-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Feb-2025
(ମିହିର ଶଙ୍କର ପାତ୍ର)
ଡାବୁଗାଁ ଥାନା ଅଧିକାରୀ ଭାବେ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ଆଗୁପାତ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଡାବୁଗାଁ ପ୍ରେସ କ୍ଲବ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି। ସଂପାଦକ ମିହିର ଶଙ୍କର ପାତ୍ର, ଉପ ସଭାପତି ଗଗନ ଗନ୍ତାୟତ, ଆଇନ୍ ପରାମର୍ଶଦାତା ଦାତା ଜୟନ୍ତ କୁମାର ପାତ୍ର, ନରେଶ ସିଂ ଲାଲ୍, ସନ୍ତୋଷ ପାଢ଼ୀ , ଗୋପାଳ ପଣ୍ଡା ସବ୍ୟସାଚୀ ଭତରିଆ, ତାରିଣୀ ସେନ ଜେନା, ଡାକୃସି କଲାର, ପଦମସାଇ ଭତ୍ରା, ପ୍ରମୁଖ ପ୍ରେସ କ୍ଲବ ତରଫରୁ ଏହି ଅବସରରେ ଉପସ୍ଥିତ ଥିଲେ। ଜଣେ ଦକ୍ଷ ପୋଲିସ ଅଫିସର ଭାବେ ପରିଚିତ ଶ୍ରୀ ଗୋପାଳକୃଷ୍ଣ ଆଗୁପାତ୍ର ଙ୍କ ଯୋଗଦାନ କୁ ବିଭିନ୍ନ ମହଲ ରୁ ମଧ୍ୟ ସ୍ବାଗତ କରା ଯାଉଛି।