଠୀଗୁଡ଼ିକ ପାଖରେ ପହଂଚିଛି ଏବଂ ବର୍ତମାନ ଗର୍ବର ସହିତ ଓଡ଼ିଶାକୁ ବିସ୍ତାର କରିଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   10-Sep-2026
  ଜିଲ୍ଲା  
ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   10-Sep-2026
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026

You Might Also Like