-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
02-Apr-2025
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ର ନବ ନିର୍ବାଚିତ ପଦାଧିକାରୀ ଙ୍କ ଶପଥ ଗ୍ରହଣ ଉତ୍ସବ ସିଭିଲ କୋର୍ଟ ପରିସରରେ ଥିବା ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି।୨୦୨୫-୨୬ ବର୍ଷ ପାଇଁ ସଭାପତି ଭାବେ ଶ୍ରୀଯୁକ୍ତ ବାସୁଦେବ ରଥ,ଉପସଭାପତି ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଦେଓ,ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ବଗର୍ତ୍ତି, ସହ ସମ୍ପାଦକ ଶ୍ରୀଯୁକ୍ତ ସୁମିତ୍ କୁମାର ଖୁଆସ୍,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସମୀର କୁମାର ମିଶ୍ର,କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରମୋଦ କୁମାର ତ୍ରିପାଠୀ, ଶଙ୍କର ପ୍ରସାଦ ମିଶ୍ର, ଆର୍ତ୍ତତ୍ରାଣ ପୁରୋହିତ, ସରୋଜ କୁମାର ଗୁପ୍ତା, ରାଜେନ୍ଦ୍ର ମିଶ୍ର, ମଳୟ ରଞ୍ଜନ ଗଡ଼ତ୍ୟା,ଶ୍ରୀମତୀ ଦୀପ୍ତି ଶର୍ମା, ପ୍ରଦୀପ କୁମାର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଶିବ ଦତ୍ତ ଦ୍ବିବେଦୀ, ଭବାନୀ ଶଙ୍କର ଭୋଇ, ସବିତା ରାଣୀ ମିଶ୍ର ପ୍ରମୁଖଙ୍କୁ ବରିଷ୍ଟ ଆଇନଜୀବୀ ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ ଶପଥ ପାଠ କରାଇଥିଲେ।