-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||     

HOME   ଜିଲ୍ଲା

ସର୍ଜିକାଲଲ୍ ଅପରେସନ୍ କ୍ଷେତ୍ରରେ ଅଭୂତପୂର୍ବ ପ୍ରଦର୍ଶନ କଲେ ସ୍ଵରାଜ ହସ୍ପିଟାଲର ଡକ୍ଟର ସବ୍ୟସାଚୀ ସ୍ୱାଇଁ; ବଞ୍ଚିବାର ଆଶା ହରାଇ ଥିବା ରୋଗୀଙ୍କ ପାଇଁ ଆଶାର ନୂଆଁ କିରଣ ଦେଖାଉଛି ସ୍ଵରାଜ

03-Feb-2025



ବଲାଙ୍ଗୀର (ପ୍ରେରଣା ଖବର): ଅନେକ ବିରଳ ଓ ଦୁରାରୋଗ୍ୟ ବ୍ୟାଧିର ସଫଳ ଚିକିତ୍ସା କ୍ଷେତ୍ରରେ ଏବେ ଏକ ନୂଆଁ ନା ଯୋଡି ହୋଇଯାଇଛି l ରାଜ୍ୟ ତଥା ରାଜ୍ୟ ବାହାରରୁ ନିରାଶ ହୋଇ ଆସୁଥିବା ରୋଗୀ  ମାନଙ୍କୁ ଏକ ନୂଆ ଜୀବନ ଦେଇ ପାରିଛି ବଲାଙ୍ଗୀରର ସ୍ଵରାଜ ହସ୍ପିଟାଲ l  ସର୍ଜିକାଲ୍ ପାରଦର୍ଶୀତାର ଏକ ଅଭୂତପୂର୍ବ ପ୍ରଦର୍ଶନ ସ୍ଵରୂପ ଡକ୍ଟର ସବ୍ୟସାଚୀ ସ୍ୱାଇଁ ଆଜି ବଲାଙ୍ଗୀର ସ୍ୱରାଜ ହସ୍ପିଟାଲରେ ଏକ ବିରଳ ତଥା ଜଟିଳ ଅପରେସନରେ ସଫଳ ହୋଇଥିଲେ ।
ଏକ ଦୁର୍ଘଟଣା ପରେ ଗୁରୁତର ଆହତ ହୋଇଥିବା ରୋଗୀର ପ୍ୟୁବିକ୍ ସିମ୍ଫିସିସ୍ ଡାଇଷ୍ଟାସିସ୍ ମରାମତି କରିଥିଲେ। ଏହି ଅବସ୍ଥା, ଯାହା ସାଧାରଣତଃ ପ୍ରସବ ସମୟରେ ଜଟିଳତାରୁ ଉତ୍ପନ୍ନ ହୁଏ | ଡକ୍ଟର ସବ୍ୟସାଚୀ ସ୍ୱାଇଁ ଏପରି  ଏକ ଚ୍ୟାଲେଞ୍ଜିଂ ସର୍ଜରୀକୁ ସଫଳତାର ସହ ସଫଳ କରିଥିଲେ | ସୂଚନାଯୋଗ୍ୟ ଯେ, ପ୍ୟୁବିକ୍ ସିମ୍ଫିସିସ୍ ଡାଏଷ୍ଟାସିସ୍ ଏକ ଅସାଧାରଣ ବିରଳ ଅବସ୍ଥା, ଯାହାର ଘଟଣା ୫୦୦ରୁ ୩୦,୦୦୦ ଗର୍ଭଧାରଣରେ ମଧ୍ୟରେ ଦୃଷ୍ଟିଗୋଚର ହୋଇଥାଏ। ଦୁର୍ଘଟଣା ହେତୁ ଏପରି ହୋଇଥିବା ଘଟଣା ଚିକିତ୍ସା ଦୁନିଆରେ ବିରଳ ବୋଲି ସ୍ଵରାଜ ହସପିଟାଲର ପ୍ରତିଷ୍ଠାତା ଡ. ସୁଜ୍ଞାନୀ ମିଶ୍ର ସ୍ପଷ୍ଟ କରିଛନ୍ତି  | ଏହି ଅବସ୍ଥାର ସର୍ଜିକାଲ୍ ମରାମତି କ୍ୱଚିତ୍ କରାଯାଏ l ଏପରି ଅନେକ ଜଟିଳ  ରୋଗର ଉପଶମ କ୍ଷେତ୍ରରେ ଏହି ହସ୍ପିଟାଲ ନିଜର ପାରଦର୍ଶିତାକୁ ପ୍ରମାଣିତ କରି ସାରିଛି l ସୁଦୂର ବୁର୍ଲା ରୁ ରେଫର୍ ହୋଇଥିବା ପାଦରେ ଚାଲିବାକୁ ଅସମର୍ଥ ଥିବା ଜଣେ ୧୫ ବର୍ଷର ବାଳକ ଏହି ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ଚାଲିବା ପାଇଁ ସକ୍ଷମ l  ନିଜର ପୁଅକୁ ଏକ ନୂଆଁ ଜୀବନ ଦେଇଥିବାରୁ ଏଠାରେ କାର୍ଯ୍ୟରତ ଡାକ୍ତର ମାନଙ୍କ ନିଷ୍ଠା ଓ ଦକ୍ଷତାକୁ ପ୍ରଶଂସା କରିଛନ୍ତି ରୋଗୀର ବାପା l
  ବିରଳ ଚିକିତ୍ସା କ୍ଷେତ୍ରରେ ସ୍ଵରାଜ ହସ୍ପିଟାଲର ଏହି ସଫଳତା ଅବସରରେ ଆଜି ହସ୍ପିଟାଲ ପରିସରରେ ଏକ ପ୍ରେସ୍ ମିଟ୍ କରାଯାଇ ଡ ସବ୍ୟସାଚୀଙ୍କ ଦକ୍ଷତା ଓ ସମର୍ପଣ ମନୋଭାବକୁ ଭୂୟସୀ ପ୍ରଶଂସା କରାଯାଇଛି l ଆଜିର ପ୍ରେସ୍ ମିଟ୍ ରେ ଅନ୍ୟମାନଙ୍କ ମଧ୍ୟରେ  ସ୍ଵରାଜ ହସପିଟାଲର ନିର୍ଦ୍ଦେଶକ ଇଂ. ସ୍ଵରାଜ ମିଶ୍ର, ହସ୍ପିଟାଲର ମାନବ ସମ୍ବଳ ବିଭାଗର ସିଦ୍ଧାର୍ଥ ପଣ୍ଡା, ଇଣ୍ଡୋର୍ ପେସେଣ୍ଟ ମ୍ୟାନେଜର ପଙ୍କଜ ତିୱାରୀ, ପ୍ରଶାସକ ଶିବପ୍ରସାଦ ମହାନ୍ତି ଓ ଡ୍ୟୁଟି ମେଡିକାଲ ଅଫିସର ଡ. ସୁରେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ l

 


News Comment




Photo in News

Advertisment
Lastest News
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026

You Might Also Like