-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||     

HOME   ଖେଳ

ଚେସ୍ ଗ୍ରାଣ୍ଡ ମାଷ୍ଟର ତାନିଆ: ମାତ୍ର ଛଅ ବର୍ଷ ବୟସରେ ଚେସ ଖେଳିବା ଆରମ୍ଭ କରିଥିଲେ।

13-Jan-2021



ଭୁବନେଶ୍ୱର,(ଶୁଭାଶିଷ ନାୟକ): ତାନିଆ ସଚଦେବ ଜଣେ ଭାରତୀୟ ଚେସ ଖେଳାଳି ତଥା ୱାର୍ଲ୍ଡ ଚେସ୍ ଫେଡେରେସନ୍ (FIDE) ଆନ୍ତର୍ଜାତୀୟ ମାଷ୍ଟର (IM) ଏବଂ ମହିଳା ଗ୍ରାଣ୍ଡମାଷ୍ଟର (WGM) ତାନିଆଙ୍କ ଜନ୍ମ ୨୦ ଅଗଷ୍ଟ ୧୯୮୬ ଦିଲ୍ଲୀରେ ହୋଇଥିଲା। ତାନିଆ ୬ ବର୍ଷ ବୟସରୁ ଚେସ୍ ଖେଳ ପ୍ରତି ରୁଚି ଦେଖିଥିଲେ ତାନିଆଙ୍କ ବାପା ଦିନେ ଘରକୁ ଚେସ ବୋର୍ଡ ଆଣିଥିଲେ ଏବଂ ସେ ଚେସ ବୋର୍ଡରେ ସେ ତାନିଆଙ୍କ ଭାଇଙ୍କୁ ଖେଳ ଶିଖାଉଥିଲେ । କିନ୍ତୁ ଖେଳ ରେ ତାନିଆଙ୍କ ଭାଇଙ୍କ ରୁଚି କମ୍ ଏବଂ ତାନିଆଙ୍କ ରୁଚି ଚେସ୍ ପ୍ରତି ଅଧିକା ଥିଲା । ତାନିଆ ଏକ୍ ସାକ୍ଷାତକାରରେ କହିଛନ୍ତି ଚେସର ସବୁ ପ୍ରକାର ନିୟମ ଶିଖିଲି ଏବଂ ଦୁଇ ତିନି ଦିନ ପରେ ମୁଁ ମୋ ବାପାଙ୍କୁ ଏକ ଖେଳ ପାଇଁ ପଚାରିଲି ଏବଂ ତାଙ୍କୁ ସେ ଖେଳରେ ହରାଇଦେଲି । ସେବେଠାରୁ ମୋର ପିତାମାତା ସର୍ବଦା ମତେ ସାହାଯ୍ୟ କରିଆସୁଥିଲେ ଏବଂ ସେମାନେ ମୋତେ ବୃତ୍ତିଗତ ତାଲିମ ନେବାକୁ ମଧ୍ୟ ଛାଡିଲେ ।

ସେ ମାତ୍ର ଛଅ ବର୍ଷ ବୟସରେ ଚେସ ଖେଳିବା ଆରମ୍ଭ କରିଥିଲେ ଏବଂ ବୟସ ବଢିବା ସହିତ ତାଙ୍କର ସଫଳତାର ତାଲିକା ମଧ୍ୟ ବଢିବାରେ ଲଗିଲା । ସେ ୮ବର୍ଷ ବୟସ ରେ ତାଙ୍କର ପ୍ରଥମ ଆନ୍ତର୍ଜାତିୟ ପୁରସ୍କାର ଜିତିଥିଲେ। ତାନିଆ ୧୯୯୮ରେ ୧୨ ବର୍ଷରୁ କମ୍ ବର୍ଗରେ ଏବଂ ୨୦୦୦ରେ ୧୪ ବର୍ଷରୁ କମ୍ ବର୍ଗରେ ଜାତୀୟ ଚ୍ୟାମ୍ପିୟନ ହୋଇଥିଲେ। ୨୦୦୫ ମସିହାରେ ଦେଶର ଅଷ୍ଟମ ମହିଳା ଭାବେ ସେ 'ଗ୍ରାଣ୍ଡମାଷ୍ଟର' ଉପାଧି ନିଜ ନାରେ କରିଥିଲେ। ସେ ୨୦୦୭ରେ ଏସିଆନ୍ ଚାମ୍ପିଆନସିପ୍ ଜିତିଲା ପରେ ପେସାଦାର ଚେସ୍ ଖେଳାଳି ହେବାର ନିଷ୍ପତ୍ତି ନେଇଥିଲେ। ୨୦୦୯ରେ ତାଙ୍କୁ 'ଅର୍ଜୁନ ପୁରସ୍କାର' ମିଳିଥିଲା । 

ତାନିଆ ସାସ୍ତ୍ରିୟ ନୃତ୍ୟରେ ମଧ୍ୟ ତାଲିମ୍ ନେଇଛନ୍ତି। ତାନିଆଙ୍କୁ ଖାଲି ସମୟରେ ବହି ପଢିବାକୁ ପସନ୍ଦ କରନ୍ତି ଏବଂ ସପିଂ କରିବାକୁ ବହୁତ୍ ପସନ୍ଦ । ମସ୍ତିଷ୍କ କୁ ସ୍ଥିର ରଖିବାପାଇଁ ଯୋଗ କରନ୍ତି ଏବଂ ପଜଲ୍ ଖେଳନ୍ତି। ୨୦୧୪ ମସିହାରେ ବିଶ୍ୱର ଶ୍ରେଷ୍ଠ ୫୦ ଜଣ ମହିଳା ଚେସ୍ ଖେଳାଳି ତାଲିକାରେ ନିଜର ନାଁ ସାମିଲ କରିପାରିଥିଲେ । ତାନିଆ ୨୦୧୯ ରେ କମନୱେଲଥ୍ ଚେସ୍ ପ୍ରତିଯୋଗିତାରେ ମହିଳା ଚାମ୍ପିୟନ ହୋଇଥିଲା ।


News Comment




Photo in News

Advertisment
Lastest News
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026
  ଜିଲ୍ଲା  
ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା   06-Aug-2026
  ଜିଲ୍ଲା  
ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   06-Aug-2026

You Might Also Like