-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ଦେଖ ତ ଘାଏ ସରକାର କେ ଯେତେବେଳେ ଦେଖବ ମରଡ଼ି ମରଡ଼ି ମର ଡ଼ି

02-Apr-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅମ୍ବାଭାନା ଅଞ୍ଚଳରେ କାମ କରିବା ବନ୍ଦ ହୋଇଯାଇଛି। ତତକାଳୀନ ରାଜ୍ୟ ସରକାର ୨୦୧୮ମସିହା ଓଡିଶାରେ ପାର୍ବତୀ ଗିରି ଙ୍କ ନାଁ ରେ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ ରେ ମୋଟ ୫୯ ଗୋଟି ପ୍ରକଳ୍ପ ହାରାହାରି ୮୦ ହଜାର ହେକ୍ଟର ଜମି ଜଳସେଚନ ହେବାର ପ୍ରତିଶୃତି ଦେଇଥିଲେ । ଏଥି ମଧ୍ୟରୁ ବରଗଡ଼ ଜିଲ୍ଲା ଅମ୍ବାଭାନା ବ୍ଲକ ଯାହାକି ହୀରାକୁଦ ବିସ୍ଥାପିତ ପୁନର ବସତି ବ୍ଲକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ବ୍ଲକ ବାରପାହାଡ଼ ଜଙ୍ଗଲ ଗୋଟିଏ ପଟେ ଘେରିଥିବା ବେଳେ ଅନ୍ୟ ପଟେ ହୀରାକୁଦ ଜଳଭଣ୍ଡାର ଘେରା ଅଟେ।
 ଯଦି ସରକାର ଙ୍କ ଅମ୍ବାଭାନା ବ୍ଲକ ପ୍ରତି କିଛି ଭି ସମ୍ବେଦନତା ଥାନ୍ତା ତାହାହେଲେ ହୀରାକୁଦ ଜଳଭଣ୍ଡାର ରୁ ନିଶ୍ଚିତ ଭାବେ ଜଳସେଚନ ବ୍ୟବସ୍ଥା କରାଯାଇ ପାରିଥାନ୍ତା ହେଲେ ସରକାର ମାନଙ୍କ ଆନ୍ତରିକତା ଅଭାବ କାରଣ ରୁ ପାଣି ଦେଖି ଦେଖି ବାରମ୍ବାର ଅଞ୍ଚଳବାସୀ ମରୁଡି ର ଶିକାର ହେଉଛନ୍ତି। 
ତତକାଳୀନ ରାଜ୍ୟ ସରକାର ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ନାଁ ରେ ଅମ୍ବାଭାନା ବ୍ଲକ ରେ ତିନୋଟି ପ୍ରକଳ୍ପ ଯଥା ତାମଦେଇ ୩୯ କୋଟି ଖର୍ଚ୍ଚ କରି ୧୪ ଶହ ହେକ୍ଟର, ଜାମପାଲି ୩୪ କୋଟି ଖର୍ଚ୍ଚ ରେ ୧୩ ଶହ ହେକ୍ଟର ଏବଂ ଚିଖିଲି ୫୩ କୋଟି ଖର୍ଚ୍ଚ କରି ୨୦୦୦ ହେକ୍ଟର ଜମି ଜଳସେଚନ ହେବା ପାଇଁ ଘୋଷଣା କରିଥିଲେ। ପ୍ରକଳ୍ପ ୨୦୨୩ ରେ ଶେଷ ହେଲା ଅଞ୍ଚଳ ବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ପୂରଣ ହେଲା ବୋଲି ତତକାଲିନା ମୁଖ୍ୟମନ୍ତ୍ରୀ ଲୋକାର୍ପଣ କହିଥିଲେ ।

ହେଲେ ପ୍ରକଳ୍ପ ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରିନାହିଁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୦% ଜମି ଚାଷ ହୋଇପାରୁଛି। ପରିଚାଳନା ଗତ ତ୍ରୁଟି,ଲୋ ଭୋଲଟାଜ, ଇଣ୍ଟେକ ୱାଲ ଓ ରିଜର୍ଭର କୁ ସଂଯୋଗ କରୁଥିବା ନାଳ ଗଭୀର ହୋଇ ନ ଥିବାରୁ ଠିକ ଭାବେ ମୋଟର କୁ ପାଣି ଆସୁନାହିଁ। ଏଣୁ ଏହି ସମସ୍ୟା ର ସମାଧାନ କରିବା ପରିବର୍ତ୍ତେ ଗତ କାଲି ଠାରୁ ଟେଣ୍ଡର ନେଇଥିବା ଏଲ ଏନ ଣ୍ଟି କମ୍ପାନୀ ତାହାର ଟେଣ୍ଡର ସରିଯାଇଛି କହି ତାଲା ବନ୍ଦ କରି ସମ୍ପୂର୍ଣ୍ଣ ପ୍ରକଳ୍ପ କୁ ଅଚଳ କରିଛନ୍ତି ଫଳରେ ଏହି ପ୍ରକଳ୍ପ ଅଧୀନରେ ଚାଷ କରିଥିବା ହଜାର ହଜାର ଏକର ଧାନ, ମୁଗ, ଚିନାବାଦାମ ଚାଷୀ ଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଉଛି। ଏଣୁ ବାରପାହାଡ଼ କୃଷକ ସଂଗଠନ ତରଫରୁ ଏହି ପ୍ରକଳ୍ପ ତୁରନ୍ତ ପରିଚାଳନା କରିବା ପାଇଁ ଯାହା ଆଇନ ଗତ ଦିଗ ଅଛି ତୁରନ୍ତ ଗ୍ରହଣ କରା ଯାଉ ନ ହେଲେ ଆନ୍ଦୋଲାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like