-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2021
ଗଞ୍ଜାମ, (ପ୍ରେରଣା ଖବର) :ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରତାଲ ରେ ବୁରତାଲ ଏକ୍ସପ୍ରେସ ନାମକ ବସ ପାହାଡ଼ ରୁ 10ଫୁଟ ତଳକୁ ଖସିଲା ।
ଅଳ୍ପକେ ବର୍ତିଲେ ଯାତ୍ରୀ । ଗାଡି ପୂଜା କରି ବସ ହେଲ୍ପର ଗାଡି ଚଳାଇ ଯାତ୍ରୀଙ୍କୁ ବସାଇବା ପାଇଁ ଯାଉଥିବା ବେଳେ ଅସାବଧାନତା ହେତୁ ପାହାଡ଼ ତଳକୁ ଖସିଲା ବୁରତାଲ ନାମକ ଘରୋଇ ବସ ।
ବସ ହେଲ୍ପର ରଜନୀକାନ୍ତ ମହାନ୍ତି ଗୁରୁତର । ଗୁରୁତର ଅବସ୍ଥା ରେ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର ।
ବସ ରେ କୌଣସି ଯାତ୍ରୀ ଚଢି ନଥିଲେ ଚଢ଼ିବା ପୂର୍ବରୁ ଦୁର୍ଘଟଣା ଅଳ୍ପକେ ବର୍ତୀ ଲେ ଯାତ୍ରୀ । ବସ ଟି ପାହାଡ଼ ତଳେ ପଡିରହିଛି ।
ଘରୋଇ ବସ ଟି ବୁରତାଲ ରୁ ଜରଡା , ପାତ୍ରପୁର, ଚିକିଟି ଯାତ୍ରୀ ଙ୍କୁ ନେଇ ଯାଇଥାନ୍ତା ।