-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
04-Feb-2025
କଣ୍ଟାବାଞ୍ଜି(ମୋହନ ସୁନା ): କଣ୍ଟାବାଞ୍ଜି ରେ ଡାୟୋସିନ୍ ଯୁବ ଫେଲୋସିପ୍ କମିଟି ଦ୍ୱାରା ଆୟୋଜିତ ତୃତୀୟ ଡାୟୋସିନ୍ ୟୁଥ୍ ଅଲିମ୍ପିକ୍ ଏବଂ ଷଷ୍ଠ ଡାୟୋସିନ୍ ଯୁବ ମହୋତ୍ସବ, ପ୍ଲାବାନ୍ ଏନ ସନ୍ଦୀପ ସଭାପତି ଡାୟୋସିନ୍ ଯୁବ ଫେଲୋସିପ୍ ଏବଂ ଏସ ବି ଇଟର୍ସନ୍ ସଚିବ ଡାୟୋସିନ୍ ଯୁବ ଫେଲୋସିପ୍ ଡାୟୋସିନ ଙ୍କ ନେତୃତ୍ୱ ରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିସପ୍ ଆର୍ଟି ରେଭ ଇମାନୁଏଲ୍ ଦାନି ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଡାୟୋସେସ୍ ସମ୍ବଲପୁର ର ସମ୍ପାଦକ ସନ୍ଦୀପ କୁମାର ନାଗ ଏବଂ ଡାୟୋସେସ୍ ସମ୍ବଲପୁର ର କୋଷାଧ୍ୟକ୍ଷ ପ୍ରମୋଦ କୁମାର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।