-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
Kantabanji,09.10- ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। କଣ୍ଟାବାଞ୍ଜି ପମ୍ପୂ ତଲାବ ପାଖ ରେଳ ଲାଇନରୁ ମୃତଦେହଟିକୁ ଉଦ୍ଧାର କରାଯାଇଛି। ମୃତ ଯୁବକ ରାମନଗରପଡାର ଆନନ୍ଦ ତାଣ୍ଡି। ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଘଟଣାସ୍ଥଳରେ ଜିଆର୍ପି ଆରମ୍ଭ କଲା ତଦନ୍ତ!!*