-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
14-Jan-2021
(ପ୍ରେରଣା ଖବର ବ୍ୟୁରୋ) :ଆଜି ମକର ସଂକ୍ରାନ୍ତି ପାଇଁ ଉତ୍ସବ ମୁଖର ଓଡ଼ିଶା । ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ବଡ ଧରଣର ଉତ୍ସବ ଆୟୋଜନ ନଥିଲେ ମଧ୍ୟ ପ୍ରତ୍ୟେକ ଗଳି ଏବଂ ସାହି ସାହି ରେ କଟକଣା ସହ ଭୋଗି ଉତ୍ସବ ପାଳନ ହେଇଚି । ଠିକ ସେହିପରି ବ୍ରହ୍ମପୁର ଅନ୍ତର୍ଗତ ଆମ୍ବପୁଆ ଗ୍ରାମ ରେ ମଧ୍ୟ ଭୋଗି ଉତ୍ସବ ପାଳନ ହେଇଯାଇଛି । କଣ୍ଠଶିଳ୍ପୀ ଶ୍ରୀକାନ୍ତ ସାହୁ ଙ୍କ ତତ୍ଵବଧାନ ରେ ଅନୁଷ୍ଠିତ ଏହି ଉତ୍ସବ ରେ ଯୁବ ସାମ୍ବାଦିକ ସାଗର ମହାରଣା , କିରଣ ରେଡ୍ଡୀ , ରୋଶନ ସାହୁ , ଲିଙ୍ଗରାଜ ସାହୁ , ରାକେଶ ପାତ୍ର ଏବଂ ବହୁ ଯୁବ ଗୋଷ୍ଠୀ ଉପସ୍ଥିତ ରହି ଭୋଗି ଉତ୍ସବ ପାଳନ କରିଥିଲେ