-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର ) - ବଲାଙ୍ଗିର ଜିଲ୍ଲାରେ ଆଜି ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଆଗଲପୁର ବ୍ଲକ ଲୁହୁରାମୁଣ୍ଡା , ବଲାଙ୍ଗୀର ସଦର କୁଡାସିଂହା,ଦେଓଗାଁ ବ୍ଲକ ଅର୍ଜୁନପୁର, ଲୋଇସିଂହା ବ୍ଲକ ହିରାପୁରର, ପୁଇନ୍ତଲା ବ୍ଲକ ସାଆନ୍ତପୁର, ତୁରେକେଲା ବ୍ଲକ କୁଇବାହା, ଝରନି ରୁ ଜଣେ ଲେଖାଏଁ ସେହିପରି ବଲାଙ୍ଗୀର ପୌରପାଳିକା ଓ୍ବାର୍ଡ ନଂ ୩, ଲୋଇସିଂହା ବ୍ଲକ ବୁଢିପଦର,ଓ ତୁରେକେଲା ବ୍ଲକ ତୁରେକେଲା ରୁ ୨ ଜଣ ଲେଖାଏଁ ଓ ତୁରେକେଲା ବ୍ଲକ ମହୁଲପିଟା ରୁ ୩ଜଣ କରୋନା ପଜେଟିଭ ଚିନ୍ହଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ୮୭୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୯ ଟି ଆକ୍ଟିଭ କେଶ୍ ରହିଛି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ରୁ ୮୫୨୮ ଜଣ ବ୍ୟକ୍ତି ସୁସ୍ଥ ହୋଇ ସାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ l