-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2021
ବୌଦ୍ଧ, (ପ୍ରେରଣା ଖବର) :ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୋପାଲମାଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ କୁ ପଛପଟୁ ଧକ୍କା ଦେଲା ପିଚୁ ବୋଝେଇ ଟ୍ରକ । ଗୋଟିଏ ପରିବାରର ମା ପୁଆ ଝିଅ ୩ ମୃତ ଜଣେ ଗୁରୁତର ।