-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
19-May-2025
ସମ୍ବଲପୁର-(ସଂଜୀବ ପାଣିଗ୍ରାହୀ) : ପୂର୍ବତନ ଏଡିଏମଓ ତଥା ସମ୍ବଲପୁର ର ଜଣାଶୁଣା ତା, ଭରତ ଚନ୍ଦ୍ର ଦାଶ,( ଇ ଏଣ୍ଡ ଟି) ଙ୍କ ଆଜି ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଇଁଠାପାଲି ଆୟ କର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ସ୍ମୃଟି କୁ ଏକ ଟ୍ରକ ଧକ୍କା ଦେବା ଫଳରେ ରେ ଡ଼. ଦାଶ ଙ୍କ ମୃତ୍ୟୁ ହୋଇଯାଇଛି I ସେ ଜଣେ ଅତି ସରଳ ଓ ପରୋପକାରୀ ବ୍ୟକ୍ତି ଥିଲେ I ସେ ଏବେ ନିକଟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଡିଏମଓ ପଦବୀରୁ ଅବସର ଗ୍ରହଣ କରିଥିଲେ ।