-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଅନ୍ୟାନ୍ୟ

ଆଜି ଦିନ ସାରା ର ଖବର ସଂକ୍ଷେପରେ....

17-Jan-2021



     ଜି-୭ ସମ୍ମିଳନୀ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ବ୍ରିଟେନ ପିଏମ ।

️ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବିଡେନ୍ ।

 ୮ଟି ନୂଆ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ  ପ୍ରଧାନମନ୍ତ୍ରୀ ମୋଦୀ କରିଛନ୍ତି।

 ନବୀନଙ୍କୁ ଧନ୍ୟବାଦ ଦେଲେ ନିରଞ୍ଜନ, କହିଲେ ବିନାମୂଲ୍ୟରେ ବିପିଏଲ ଓ ବରିଷ୍ଠ ନାଗରିକଙ୍କୁ  ଟୀକା ଦିଅନ୍ତୁ।

 ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ହଜାର ୪୧୨ଜଣ ହିତାଧିକାରୀ ଟିକା ଦିଆଯାଇଛି।

 ଦେଶର ଭବିଷ୍ୟତକୁ ବଦଳାଇବାରେ ଷ୍ଟାର୍ଟଅପ୍‍ର କ୍ଷମତା ରହିଛି – ମୋଦୀ କହିଛନ୍ତି।

 ଖରିଫ ଋତୁରେ  ୫୬୩ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଛି ।

CHCରେ ଗୋଟିଏ ଲେଖାଏଁ କେନ୍ଦ୍ର ରହିବ, ୧୦୦ ଜଣ ଟିକା ନେବେ । ୭ରୁ ୧୦ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବା ଲକ୍ଷ୍ୟ ରଖିଛନ୍ତି।

 ସ୍ଫୁଟନିକ୍‌-ଭିର ୩ୟ ପରୀକ୍ଷା ପାଇଁ ମିଳିଲା ଅନୁମତି, ୧୫୦୦ ସ୍ୱେଚ୍ଛାସେବୀ  ସାମିଲ  ହେବେ।

ରାଜ୍ୟରେ ଆଜି ସୁସ୍ଥ ହେଲେ ୨୨୮ ଜଣ କରୋନା ଆକ୍ରାନ୍ତ  I ମୋଟ ସୁସ୍ଥ ସଂଖ୍ୟା ୩୨୯୫୪୬ କୁ ବୃଦ୍ଧି ପାଇଛି।

 ଆସନ୍ତାକାଲିଠାରୁ ୫ଟି ସେସନରେ  ଟିକାକରଣ ହେବ।

୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର:  ୧୦ ଲେଖକ ସମ୍ମାନିତ ହୋଇଛନ୍ତି।
 

️ ମହାନ ଶାସ୍ତ୍ରୀୟ ଗାୟକ ପଦ୍ମ ବିଭୂଷଣ ଗୁଲାମ ମୁସ୍ତଫା ଖାନଙ୍କ ଦେହାନ୍ତ ହୋଇଛି।   

ଭୁବନେଶ୍ବରରେ ଫୁଟ୍‌ବଲ ରେଫେରୀ ପ୍ରଶିକ୍ଷଣ ଆରମ୍ଭ ହୋଇଛି।

କଲକାତା ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ୧୭୨ ଯାତ୍ରୀ ସୁରକ୍ଷିତ ହୋଇଛନ୍ତି।

ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷଙ୍କୁ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବ୍ରିସ୍‌ବେନ୍‌ ଟେଷ୍ଟରେ କମାଲ କଲେ ଶାର୍ଦ୍ଦୁଲ-ସୁନ୍ଦର,  ୩୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି।

ସଂକ୍ରମଣଠୁ ବଳିଗଲା ସହିଦଙ୍କ କାହାଣୀ । ଗୋଟିଏ ବର୍ଷରେ ଭାରତ ମାତା ହରାଇଛି ଶହେ ସାହସୀ ପୁଅ । ବର୍ଷ ୨୦୨୦ରେ  ଦେଶ ମାତୃକାର କୋଳ ଖାଲି ହୋଇଛି।

ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ୧୯ କରୋନା ଆକ୍ରାନ୍ତ ହୋଇଛନ୍ତି।

 ମୋବାଇଲ କଲ ପୂର୍ବରୁ ଆଉ ଅମିତାଭ ବଚ୍ଚନଙ୍କ ସ୍ବର ଶୁଣିବାକୁ ମିଳିବ ନାହିଁ   ।

ନୂଆଦିଲ୍ଲୀରେ ଟିକା ନେବାପରେ ୫୧ ଜଣ ଅସୁସ୍ଥ ହୋଇଛନ୍ତି।

️ଘନ କୁହୁଡ଼ି ଚେତାବନୀ : ନୟାଗଡ ସମେତ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାରିପାଗ ବିଭାଗ ।

 ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ହେବ ଟିକାକରଣ, ୫ ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ୍‌ ଇନ୍‌ଚାର୍ଜ ରହିବେ ।

 ଏୟାରଟେଲ୍ ଆଣିଲା ଅନଲିମିଟେଡ୍ ବ୍ରଡବ୍ୟାଣ୍ଡ ପ୍ଲାନ୍: ଦାମ୍ ୪୯୯ ରୁ ଆରମ୍ଭ,  ଅନେକ ଫାଇଦା ମିଳିବ।

 ନଇଁଲା ହ୍ୱାଟ୍‌ସଆପ୍‌, ନୂଆ ପ୍ରାଇଭେସି ନୀତିକୁ ୩ ମାସ ଗଡାଇଛି।

 ଓଡ଼ିଶାରେ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ୧୮୩ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର  ୩୧୦କୁ ବୃଦ୍ଧି ପାଇଛି।

ବାଇଡେନ୍‌-ହ୍ୟାରିସ୍‌ ପ୍ରଶାସନରେ  ୨୦ଜଣ ଭାରତୀୟ-ଆମେରିକୀୟ ସାମିଲ ହେବେ।

କୋଲକାତା-ଭୁବନେଶ୍ୱର-ପୁଣେ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କଲା ଏୟାର ଏସିଆ, ସପ୍ତାହକୁ ୬ ଦିନ ଉଡ଼ିବ ।

ବାଇଡ଼େନଙ୍କ ଟିମରେ ସାମିଲ ହେଲେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ।

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ । ପ୍ରଥମ ପାଳିରେ ଭାରତ ୩୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି । 

 ୨୧ରୁ ସର୍ବସାଧାରଣ ଶ୍ରୀମନ୍ଦିର ଦର୍ଶନ, ଆଜି ପ୍ରସ୍ତୁତି ବୈଠକ କରାଯାଇଛି।

 ପିଜି ସ୍ପଟ୍‌ ନାମଲେଖା ମେଧା ତାଲିକା ପ୍ରକାଶ : ୨୧ରୁ ନାମଲେଖା ଆରମ୍ଭ କରାଯିବ।

ମହେନ୍ଦ୍ରଗିରି ପର୍ବତକୁ ପର୍ଯ୍ୟଟକଙ୍କ ପରିଦର୍ଶନ ମନା । ପାହାଡ ଉପରକୁ ଗାଡି ଚଳାଚଳ କରିବା ଉପରେ  କଟକଣା ଲାଗିଛି ।

 ରାଜଧାନୀର ୫ଟି ବିଦ୍ୟାଳୟ ପରିଦର୍ଶନ କଲେ 5T ସଚିବ ଭି.କେ. ପାଣ୍ଡିଆନ୍ ।

 ଓଡିଶାର ତୃତୀୟ ଏବଂ ଦେଶର ୭୫ତମ ଫିଲାଟେଲୀ ବ୍ୟୁରୋ ସମ୍ବଲପୁରରେ ଉଦଘାଟିତ କରାଯାଇଛି।

 ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ପାଇଁ ପ୍ରସ୍ତୁତି ବୈଠକ।

 ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧,୫୨,୨୭୪ରେ ପହଞ୍ଚିଲା, ଦିନକରେ ୧୫,୧୪୪ ନୂଆ ସଂକ୍ରମିତ, ୧୮୧ ଆକ୍ରାନ୍ତ ମୃତ ହୋଇଛି।
 
ମହାଭାରତର ‘କର୍ଣ୍ଣ’ ହେବେ ଶାହିଦ କପୁର, ନିର୍ମାଣ ହେବାକୁ ଯାଉଛି ମେଗା ବଜେଟ୍‌ ଫିଲ୍ମ ।

ଗଣତନ୍ତ୍ର ଦିବସ ପାଇଁ ନୂଆଦିଲ୍ଲୀରେ ପରେଡ଼୍ ପ୍ରସ୍ତୁତି , କୋଭିଡ଼୍ ଗାଇଡ଼ଲାଇନ୍ ଅନୁଯାୟୀ ଅଭ୍ୟାସ କରୁଛନ୍ତି ଯବାନ ।

 ରାଜ୍ୟର ପ୍ରଥମ ତଥା ଏକମାତ୍ର ଡାଲି ଗବେଷଣା କେନ୍ଦ୍ର ନୟାଗଡ଼ ଜିଲ୍ଲାରେ ରହିଛି। ୧୯୬୧ ମସିହାରେ ପ୍ରତିଷ୍ଠିତ ଏହି କେନ୍ଦ୍ର କିନ୍ତୁ ଖୁବ୍‌ ଶୀଘ୍ର ବନ୍ଦ ହେବାକୁ ଯାଉଛି।

 କାଲିଠୁ ଖୋଲିବ ଘଟଗାଁ ମା’ ତାରିଣୀ ମନ୍ଦିର, ଗାଇଡ୍‌ଲାଇନ୍‌ ଜାରି କରାଯାଇଛି

  ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫୨୨୭୪ରେ ପହଞ୍ଚିଲା,ସକ୍ରିୟ ସଂକ୍ରମିତ-୨୦୮୮୨୬,ସୁସ୍ଥସଂଖ୍ୟା-୧୦୧୯୬୮୮୫ ହୋଇଛି।

 ଭାରତ ମହାସାଗରରୁ ପ୍ରଥମ ଥର ଆରିଓସୋମା ମାଜୁସ୍ ମାଛ ଠାବ କରାଯାଇଛି।

 ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି, କରୋନା ସଂକ୍ରମିତଙ୍କ ସଂଖ୍ୟା ୯.୪୯ କୋଟିକୁ ବୃଦ୍ଧି। ୬ କୋଟି ୭୭ ଲକ୍ଷ ୫୯ ହଜାର ୩୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।





 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like