-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

ବାହାର ରାଜ୍ୟ ର ଡକାୟତ ଗ୍ୟାଙ୍ଗ କୁ ଧରିଲା ସୁବର୍ଣ୍ଣପୁର ପୋଲିସ*- *ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦେଲେ ଏସପି

22-May-2025



-  ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ଟାଉନ ଥାନା ପୋଲିସ  ପେଟ୍ରୋଲିଂ କରୁଥିବା ସମୟରେ ଏକ ଡକାୟତ ଦଳ କୁ ଧରିବାରେ ସଫଳ ହୋଇଛି l ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତେଲ ନଦୀ ରିଙ୍ଗ ରୋଡ ଲେପ୍ରୋସି କଲୋନୀ ନିକଟରେ ୮ ରୁ ୧୦ ଜଣ  ଅସମାଜିକ ବ୍ୟକ୍ତି ଏକାଠି ହୋଇ ଡକାୟତି ଯୋଜନା କରୁଥିବା ସୂଚନା ପାଇ  ସୋନପୁର ପୁଲିସର ଉକ୍ତ ଟିମ ସେହି ସ୍ଥାନରେ ହଠାତ୍ ଚଢାଉ କରିଥିଲା। ପୋଲିସ କୁ ଦେଖି ସେମାନେ ଦୌଡି ପଳାଇଥିବା ବେଳେ ସେଥି ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନେ ହେଲେ ପଶ୍ଚିମ ବଙ୍ଗର ଏମଡି ଜୁଲ ଫିକର ମଣ୍ଡଳ ଓ ଉତ୍ତର ପ୍ରଦେଶର ସତିଶ ଗୈ।ଡ। ସେମାନଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ଗୋଟିଏ ଟର୍ଚ୍ଚ ଲାଇଟ, ଲୁହା ଛଡ, ଲଙ୍କା ଗୁଣ୍ଡ ର ପ୍ୟାକେଟ, ଗୋଟିଏ ମେଗାଜିନ ଓ ଗୋଟିଏ ଜୀବନ୍ତ ଗୁଳି ପୋଲିସ ଜବତ କରିଥିଲା। ପରେ ଉକ୍ତ ଦୁଇ ଜଣ ଡକାୟତ ଅନ୍ୟ ମାନଙ୍କର ପରିଚୟ ଦେଇଥିଲେ। ଏହି ବାବଦରେ ସୋନପୁର ଥାନା କେସ ନମ୍ବର ୧୧୩/୨୦୨୫ ୟୁ ଏସ ୩୧୦(୪)/୩୧୦(୫) ବି ଏନ୍ ଏସ/ ୨୫(୧) (a) ଆର୍ମ ଆକ୍ଟ୍ଟ ରୁଜୁ ହୋଇଛି। ଉକ୍ତ କେସ ର ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀ ଏସଆଇ ଦିପ୍ତିରଞ୍ଜନ ଦିଗାଳ ଙ୍କ ନେତୃତ୍ବରେ ଏକ ଟିମ୍ ଅନ୍ୟ ଅଭିଯୁକ୍ତ ମାନଙ୍କୁ କାବୁ କରିବାପାଇଁ ବିଭିନ୍ନ ଜାଗାରେ ରେଡ କରିଥିଲା । ଏହି କ୍ରମରେ ଜିଲ୍ଲାପାଳ ଅଫିସ ର ପଛ ପଟ ବସ୍ତିରେ ଗୋଟିଏ ଘରେ ରେଡ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା କିର୍ତ୍ତିପୁର ଗ୍ରାମର ଲିପୁନ ମହାକୁର (୨୦) ନାମକ ଜଣେ ଯୁବକକୁ ପୋଲିସ କାବୁ କରିଥିଲା ଓ ତା ପାଖରୁ ଗୋଟିଏ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରାଯାଇଥିଲା ଏବଂ ଉକ୍ତ ଘରର ତଲାସି ନେବା ସମୟରେ ତଦନ୍ତକାରୀ ଅଧିକାରୀ ସେଠାରେ ବେଆଇନ ଭାବରେ ଗଚ୍ଛିତ ଥିବା ଗଞ୍ଜେଇ କୁ ମଧ୍ୟ ଜବତ କରି ଥିଲେ।  ଏନ୍ ଡି ପି ଏସ୍ ଆକ୍ଟ ର ନିୟମ ଅନୁଯାୟୀ ୪କେଜି ଗଞ୍ଜେଇକୁ ଜବତ କରିବା ସହ ଏହି ବାବଦରେ ସୋନପୁର ଥାନାରେ ଅନ୍ୟ ଏକ ମାମଲା 114 Dt.22.05.2025 U/s-20(b)(ii) B / 29 NDPS Act. କେସ ରୁଜୁ ହୋଇଛି। ଶାନ୍ତି ପ୍ରିୟ ସୁବର୍ଣ୍ଣପୁର ସହରରେ ଏହିପରି ବାହାର ରାଜ୍ୟ  ଗ୍ୟାଙ୍ଗ ର ବଡ ଡକାୟତି ଯୋଜନା  ସହର ଜନସାଧାରଣଙ୍କ ଭିତରେ ଭୟ ସଞ୍ଚାର କରିଥିବା ବେଳେ ସୋନପୁର ପୋଲିସ ର ଏହି ସଫଳତା ପାଇଁ ପୋଲିସ ର କାର୍ଯ୍ୟଦକ୍ଷତାକୁ ଜନସାଧାରଣରେ ପ୍ରଶଂସା କରାଯାଇଛି। ଆଜି ଅପରାହ୍ନରେ ସଦର ଥାନାରେ ଆୟୋଜିତ ଏକ ସମ୍ମିଳନୀ ରେ ସୁବର୍ଣ୍ଣପୁର ଏସ ପି ଶ୍ରୀ ନାରାୟଣ ନାୟକ ବହୁତ ଶୀଘ୍ର ଏହି ଗ୍ୟାଙ୍ଗର ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ଚେଷ୍ଟା ଚାଲିଥିବା ବିଷୟ ପ୍ରକାଶ କରିଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କୁ ମଧ୍ୟରେ ଅତିରିକ୍ତ ଏସ ପି  କେ. ପ୍ରସାଦ,  ଏସ ଡି ପି ଓ ପ୍ରତାପ ଚନ୍ଦ୍ର  ତ୍ରିପାଠୀ ,ଆଇଆଇସି  ତାପସ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like