-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-May-2025
ବରୀ(ରଞ୍ଜିତ ମହାନ୍ତି): ଧୂଳିମାଟିର ସନ୍ଥ,ଓଡ଼ିଶାର ଗାନ୍ଧୀ ତଥା ଓଡ଼ିଶା ସର୍ବୋଦୟ ପରିବାରର ବାପା ଭାବେ ପରିଚିତ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୭ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି। ବରୀ ବ୍ଲକ କ ରାମଚନ୍ଦ୍ରପୁର ଗ୍ରାମରେ ରେ ଥିବା ବା ଗୋପବନ୍ଧୁ ନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ମୃତିସଭାରେ ‘ଗୋପବନ୍ଧୁ ଚୌଧୁରୀ ସ୍ମାରକ ବ୍ୟାଖ୍ୟାନ' ପ୍ରଦାନ କରିଥିଲେ ''ସର୍ବୋଦୟ' ପତ୍ରିକାର
ଭାବେ ସମ୍ପାଦକ ତଥା ‘ସେବା ସମିତି'ର ସଭାପତି ରାମାକାନ୍ତ ନାଥ | ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୋ ବୋଧ କୁମାର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠି ନୁଷ୍ଠିତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥ୍ ବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ର ନାଥ ସାମଲ ଯୋଗଦେଇ ଗୋପବନ୍ଧୁ ଚୌଧୁରୀ ଧୁରୀ ଅନପମ ବ୍ୟକ୍ତିତ୍ବର ଅଧିକାରୀ ଲେ ବୋଲି କହିଥିଲେ। ଅଧ୍ୟାପକ ଡ. ଜ୍ଞାନେନ୍ଦ୍ର କୁମାର ଧଳ ପ୍ରାରମ୍ଭିକ ସୂଚନା ଓ ଅତିଥ୍ ପରିଚୟ ପ୍ରଦାନ କରିଥିଲେ।