-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା

29-Apr-2025



(ମିହିର ଶଙ୍କର ପାତ୍ର,)                                             ପାପଡ଼ା ହାଣ୍ଡି ବ୍ଲକ ର ମୈଦଲ ପୁର ଗ୍ରାମ ପଞ୍ଚାୟତର ଆଉଁଳି ଗ୍ରାମରେ   ଶାନ୍ତିକୁଞ୍ଜହରିଦ୍ଵାର ତରଫରୁ  ଗାୟିତ୍ରୀ ଧର୍ମ ସଚେତନତା ରଥକୁ ଗାୟିତ୍ରୀ ପରିବାର ଓ ମାଁ ମାନଙ୍କ ହୁଳୁ ହୁଳିରେ ଓ ଗାୟିତ୍ରୀ ମାତାଙ୍କ ମନ୍ତ୍ର ଧ୍ୱନି ସହିତ ସ୍ୱାଗତ
କରାଯାଇଥିଲା । ଗାଁରେ ଧାର୍ମିକ ବାତାବରଣ ଓ ପ୍ରତିଟି ମାନବ ହୃଦୟରେ ମାନବତ୍ୱ, ମଣିଷ ପଣିଆ ଜାଗ୍ରତ , ବିଶ୍ଵ ଭ୍ରାତୃତ୍ଵ ସୃଷ୍ଟି କରିବା ପାଇଁ ପୃଥିବୀର ସବୁ ଦେଶରେ ଗାୟିତ୍ରୀ ପରିବାର ର କାର୍ଯ୍ୟକୁ ପ୍ରତିଟି ମଣିଷ ଉପଲବ୍ଧି  ପାଇଁ ବାତାବରଣ ସୃଷ୍ଟି କରି ବିଶ୍ୱରେ ମାନବୀୟ ସଂସ୍କୃତି ର ମୂଲ୍ୟବୋଧ କୁ ଜାଗ୍ରତ ର ଆଭିମୁଖ୍ୟ ସୃଷ୍ଟି କରିଥିଲେ।କାର୍ଯ୍ୟ କ୍ରମକୁ କେଶବ ସାହୁ, ଜଗତ ନାୟକ, ପରମେଶ ନାୟକ, ପ୍ରଭାକର ମାଳୀ ଗାୟିତ୍ରୀ ପରିବାର ସହଯୋଗରେ ପରିଚାଳିତ ହୋଇଥିଲା।ଛୋଟ ବୟସରୁ କୁନି ଝିଅ କୁମାରୀ ଲକ୍ଷ୍ମୀ ଶ୍ରୀ ,ଡିଲେଶ୍ଵରୀ ମାଝୀ   ଗାୟିତ୍ରୀ ମନ୍ତ୍ର ପାଠ କରିଥିଲେ।ଗାୟିତ୍ରୀ ପରିବାର ତରଫରୁ କୁନିଝିଅକୁ ଧର୍ମପରାୟଣ ପାଇଁ ଆଶିଷ କାମନା କରିଥିଲେ। ସମାଜ ସେବୀ, ଧର୍ମପରାୟଣ,ମାନବୀୟ ଜୀବନର ଉନ୍ନତି  ପାଇଁ ଚିନ୍ତନଶୀଳ ଶିକ୍ଷକ ବାବୁଲାଲ ସାଗର ଗାୟତ୍ରୀ ମନ୍ତ୍ର ର ଆଭିମୁଖ୍ୟ ସହ - ,,*ଅନେକ ଜନ୍ମପୂଣ୍ୟ ବଳେ ମାନବ ଜନ୍ମ ମହୀତଳେ *ର ମଣିଷ ଶ୍ରେଷ୍ଠ ପ୍ରାଣୀ ଭାବେ  ଧର୍ମ ପଥରେ ଚାଲିଲେ ସକଳ ବାଧା ବନ୍ଧନ ଅତିକ୍ରମ ସହ ନିଜକୁ ସୁନ୍ଦର ମଣିଷ ଟିଏ ହୋଇ ପାରିବ ବୋଲି ମତ ଦେଇଥିଲେ।ହରିଦ୍ଵାର ଶାନ୍ତିକୁଞ୍ଜରୁ ଆଗନ୍ତୁକ ଅତିଥି ବୃନ୍ଦ ପ୍ରତିଟି ବ୍ୟକ୍ତି ମାନବୀୟ ଧର୍ମ ପାଳନ ଓ ଗାୟତ୍ରୀ ମନ୍ତ୍ରର ଚମତ୍କାର ବାବଦରେ ଆଲୋକପାତ କରି ପ୍ରତିଟି ମଣିଷ ଧର୍ମ ପଥେ ଚାଲି ନିଜକୁ ନିଆରା ମଣିଷ ଟିଏ ଗଢ଼ିଲେ, ପରିବାରରେ ଶାନ୍ତି ବିରାଜ ମାନ ହେବ ମତ ଦେଇ ସମସ୍ତଙ୍କୁ ଗାୟତ୍ରୀ ଧୁନିରେ ପ୍ରତିଟି ପ୍ରାଣରେ ଉଲ୍ଲାସ ଆଣି ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like