-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
01-Apr-2025
(ସୁଦାମ ଦୀପ )
ବରଗଡ ଜ଼ିଲ୍ଲା ବରପାଲି ଅନ୍ତର୍ଗତ ସତଲମା ଗ୍ରାମ ର ବିଶିଷ୍ଟ ସମାଜବାଦୀ ନେତା ସ୍ବର୍ଗତଃ ସନ୍ତୋଷ କୁମାର ସାହୁ ଙ୍କ ଧର୍ମପତ୍ନୀ ବୈଦେହୀ ସାହୁ ଙ୍କ ଗତ ରବିବାର ବୁର୍ଲା ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସିତି ଅବସ୍ଥାରେ ପରଲୋକ ହୋଇଯାଇଛି l ସେ ଜଣେ ଧର୍ମପରାୟଣ, ସତ୍ୟନିଷ୍ଠ, ପରୋପକାରୀ ଏବଂ ଭାଗବତ ପ୍ରେମୀ ମହିଳା ଥିଲେ l ତାଙ୍କ ବିୟୋଗ ରେ ସ୍ଥାନୀୟ ଅଂଚଲରେ ଶୋକର ଛାୟା ଖେଲି ଯାଇଛି l ତାଙ୍କର ଚାରୋଟି ପୁତ୍ର ଦୀନେଶ, ମହେଶ, ଦେବେଶ, ବିଘ୍ନେଶ ଏବଂ ଦୁଇ ଝିଅ ମିନାକ୍ଷୀ, ପଦ୍ମାକ୍ଷୀ ଅଛନ୍ତି l ତାଙ୍କ ସବାଧାରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ସାମିଲ ହୋଇଥଲେ l ବଡ଼ପୁଅ ମହେଶ ମୁଖାଗ୍ନି ଦେଇଥିଲେ l