-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||     

HOME   ଜିଲ୍ଲା

ପ୍ରସିଦ୍ଧ ମାଁ ରୂଦ୍ରକାଳିଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ

02-Apr-2025



କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତର୍ଗତ ଲୁଜୁରାମୁଣ୍ଡା ଗ୍ରାମରେତା-  ୧/୪/୨୫ ମାଁ ରୂଦ୍ରକାଳି ଙ୍କ ଦୋଣ୍ଡଯାତ୍ରା ଅନୁଷ୍ଠିତ ହୋଇଅଛି। କିମ୍ବଦନ୍ତି ଅନୂଶାରେ କହିବାକୁ ହେଲେ ୧୭୮୨ ମସିହାରେ କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତରର୍ଗତ ଛତିଝାର ଗ୍ରାମର ଟୁଣିଆଁ ଦୁଗାଳ ଚକାପାଦ ବାବା  ଆନନ୍ଧେଶ୍ବରଙ୍କ ଚରଣରେ ଏକ ସପ୍ତାହ ର୍ନିଜଳ  ଉପବାଶରେ ଗୁହାରି ପୋଡି ରହିଥିଲେ।  ଏକ ସପ୍ତାହ ପଡ଼ିବାପରେ  ବାବା ଆନନ୍ଦେଶ୍ବର ଟୁଣିଆଁ ଦୁଗାଳଙ୍କୁ ନିଜ ହସ୍ତରେ ବୋର ପ୍ରଦାନ କରିଥିଲେ । ଏହି ଖବରପାଇ ଟିକାବାଲି ହୋଦଗଡରେ ଆଞ୍ଚଳରେ  ଉଛାହ  ଲହରି ଖେଳି ଯାଇଥିଲା। ସଂଗେ ସଂଗଂ ଟିକାବାଲି, ପୁରୁଣାଗୋଡ ତେନ୍ତୁଳିଗୋଡ ଓ ଛତିଝାର ଏଭଳି ୪ ଗୋଡର ଗ୍ରାମର ଲୋକମାନେ ମିଳିତ ହୋଇ ଚକାପାଦ ସମସ୍ତେ ପହୋଞ୍ଚ ଟୁଣିଆଁ ଦୁଗାଳଙ୍କୁ ବାଜା ବାଇଦ ବଜେଇ  ବଡ ଆଡ଼ମ୍ବର ରେ ଛତିଝାର ଗ୍ରାମକୁ ଆଣା ଯାଇଥିଲା । ଛତିଝାର ଗ୍ରାମରେ ମାଁ ରୁଦ୍ରକାଳି  ଦଣ୍ଡଯାତ୍ରା  ଚାଲୁ ରହିଥିବା ବେଳେ ଲୁଜୁରାମୁଣ୍ଡା ଗ୍ରାମର ଲକମାନେ ସୋଦା ଶର୍ବଦା ରୋଗ ଆକ୍ରାନ୍ତ ପିଡିତ  ହେଉଥିଲେ। ତେଣୁକରି ଲୁଜୁଜାମୁଣ୍ଡା ଗ୍ରାମର ଲକମାରେ ଆସି  ଟିଣିଆଁ ଦୁଗାଳଙ୍କୁ ପାଦତଳେ ପଡି କହିଥିଲେ ଜେ ମାଁ ରୁଦ୍ରକାଳି ଙ୍କୁ ଆମ ଲୁଜୁରାମୁଣ୍ଡା ଗ୍ରାମକୁ ନଇଁ ମାଁ ଙ୍କର ଶେବାକଲେ ଆମେ ଏହି ରୁଗରୁ ମୂକ୍ତ ପାଇ ପାରିବୁ ବୋଲି  କହିଥିଲେ ଗ୍ରାମବାସି । ଟୁଣିଆଁ ଦୁଗାଳ ୪ ଗୋଡ ଗ୍ରାମର  ଲକଙ୍କୁ ଡୋକାଇ ସମସ୍ତେ ଉପସ୍ଥିତ ରହି ମାଁ ରୁଦ୍ରକାଳିଙ୍କୁ  ଲୁଜୁରାମୁଣ୍ଡା ଦିଆ ଯାଇଥିଲା। ଏଭଳି ମାଁ ରୁଦ୍ରକାଳି ଲୁଜୁରାମୁଣ୍ଡା ରେ ରହି ପ୍ରତେକ ବର୍ଷ ଚଇତ୍ର ମାସରେ ଦଣ୍ଡଯାତ୍ରା ଆରମ୍ଭ ହୋଇଅଛି। ଏହି ଦଣ୍ଡଯାତ୍ରାରେ  ପୁଇତା  ଧାରି ଉପାସିଆ  ଭକ୍ତମାନେ ୨୦୦ ରୁ ଉର୍ଦ୍ଧ୍ବ ମାଁ ପାଖରେ ଅଧିଆ ପଡିଛନ୍ତି । ମାଁ ଆସନ୍ତା ତା- ୦୧/୪/୨୫  ରେ ରାତ୍ର ଷମୟରେ ମାଁଙ୍କୁ  ଜୋଳ ଘାଟରେ , ବା ବା ଆନନ୍ଧେଶ୍ବର ଓ  ମାଁ ରୁଦ୍ରକାଳି  ଆଭ୍ରିଭାବ ହେଲାପରେ ହୋଜାର ହୋଜାର ଭୋକ୍ତମାନେ ଉପବାସ ରହି ମାଁଙ୍କୁ ଦର୍ଶନ କରିଲା ପରେ  ଗ୍ରାମ ମନ୍ଦିରକୁ ପାଛଡି ଅଣାଯାଇଥିଲା। ମାଁ ରୂଦ୍ରକାଳି ଆଜି ଲୁଜୁରାମୁଣ୍ଡା ଗ୍ରାମରୁ ବାହାରି  ଆଜି ତା- ୦୨/୪/ ରେ  ପୁରୁଣାଗଡ, ୩/୪/ରେ  କେଉଟସାହି, ୪ /ରେ ବାହାଡା ସାହି  ,୫ / ଟିକାବାଲି , ୬/ ଚକାପାଦ ନନ୍ଦିନି , ୭/ ବଜ୍ର ଗଡ଼, ୮/ ଚକାପାଦ, ୯/ ଟିକାବାଲି, ୧୦/ ବଡ଼ି ମୁଣ୍ଡା, ୧୧/ ଆରାବାକା, ୧୨/ ଉପର ଖୋଲା, ୧୩/ ତାରିଖରେ ନିଜ ଗ୍ରାମରେ ମେରୁ ଓ ଝାମୁ ଯାତ୍ରା ଅନୂଷ୍ଠୀତ ହେବାର କାର୍ଯ୍ୟକ୍ରମ ରହିଛି। ଏଭଳି ଦଣ୍ଡଯାତ୍ରା ଟିକାବାଲି ବ୍ଲକ୍ କୋଚିଲିଗଡ, କଇଁଝର, ମାକୁଡୁବାଟା , ଗଣ୍ଡା ଗାଁ, ବୁର୍ବିନାଜୁ , ମାଲେରି ମାହା , ଗୁଟିଙ୍ଗିଆ ,ପାଡାଙ୍ଗି ,ଡାମିଗୁଡା , ପେନାଲା , ଏଭଳି ଦଣ୍ଡଯାତ୍ରା ଚାଲୁରହିଥିବାରୁ ଟିକାବାଲି  ଅଞ୍ଚଳରେ ଚଳଚଞ୍ଚଳ ଦେଖିବାକୁ ମିଳିଛି ।

(ରାଜକିଶୋର ପ୍ରଧାନଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026

You Might Also Like