-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

କନ୍ଧମାଳ ଜିଲ୍ଲା ମେଟ୍ରୋନ ମହାସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

01-Feb-2025



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାରେ ଜିଲ୍ଲା ମେଟ୍ରୋନ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟାକାରିଣୀ ବୈଠକରେ ରାଜ୍ୟ ମଟ୍ରୋନ ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀ ସୁଜିତ କୁମାର ନାୟକ ମୁଖ ଅତିଥିଭାବେ ଯୋଗଦେଇ ଥିଲେ | ବୈଠକ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁଜିତ କୁମାର ନାୟକ ଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା, କନ୍ଧମାଳ ମେଟ୍ରୋନ ମହାସଂଘ ର ସଭାନେତ୍ରୀ ସୁଶ୍ରୀ ସ୍ନିଗ୍ଧା ରାଣୀ ବେହେରା କାର୍ଯ୍ୟକାରିଣୀ ବୈଠକର ଉଧେଶ୍ୟ ଉପରେ ଆଲୋକପାତ କରିଥିଲେ | ଏହାପରେ ଜିଲ୍ଲାରେ ମେଟ୍ରୋନ ମାନଙ୍କ ବିଭିର୍ଣ୍ଣ ଅସୁବିଧା, ସମସ୍ୟା ଉପରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁଜିତ ନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ମେଟ୍ରୋନ ମାନେ ଆଗାମୀ ଦିନରେ ଏକଜୁଟ ବା ସଂଗଠିତ ହୋଇ ନିଜର ନ୍ୟାର୍ଯ୍ୟଦବୀ ହାସଲ କରିବାକୁ ବୈଠକରେ ଆଉହ୍ୱାନ କରିଥିଲେ |
       ଏହାପରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁଜିତ କୁମାର ନାୟକ ରାଜ୍ୟରେ ମେଟ୍ରୋନ ମାନେ ସ୍ୱଳ୍ପ ଦରମାରେ  ଦିନରାତି  ଚବିଶ ଘଣ୍ଟା କାର୍ଯ୍ୟ କରୁଛନ୍ତି ଓ ତାରି ତୁଳନାରେ ମଟ୍ରୋନ ମାନଙ୍କୁ ସରକାର ଉଚିତ ପାରିଶ୍ରମିକ ନ ଦେଇ ଆଜିଯାଏ ଅବହେଳା ପ୍ରଦର୍ଶନ କରି ଆସୁଥିବା କଥା କହିଥିଲେ |ବିଭିର୍ଣ୍ଣ ସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମେଟ୍ରୋନ ମାନଙ୍କୁ ଦୁର୍ବ୍ୟବହାର କରିବା, ଶାରୀରିକ, ମାନସିକ ଭାବେ ନିର୍ଯ୍ୟାତନା ଦେଉଥିବା ଓ ତାରି ପ୍ରତିବାଦ ରେ ଉପରିସ୍ଥ ଅଧିକାରୀ ମାନଙ୍କୁ ଜଣାଇଲେ ସେମାନେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ହାତ ବାରିସୀ ହୋଇ କାର୍ଯ୍ୟ କରି ବରଂ ମେଟ୍ରୋନ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବିରୁଦ୍ଧରେ ସଙ୍ଘ ସରକାର ସରକାର ଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଏଭଳି କାର୍ଯ୍ୟକୁ ଦୃଢ଼ ଭାବେ ବିରୋଧ କରାଯିବ ବିଲ ବୈଠକରେ ପ୍ରକାଶ କରିଥିଲେ |  ସଙ୍ଘ ରାଜ୍ୟରେ କାର୍ଯ୍ୟରତ ମେଟ୍ରୋନ ମାନଙ୍କ ଦରମା ବୃଦ୍ଧି କରିବା, ଅବସର କାଳୀନ ଭତ୍ତା ବୃଦ୍ଧି, ସହିତ ସ୍କୁଲ ଗୁଡିକରେ ମେଟ୍ରୋନ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ଵାଟର ନିର୍ମାଣ କରାଯିବା ପାଇଁ ମଧ୍ୟ୍ୟ ସଙ୍ଘ ସରକାର ଙ୍କର ନିକଟରେ ଦାବିରଖିବା ସହିତ ଆଗାମୀ ଚଳିତ ଫେବୃଆରୀ ମାସରେ ହେଉଥିବା ବଜେଟ ଅଧିବେଶନ ବସିବା ସମୟରେ ରାଜ୍ୟର ସମସ୍ତ ଠିକା କର୍ମଚାରୀ ମାନଙ୍କୁ ନେଇ  ଭୁବନେଶ୍ୱର ପିଏମଜୀ ଛକରେ ଏକ ବିଶାଳ ଆନ୍ଦୋଳନ କରାଯିବ ବୋଲି ବୈଠକରେ ପ୍ରକାଶ କରିଥିଲେ ଓ କନ୍ଧମାଳ ଜିଲ୍ଲାର ସମସ୍ତ ମେଟ୍ରୋନ ଏକଜୁଟ ହୋଇ ନିଜ ନିଜର ନ୍ୟାର୍ଯ୍ୟ ଦାବୀ ହାସଲ କରିବାପାଇଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେବାକୁ ପଡିବ ବୋଲି କହିଥିଲେ | 
       ବିଶେଷ ଘଟଣା ହେଲା ପୂର୍ବତନ ନବୀନ ପଟନାୟକ ସରକାର ରାଜ୍ୟରେ ଥିବା ସମୟରେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ଅଧୀକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ  ଆଶ୍ରମ ବିଦ୍ୟାଳୟ ଛାତ୍ରୀ ନିବାସ ଗୁଡିକରେ ମେଟ୍ରୋନ ମାନଙ୍କୁ ଅତି ସ୍ୱଳ୍ପ ବେତନ ହାର 7500 ଟଙ୍କାରେ ନିଯୁକ୍ତି ପ୍ରଦାନ କରିଥିଲେ, ସେହି ସମୟରେ ମେଟ୍ରୋନ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟ ସଂଗଠକ ଶ୍ରୀ ଜେନା ଦାୟିତ୍ୱ ନେଇଥିଲେ ଏବଂ ମେଟ୍ରୋନ ମାନଙ୍କ ବେତନ ମଧ୍ୟ୍ୟ ନିଯୁକ୍ତି ପାଇଥିବା ସମୟର ବେତନ ହାର ଠାରୁ ବୃଦ୍ଧି ପାଇ ବର୍ତ୍ତମାନ 15000 /-ରେ ପହଂଚି ପାରିଛି |ହେଲେ ବର୍ତ୍ତମାନ ରାଜ୍ୟରେ ସରକାର ବଦଳିସାରିଛି ଓ ରାଜ୍ୟରେ ବିଜେପି ଦଳର ମୋହନ ସରକାର ଶାସନ କରୁଥିବା ବେଳେ ମେଟ୍ରୋନ ରାଜ୍ୟ ମହାସଂଘ ର କର୍ମକର୍ତ୍ତା ମଧ୍ୟ୍ୟ ବଦଳିଛନ୍ତି  | ଏଣୁ  ମେଟ୍ରୋନ ମାନେ ରାଜ୍ୟରେ ଦୁଇ ଗୋଷ୍ଠିରେ ବିଭକ୍ତ ହୋଇଯାଇଛି | ଯାହାକି କନ୍ଧମାଳ ଜିଲ୍ଲାରେ ମଧ୍ୟ୍ୟ ମେଟ୍ରୋନ ମାନଙ୍କ ଗୋଷ୍ଠୀ ବିବାଦ ଥିବା ପରିଲକ୍ଷିତ ହୋଇଥିଲା |ତେଣୁ ନିଜର ଦାବୀ ହାସଲ କରିବାପାଇଁ ହେଲେ ଗୋଷ୍ଠୀ ବିବାଦ ରୁ ଉର୍ଦ୍ଧରେ ରହି ଏକଜୁଟ ଭାବେ କାର୍ଯ୍ୟ କଲେ ନିଜର ଭବିଷ୍ୟତ ଉଜ୍ଜଳ ମୟ ହେବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା | ଆଜିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ଆବାହକ ସମେତ କନ୍ଧମାଳ ଜିଲ୍ଲା ମେଟ୍ରୋନ ମହାସଂଘ ର ସଭାନେତ୍ରୀ ସୁଶ୍ରୀ ସ୍ନିଗ୍ଧାରାଣୀ ବେହେରା, ମେଟ୍ରୋନ ବୈଜୟନ୍ତୀ ମାଳା ଛତୁରା, ଗୀତାରାଣୀ ସାହୁ, ୟୋତିର୍ମୟୀ ନାୟକ, ସୁଷମା କହଁର, ଜନନୀ ପ୍ରଧାନ, ଆତ୍ମା ସାହାଣୀ, ରାଜଶ୍ରୀ ପ୍ରଧାନ,କଳ୍ପନା ଶୂଲି, ନିର୍ମଳା ମହାନନ୍ଦ,ଓ ବୈଜନ୍ତି ମାଳା ସେଠୁଆ ପ୍ରମୁଖ ବୈଠକରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ, ଓ ଆଗାମୀ ଦିନରେ ନିଜ ନିଜର ଦାବୀ ହାସଲ କରିବା ପାଇ ଗୋଷ୍ଠୀ ବିବାଦରୁ ଉର୍ଦ୍ଧରେ ରହି ସମସ୍ତ ମେଟ୍ରୋନ ମାନଙ୍କୁ ସାଥିରେ ନେଇ କାର୍ଯ୍ୟ କରିବାପାଇଁ ସଂକଳ୍ପ କରିଥିଲେ | ହେଲେ ଜିଲ୍ଲାରେ ଥିବା ଗୋଷ୍ଠୀ ବିବାଦକୁ କିପରି ପ୍ରଶମିତ କରି ଆଗାମୀ ଦିନରେ ସଙ୍ଘ କିପରି ଲଢେଇ ଜାରି ରଖିବ ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ |


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like