-+91-9937148622 |

prerana_bgr@rediffmail.com |

  Tuesday 28th April 2026 |

| | | |

R.N.I. Regd No. ODIODI/2010/46693

Breaking News

କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼    (28-Apr-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   (28-Apr-2026)       ||      *ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   (28-Apr-2026)       ||      ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||      ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   (28-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   (28-Apr-2026)       ||      ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||      ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   (27-Apr-2026)       ||      ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ    (27-Apr-2026)       ||      ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି    (27-Apr-2026)       ||      ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ    (27-Apr-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (27-Apr-2026)       ||      ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ    (27-Apr-2026)       ||      ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ    (27-Apr-2026)       ||      ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି    (27-Apr-2026)       ||      ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ    (27-Apr-2026)       ||      କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   (27-Apr-2026)       ||     

HOME   ଜିଲ୍ଲା

"ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା 

29-Apr-2025



ସିନାପାଲି-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଖରସେଲ ପଂଚାୟତ, ଖରସେଲ ଗ୍ରାମ ନିବାସୀ ବିକ୍ରମ ମାଝୀ ଓ ତାଙ୍କ ସହ ଧର୍ମପତ୍ନୀ ଶ୍ରୀମତୀ ଉମାକାନ୍ତି ମାଝୀଙ୍କ କନ୍ୟା ଦିଵ୍ୟାଂଶି ( ପ୍ରାଚୀ )ର ତୃତୀୟ ଜନ୍ମଦିବସ ପାଳନ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ମାଧ୍ୟମରେ ତାଙ୍କ ଗୃହ ପରିସରରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ବେଦମାତା ଗାୟତ୍ରୀ ଦେବୀଙ୍କ ଅପାରକୃପା ଓ ଗୁରୁଦେବ ଆଚାର୍ଯ୍ୟ ଶ୍ରୀରାମ ଶର୍ମାଙ୍କ ଆଶୀର୍ବାଦ ଓ ସୁକ୍ଷ୍ମ ଦିଗଦର୍ଶନରେ ହାତିବନ୍ଧା ଗାୟତ୍ରୀ ପ୍ରଜ୍ଞା ପୀଠର ଟୋଲିନାୟକ ସଦାନନ୍ଦ ନାମ ଦେବଙ୍କ ତତ୍ୱବଧାନରେ ରବିବାର ଦିନ ସନ୍ଧ୍ୟାରେ ଗ୍ରାମର ଶତାଧିକ ମହିଳାଙ୍କ ଉପସ୍ଥିତରେ କଳସ ଯାତ୍ରା ଓ ଦୀପ ଯଜ୍ଞ ସୋମବାର ଦିନ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ସତସଙ୍ଗ ଓ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  l ଶ୍ରୀ ମୀନକେତନ ଧିବର ମୁଖ୍ୟ ଗାୟକ ଭୂମିକା ତୁଲାଇଥିବା ବେଳେ ବାଦ୍ୟ ଯନ୍ତ୍ରରେ ଶ୍ରୀ ମଣିଲାଲ ସାହୁ, ସୁ ପ୍ରସନ୍ନ ପଟେଲ,ନବକିଶୋର ସାହୁ ଓ ଶୁଭମ କାଣ୍ଡ ସହଯୋଗ କରିଥିଲେ  l ଯଜ୍ଞକର୍ମ ପରିଚାଳନା ରେ ଗାୟତ୍ରୀ ପରିଜନ କ୍ଷମାଧର ନିଆଲ, ସୀତାରାମ ସା, ଗିରିଧାରୀ ତାଣ୍ଡି,ମହାଦେବ ଶଗଡିଆ ସହଯୋଗ କରିଥିଲେ l ଭାରତୀୟ ସଂସ୍କୃତି ପ୍ରେମୀ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ, ଫରସ ରାମ ସା,ଶଶୀଭୁଷଣ ମାଝୀ,ଶ୍ରୀ ସତ୍ୟବ୍ରତ ଗହୀର,କେଶବ ପାଣ୍ଡେ,ଦିଗାମ୍ବର ବାଗ,ଲଚ୍ଛମନ ବଞ୍ଜରା,ଟଙ୍କଧର ବନ୍ଦୀଛୋର, ମହେନ୍ଦ୍ର ସୁନାନୀ,ରାଜ କିଶୋର ହଂସ,ପ୍ରଶାନନ୍ଦ କୁମ୍ଭାର, ରୁଦ୍ରମାଧବ ସା ତଥା ବନ୍ଧୁ ବାନ୍ଧବ ଯଜ୍ଞ କର୍ମରେ ଉପସ୍ଥିତ ରହି ମା ଗାୟତ୍ରୀଙ୍କ ସମ୍ମୁଖରେ ଭକ୍ତି ନୈବେଦ୍ୟ ଅର୍ପଣ କରିବାସହ କୁନି ଝିଅ(ପ୍ରାଚୀ)ର  ମଙ୍ଗଳ କାମନା କରିଥିଲେ  l ଆଧୁନିକ ସଭ୍ୟତାରେ ମଜ୍ଜି ନ ଯାଇ ବିକ୍ରମ ମାଝୀଙ୍କ ପରିବାର ଆଧ୍ୟାତ୍ମ ଚିନ୍ତନ ସହ ହିନ୍ଦୁ ସଂସ୍କୃତି ପରମ୍ପରାକୁ ଅନୁସରଣ କରି ନିଜ ଝିଅର ଜନ୍ମଦିବସ ପାଳନ କରିଥିବାରୁ ଏ ଅଞ୍ଚଳବାସୀ ତାଙ୍କ ପରିବାରକୁ ଭୁରି ଭୁରି ପ୍ରଶଂସା କରିଛନ୍ତି  l ଶ୍ରୀ ବିକ୍ରମ ମାଝୀ ଓ ତାଙ୍କ ଧର୍ମପତ୍ନୀ  ଯଜ୍ଞକର୍ମରେ ମୁଖ୍ୟକର୍ତ୍ତା ଥିଲାବେଳେ ପୂର୍ଣ୍ଣ ଚନ୍ଦ୍ର ମାଝୀ, ତୁଳସୀ ସାହୁ,ଜଗମୋହନ ନାଗ ଓ ପିତାମ୍ବର ସାହୁ ସ ପତ୍ନୀକ ଅନ୍ୟ ଚାରିକୁଣ୍ଡର ମୁଖ୍ୟକର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ  l ପାଞ୍ଚ ଶହରୁ ଉର୍ଦ୍ଧ ବନ୍ଧୁ ବାନ୍ଧବ, ଶ୍ରଦ୍ଧାଳୁ ଗ୍ରାମବାସୀ ଉପସ୍ଥିତ ଥିଲେ  ଏବଂ ଆତ୍ମୀୟ ସ୍ୱଜନ ମାନେ ସହଯୋଗ କରିଥିଲେ  l
ନୂଆପଡା ଜିଲ୍ଲାରୁ ପରମେଶ୍ୱର ମେହେର ରିପୋର୍ଟ


News Comment




Photo in News

Advertisment
Lastest News
  ଜିଲ୍ଲା  
କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼   28-Apr-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   28-Apr-2026
  ଜିଲ୍ଲା  
*ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   28-Apr-2026
  ଜିଲ୍ଲା  
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   28-Apr-2026
  ଜିଲ୍ଲା  
ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   28-Apr-2026
  ଜିଲ୍ଲା  
ସିଲ୍ ହେଲା ବେଆଇନ ବାଲି ଘାଟ   28-Apr-2026
  ଜିଲ୍ଲା  
ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   28-Apr-2026
  ଜିଲ୍ଲା  
ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   28-Apr-2026
  ଜିଲ୍ଲା  
ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   27-Apr-2026
  ଜିଲ୍ଲା  
ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ   27-Apr-2026
  ଜିଲ୍ଲା  
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   27-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ   27-Apr-2026

You Might Also Like