-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ଟିଟିଲାଗଡ଼,(ପ୍ରେରଣା ଖବର) : ଟିଟିଲାଗଡ଼ ଡାକ୍ତରଖାନାରେ ଅଭାବନୀୟ ଘଟଣା l ଚିକିତ୍ସା ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ଅଭିଯୋଗ l ଅଭିଯୋଗ ନେଇ ମୃତ ଶିଶୁର ପରିବାର ଲୋକେ ଡାକ୍ତରଖାନା ସମ୍ମୁଖରେ ରେ କଲେ ରାସ୍ତାରୋକ l ମୁରିବାହାଲ ବ୍ଲକ ଲେବଡା ଗାଁ ର ଶିଶୁ ପ୍ରତିମା ବାରିକ 14 ମାସ ର ମୃତ୍ୟୁ l ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ମୃତକ ଶିଶୁ ର ପିତା ମାତା... ରୋହିତ ବାରିକ ଏବଂ ଜ୍ୟୋସ୍ନା ବାରିକ l