-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2025
ଲୋଇସିଂହା, (ବିନୋଦ ଦୀପ) ପ୍ରଥମ ପର୍ଯ୍ୟାୟରେ ଲୋଇସିଂହା ବ୍ଲକ ବୁର୍ଡ଼l ଗ୍ରାମ ପଞ୍ଚାୟତ ରେ 25 ଜଣଙ୍କୁ ସରପଞ୍ଚ ସୁଦୀପ ସା ଙ୍କ ତତ୍ୱାବଧାନ ରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ମିଳିତ ସ୍ୱାସ୍ଥ୍ୟ କାର୍ଡ , ଏଏନଏମ ପି. ଛତ୍ରିଆ ଓ ସମସ୍ତ ଆଶାକର୍ମୀ ମାନଙ୍କ ସହାୟତାରେ ବୁର୍ଡ଼l ପଂଚାୟତ ଲୋକ ଙ୍କୁ ବଣ୍ଟନ କରାଗଲା l