-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ବୋଲେରୋ ଡ୍ରାଇଭରଙ୍କ  ଗାଡି ଧକ୍କାରେ ୪୯ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ  ଓ ମାଟ୍ରିକ ଛାତ୍ର ଛାତ୍ରୀ ଆହତ  ତିନି ଟ୍ର 

23-Feb-2025



 ରାଜନଗର(ମାଧବ ସ୍ଵାଇଁ):  ଗତ ୨୧ତାରିଖ  ଥିଲା  ମାଟ୍ରିକ ପରୀକ୍ଷା  ସେଥିପାଇଁ  ଛାତ୍ର ଛାତ୍ରୀମାନେ  ପ୍ରସ୍ତୁତ ହୋଇ ପରୀକ୍ଷା ସେଣ୍ଟରକୁ ଅତି ଖୁସି ମନରେ ଯାଉଥିଲେ  !ହେଲେ  ପରୀକ୍ଷା ହଲରେ ପହଁଛିବା ପୂର୍ବରୁ ଡ୍ରାଇଭରଙ୍କର  ଅନ୍ୟମନସ୍କ ପାଇଁ ସାଇକେଲ ନେଇ ଯାଉଥିବା ବ୍ୟକ୍ତିକୁ ପଛ ପଟରୁ ପିଟିଥିଲା ବୋଲେରୋ  l  ଦୁର୍ଘଟଣା ଟି ଏତେ ଭୟାନକ ଥିଲା ଯେ ବ୍ୟକ୍ତି ଜଣଙ୍କ ପଛ ପଟରୁ ସିଧା ଚଢିଯାଇଥିଲା  ବୋଲେରୋ ଘଟଣା ସ୍ଥଳରେ  ସେହିଠାରେ ପ୍ରାଣବାୟୁ ଉଡିଯାଇଥିଲା ତାଙ୍କର ! ଏହିଭଳି ହୃଦୟବିଦାରଙ୍କ ଦୃଶ୍ୟ ଦେଖିବାକୁ ମିଳିଛି  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା

ଅନ୍ତର୍ଗତ କୃଷ୍ଣନଗର ଠାରେ   କୃଷ୍ଣନଗର ଗ୍ରାମର  ୪୯ବର୍ଷିୟ  ସୁବୋଧ ମଣ୍ଡଳ କୌଣସି କାମରେ ସକାଳୁ କାମ ସାରି ଘରକୁ ଫେରୁଥିବା ସମୟରେ  ବାଘମାରୀର ବିବେକାନନ୍ଦ ହାଇସ୍କୁଲ ରୁ  ଡାଙ୍ଗମାଳର ନାଗନାରାୟଣ ହାଇସ୍କୁଲକୁ ମାଟ୍ରିକ ଛାତ୍ର ଛାତ୍ରୀଙ୍କୁ ନେଇ ରାଜେନ୍ଦ୍ରନଗର ଗ୍ରାମର ଡ୍ରାଇଭର ଗାଡି ନଂ OD29K6779 ବୋଲେରୋ ଟି  ତାଙ୍କୁ ଧକ୍କା ଦେଇ ଚଢିଯାଇଥିଲା ସେହିଠାରେ  ତାଙ୍କର  ମୃତ୍ୟୁ ହୋଇଥିଲା  ! ଲୋକଙ୍କ କହିବା କଥା  ଡ୍ରାଇଭର ଜଣଙ୍କ ବାଘମାରିର ବିବେକାନନ୍ଦ ହାଇସ୍କୁଲରୁ ଡାଙ୍ଗମାଳର ନାଗାନାରାୟଣ ହାଇସ୍କୁଲକୁ ତିନି ଟ୍ରିପ କରିବାର ଥିଲା ସେଥିପାଇଁ  ସେ ୮୦ରୁ ୧୦୦  ହାଇସ୍ପିଡ଼ରେ ଛୋଟ ଛୋଟ ଛୁଆଙ୍କୁ ବସାଇ ଗାଡି ଚଲାଉଥିଲେ !  ଡ୍ରାଇଭର ଜଣଙ୍କ ଏତେ ରୋମାଣ୍ଟିକ ଥିଲେ ଯେ  ଗାଡି ମଧ୍ୟରେ ପୁରୁଣା ପୁରୁଣା ଓଡ଼ିଆ ଆଲବମ ଗୀତ ବଜାଇ ନିଜକୁ ସେ ଗୀତ ମଧ୍ୟରେ ହଜାଇ ଦେଇ ଅନ୍ୟମନସ୍କ ହୋଇପଡ଼ିଥିଲେ  ଯେଉଁଥିପାଇଁ  ଏହି ଦୁର୍ଘଟଣା ଘଟିଥିଲା ବୋଲି ଅଭିଯୋଗ ହେଉଛି ! ଭାଗ୍ୟବସତ ଗାଡି ଦୁର୍ଘଟଣା କରି କେନାଲ ମଧ୍ୟକୁ ଖସିପଡ଼ିଥିବା ବୋଲେରୋରେ ଥିବା ଛାତ୍ର ଛାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି ଯଦି ସେହି କେନାଲ ମଧ୍ୟରେ ପାଣି ଥାଆନ୍ତା  ତାହେଲେ  ସେହି ବୋଲେରୋ ରେ ଥିବା  ୧୧ଜଣ  ଦଶମ ଶ୍ରେଣୀରେ ଛାତ୍ର ଛାତ୍ରୀଙ୍କ ଅବସ୍ଥା କଣ ହୋଇଥାନ୍ତା ଆପଣ ଅନୁମାନ କରିପାରୁଥିବେ  !  ଡ୍ରାଇଭରଙ୍କର ଏହି ବେପୁରିଆ ଗାଡି ଚାଳନା ପାଇଁ ଜଣେ ଅସହାୟ ମା କୋଳରୁ ଚାଲିଯାଇଛି ପୁଅର ଜୀବନ  ଆଉ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି  ୧୧ଜଣ କୁନି କୁନି ଛାତ୍ରଛାତ୍ରୀ  ! ଏହି ଦୁର୍ଘଟଣା ରେ ପ୍ରାଣ ହରାଇଥିବା  ସୁବୋଧ ମଣ୍ଡଳଙ୍କୁ ଝୁରି ଝୁରି ପାଗେଳୀ ହୋଇଯାଇଛି  ନିଜ ଜନ୍ମକଲା ମା   ଆଉ  ସ୍ତ୍ରୀ  !  ମାର  ବୁକୁଫଟା କାନ୍ଦ ଯେପରି  ଡ୍ରାଇଭରକୁ ପ୍ରଶ୍ନ କରୁଛି କାହିଁକି ମାରିଲୁ ମୋ  ଗେଲ୍ହା ପୁଅକୁ ଗାଡି ଚଢାଇ  ତୁ କହ 

ବାରମ୍ବାର  ସେ  ମାଟି ମା କୁଣ୍ଢାଇ ଧରି ଲୋଟି ପଡୁଛି  ମାଟି ଉପରେ ସେ ନ୍ୟାୟ ମାଗିବାକୁ ଚାହୁଁଛି ହେଲେ ତା କଥା ଶୁଣିବ ବା କିଏ   ସେ ଯେପରି ନିରୁପାୟ  ! ତାଳଚୁଆ ମେରାଇନ ପୋଲିସ ପହଁଚି ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରଛି   ! ମୃତ ସୁବୋଧ ମଣ୍ଡଳଙ୍କ ପରିବାର ଭୂମିହୀନ  ଗରିବ ଅସହାୟ ହୋଇଥିବାରୁ ତାଙ୍କୁ  ସରକାରୀ ସହାୟତା ସହ କୌଣସି ସ୍ୱେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢାନ୍ତୁ ବୋଲି ଗ୍ରାମବାସୀ ଗଣମାଧ୍ୟମକୁ ନିବେଦନ କରିଛନ୍ତି ତାହା ସହ   ଡ୍ରାଇଭରଙ୍କର ବିରୋଧରେ ଦୃଢ଼କାର୍ଯ୍ୟନୁଷ୍ଠାନ ନେବାକୁ ଗ୍ରାମବାସୀ ଗଣମାଧ୍ୟମକୁ ନିବେଦନ ମଧ୍ୟ କରିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like